Browsing Tag

cyclone fani

୧୨ ଦିନପରେ ଜଳିବ ବଡ଼ଦାଣ୍ଡ, ସପ୍ତାହକ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମିଳିବ ବିଦ୍ୟୁତ୍ ସେବା

ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଜୁଳି। ସରକାରୀ କାର୍ଯ୍ୟଳୟକୁ ବି ବିଦ୍ୟୁତ ସଂଯୋଗ ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ସପ୍ତାହକ ମଧ୍ୟରେ ପର‌୍ୟ୍ୟାୟକ୍ରମେ ମିଳିବ ବିଦ୍ୟୁତ୍ ସେବା। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଧୈର୍ଯ୍ୟ ଧରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେପଟେ ଆଜି…

ରାଜ୍ୟ ସରକାରଙ୍କାର କେନ୍ଦ୍ରୀୟ ଟିମକୁ ପ୍ରାଥମିକ ରିପୋର୍ଟ, ୧୨ ହଜାର କୋଟି ଟଙ୍କାର କ୍ଷତି

ଭୁବନେଶ୍ବର(କେନ୍ୟୁଜ୍ ) : ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ପରେ କେନ୍ଦ୍ରୀୟ ଟିମ୍‌ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।  ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ ।  ଫନିରେ ପ୍ରାୟ ୧୨ ହଜାର କୋଟି ଟଙ୍କାର…

ରାଜ୍ୟରେ ଫନି କ୍ଷୟକ୍ଷତି ପ୍ରାୟ ୧୨ ହଜାର କୋଟି, କେନ୍ଦ୍ରୀୟ ଦଳକୁ ପ୍ରାଥମିକ ଆକଳନ ରିପୋର୍ଟ ଦେବ ରାଜ୍ୟ

କେନ୍ୟୁଜ୍: ବାତ୍ୟା ଫନି ଯୋଗୁ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ୧୧ ହଜାର ୯୪୨ କୋଟିର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌କୁ ଆଜି ଏହି ରିପୋର୍ଟ ପ୍ରଦାନ କରାଯିବ । ବାତ୍ୟା ଫନି ଦ୍ୱାରା ୧୪ଟି…

ବାତ୍ୟାରେ ଭାଙ୍ଗିଛି କେତେ ଘର ? ଆଜିଠୁ ସପ୍ତାହେ ବ୍ୟାପୀ ଆରମ୍ଭ ହେବ କ୍ଷୟକ୍ଷତିର ଆକଳନ

କେନ୍ୟୁଜ୍: ବାତ୍ୟାରେ ଭାଙ୍ଗିଛି କେତେ ଘର ? ଆଜିଠୁ ସପ୍ତାହେ ବ୍ୟାପୀ ଆରମ୍ଭ ହେବ କ୍ଷୟକ୍ଷତିର ଆକଳନ । ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକରେ ବରିଷ୍ଠ ଅଧିକାରୀମାନେ ଏହି ଆକଳନ ପ୍ରକ୍ରିୟାକୁ ନିରୀକ୍ଷଣ କରିବେ । ଜୁନ ୧ ତାରିଖରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏନେଇ…

ବାତ୍ୟା ପ୍ରଭାବିତ କଟକ ଓ ପୁରୀ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ : ପରଖିଲେ ସ୍ଥିତି, କ୍ଷତିଗ୍ରସ୍ତଙ୍କ ସହ କଲେ…

ଫନି ପ୍ରଭାବିତ ଜିଲ୍ଲାରେ ବାତ୍ୟା ପରର ସ୍ଥିତି ପରଖୁଛନ୍ତି କେନ୍ଦ୍ରୀୟ ଟିମ । ବିଭିନ୍ନ ସ୍ଥାନର କରୁଛନ୍ତି କ୍ଷୟକ୍ଷତି ଆକଳନ। ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ଟିମ୍‌ର ସଦସ୍ୟ। ଆଜି ସତ୍ୟବାଦୀ, ନିମାପଡ଼ା, କୋଣାର୍କ, ଗୋପ, ମେରାଇନ ଡ୍ରାଇଭ ସହ…

ବିଜେଡି ସରକାର ଶାସନକୁ ଫେରିଲେ ପ୍ରଥମ ଦିନରେ ଚାଷୀଙ୍କୁ ମିଳିବ କି କାଳିଆ କିସ୍ତି ? ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି…

ବିଜୁ ଜନତା ଦଳର ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତି ପାଇଁ ଦଶ ହଜାର ଟଙ୍କା ମିଳିବ । ନିର୍ବାଚନ ସମୟରେ ରାଜ୍ୟର ଚାଷୀଭାଇଙ୍କୁ ଏ ପ୍ରତିଶ୍ରୁତି ଦେଇ ଆସୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏବେ ପରିସ୍ଥିତି ଭିନ୍ନ ରହିଛି। ବାତ୍ୟା ଫନି ରାଜ୍ୟର…

ମନ କିଣିଲେ ଛାତ୍ରୀ, ରିଲିଫ୍ ପାଣ୍ଠିକୁ ଦାନ କଲେ ସ୍କଲାରସିପ୍ ଅର୍ଥରାଶି

ଭୁବନେଶ୍ୱର(କେନ୍ୟୁଜ୍) : କୁହାଯାଏ ସାନ ସିନା ଦାନ ତା ମହାନ । ବାତ୍ୟା ଫନୀ ମାଡରେ ଉପକୂଳ ଓଡିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଏହାକୁ ପୁଣିଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହିକ୍ରମରେ ବ୍ରହ୍ମପୁର ବାସୁଦେବ…

ବିଜୁଳି ଦାବିରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ପଡିଲା ମୁଖ୍ୟ ଫାଟକରେ ତାଲା

ଆଜିକୁ ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଛି। ଏହାପରେ ମଧ୍ୟ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବାହ ସାଧାରଣ ହୋଇସାରିଛି।…

କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶାରେ ୧୧ ଜଣିଆ କେନ୍ଦ୍ରୀୟ ଟିମ୍‌, ବାତ୍ୟା ସ୍ଥିତିର କରୁଛନ୍ତି ସମୀକ୍ଷା

କେନ୍ୟୁଜ୍ : ପାୱାର-ଟେଲିକମ-ବ୍ୟାଙ୍କିଂ... ଏ ତିନି କ୍ଷେତ୍ରକୁ ଘାଇଲା କରିଛି ଫନି। ଧିରେ ଧିରେ ଫନିର ଝଡ଼ରୁ ବାହାରିବାକୁ ଚେଷ୍ଟା ଚାଲିଛି। ଭୁବନେଶ୍ୱର କଟକୁ ବିଦ୍ୟୁତ ସେବା ମିଳିଲାଣି। ୧୩୨ କେଭି ଲାଇନ ଭାଙ୍ଗିଥିବାରୁ ପୁରୀ ପାଇଁ ବିଳମ୍ବ ହେଉଛି। ତାହା ବି ଖୁବ ଶୀଘ୍ର ଆରମ୍ଭ ହେବ।…

୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ , ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର

ପ୍ରଳୟଙ୍କାରୀ ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘର ଭାଙ୍ଗିଥିବା ବେଳେ ୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ । ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର । ପ୍ରଭାବିତ ହୋଇନଥିବା ଜିଲ୍ଲାରୁ ୨୫ଟି ଟିମ୍‌ ଆସି ଘର ଭଙ୍ଗା କ୍ଷୟକ୍ଷତିର ସର୍ଭେ କରିବେ । ସେହିଭଳି…

ବାତ୍ୟା ପରେ ବଦଳୁଛି ରାଜନୈତିକ ପାଣିପାଗ, ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ…

କେନ୍ୟୁଜ୍ : ରାଜ୍ୟରେ ନିର୍ବାଚନ ପ୍ରଚାର ବେଳେ ଜୋର ଧରିଥିଲା ଆରୋପ-ପ୍ରତ୍ୟାରୋପ । ଲାଗୁଛି ଫନି ପରେ ଏବେ ବଦଳିଛି ରାଜନୈତିକ ପାଣିପାଗ । ପ୍ରଳୟଙ୍କରୀ ବାତ୍ୟା ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ବିପନ୍ନଙ୍କୁ ସହୟତା ପାଇଁ…

ଫନିରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ, ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି : ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

ବାତ୍ୟା ଫନିର ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପ୍ରଳୟଙ୍କାରୀ ବାତ୍ୟାରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ସେହିଭଳି ବାଲୁଖଣ୍ଡ ଅଭୟାରଣ୍ୟରେ ୩ଟି ହରିଣଙ୍କ…