Browsing Tag

daily lifestyle

ନିଜ ଚର୍ମ ବା ତ୍ଵଚାକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ମଣିଷ ନିଜ ଶରୀର ପାଇଁ ସଜାଗ ରହିବା ଉଚିତ୍। କିନ୍ତୁ ଆଜିର ଦୁନିଆରେ ଏତେ ବ୍ୟସ୍ତ ବହୁଳତା ମଧ୍ୟରେ ଶରୀର ପ୍ରତି ସେତେ ମାତ୍ରାରେ ଧ୍ୟାନ ଦେଉନି ମଣିଷ। ସେଥି ପାଇଁ ବିଭିନ୍ନ ପ୍ରକାର ରୋଗ ଦେଖା ଦେଉଛି। ଏପରିକି ନିଜ ଚର୍ମ ପ୍ରତି ମଧ୍ୟ ସଚେତନ ରହୁନାହାନ୍ତି। ତେବେ ନିଜ ଚର୍ମ ପାଇଁ ବା ଚର୍ମକୁ…

ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ପାନୀୟ, ନିଜ ଡ୍ରିଙ୍କରେ ସବୁଦିନେ କରନ୍ତୁ ସାମିଲ

ବର୍ତ୍ତମାନ ଅନେକ ଲୋକ ମଧୁମେହ ବା ଡାଇବେଟିସ ରୋଗରେ ପୀଡିତ ହେଇଛନ୍ତି। ଯାହାକି ତାଙ୍କ ଜୀବନ ଶୈଳୀକୁ ସବୁଦିନ ପାଇଁ ବଦଳାଇ ଦେଉଛି। କିନ୍ତୁ ଏହି ରୋଗ ହେବା ପୂର୍ବରୁ ଲକ୍ଷଣ ଜାଣି ଏହାର ଟ୍ରିଟମେଣ୍ଟ କରିବା ଉଚିତ୍। ମଧୁମେହ ରୋଗର ଲକ୍ଷଣ: ଅଧିକ ଶୋଷ ଲାଗିବା, ବାରମ୍ବାର ପରିସ୍ରା…

ଏହି ଖାଦ୍ୟ ବଢ଼ାଇଥାଏ ଏସିଡିଟି ସମସ୍ୟା, ତୁରନ୍ତ ଡାଏଟରୁ ହଟାନ୍ତୁ

ଏସିଡିଟି ଏଭଳି ଏକ ସମସ୍ୟା ଯାହାଠୁ ରକ୍ଷା ପାଇବା ବହୁତ କଷ୍ଟ। ଯେତେବେଳେ ଏହି ସମସ୍ୟା ବହୁତ ଅଧିକ ବଢିଯାଇଥାଏ, ସେତେବେଳେ ଖାଇବା-ପିଇବା ସବୁ କଷ୍ଟକର ହୋଇପଡ଼ିଥାଏ। ଯଦି ଆପଣ ମଧ୍ୟ ଏସିଡିଟି ସମସ୍ୟା ପାଇଁ ଚିନ୍ତିତ, ତେବେ ଏହି ସମୟରେ କ’ଣ ଖାଇବା ଉଚିତ ଏବଂ କ’ଣ ନଖାଇବା ଉଚିତ ସେଥିପ୍ରତି…

ବ୍ଲଡ଼ କ୍ୟାନସର ପୂର୍ବରୁ ଦେଖାଯାଉଥିବା ଏହିସବୁ ଲକ୍ଷଣ, ନେଇପାରେ ଆପଣଙ୍କ ଜୀବନ, ଆଗୁଆ ସତର୍କ ରୁହନ୍ତୁ

ବ୍ୟସ୍ତ ବହୁଳ ଜୀବନ, ବଦଳୁଥିବା ଲାଇଫଷ୍ଟାଇଲ୍ ଏବଂ ଭୁଲ ଖାଦ୍ୟପେୟ କାରଣରରୁ ଲୋକଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ, ଯେଉଁଥିରେ ଗୋଟିଏ ହେଉଛି ରକ୍ତ କର୍କଟ। ରକ୍ତ କର୍କଟ/ ବ୍ଲଡ଼ କ୍ୟାନସର  ରୋଗୀଙ୍କର ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ।…

ଗ୍ୟାସ୍ ପାଇଁ ପେଟ ବଢିବା ନେଇ ଚିନ୍ତିତ ଅଛନ୍ତି କି ? ଏପରି କମାନ୍ତୁ ପେଟ

ଦିନକୁ ଦିନ ଅନେକ ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ବଢ଼ିବାରେ ଲାଗିଛି। ଯାହାପାଇଁ ଅଧିକ ଲୋକ ବିଭିନ୍ନ ପ୍ରକାର ଔଷଧ ସେବନ କରୁଛନ୍ତି। କିନ୍ତୁ ଏହି ଔଷଧ ଆପଣଙ୍କ ଶରୀର ପାଇଁ ବିଷ ସଦୃଶ ହୋଇପାରେ। ଆଜିକାଲି ଅଧିକ ଗ୍ୟାସ ଜନିତ ପେଟ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ପେଟ ସମସ୍ୟା ଖାସ…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଗେଣ୍ଡୁ ଫୁଲ, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ଫୁଲକୁ ଈଶ୍ୱରଙ୍କୁ ଅର୍ପଣ କରାଯାଏ। କିନ୍ତୁ ଏହାର ଆହୁରି ମଧ୍ୟ ଅନେକ ଉପକାର ରହିଛି, ଯାହା ହୁଏତ ଆପଣ ଜାଣିନଥିବେ। ମୁଖ୍ୟତଃ ଗେଣ୍ଡୁ ଫୁଲକୁ ପୂଜା କରିବାରେ ବ୍ୟବହାର କରାଯାଏ। କିନ୍ତୁ ଏହାକୁ ଆପଣ ନିଜ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହାର ଅନେକ ଔଷଧୀୟ ଉପକାରିତା ରହିଛି।…

ଯଦି କ୍ଷୀର ପିଇବା ପସନ୍ଦ ନୁହେଁ ତେବେ ଲିଷ୍ଟରେ ଆଡ୍‌ କରନ୍ତୁ ଏହି ସବୁ ଖାଦ୍ୟ, କ୍ୟାଲସିୟମ ଅଭାବ ରହିବ ନାହିଁ

ଏମିତିରେ ତ ଶରୀରରେ କ୍ୟାଲସିୟମ ମାତ୍ରା କୌଣସି ବି ବୟସରେ କମି ଯାଇପାରେ । କିନ୍ତୁ ସାଧାରଣତଃ ମହିଳାଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ଗବେଷଣାରୁ ଜଣାଯାଇଛିକି ଦେଶର ପ୍ରାୟ ଅର୍ଦ୍ଧାଧିକ ମହିଳା କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି । ଆଉ ଏହି କାରଣରୁ ହିଁ ବୃଦ୍ଧାବସ୍ଥା…

ଖାଦ୍ୟ ଖାଇବା ପରେ ତୁରନ୍ତ ଲାଗୁଛି କି ଭୋକ? ତେବେ ତାଲିକାରେ ଆଡ୍‌ କରନ୍ତୁ ଏହିସବୁ ଖାଦ୍ୟ, ଭରି ରହିବ ପେଟ

ଅନେକ ଥର ଏମିତି ହୋଇଥାଏ ଯେ ଖାଦ୍ୟ ଖାଇବା ପରେ ମଧ୍ୟ ଆମକୁ ଆହୁରି ଅଧିକ ଭୋକ ଲାଗିନଥାଏ। ତେବେ ଏହାପଛରେ ଥିବା କାରଣ ସମ୍ପର୍କରେ ତ ଆମେ ଜାଣିପାରିନଥାଉ। କିନ୍ତୁ ଭୋକ ଲାଗିବା କାରଣରୁ ଆମେ ଖାଦ୍ୟ ଖାଇବାରେ ଟିକେ ବି ହେଳାକରିନଥାଉ। ଦିନ ସାରା ଭୋକ ରେ ରହିବା ଏହାର ଏକ କାରଣ ହୋଇପାରେ। ତେବେ…

ଶ୍ରାବଣ ମାସରେ ବ୍ରତ କରୁଥିଲେ ଖାଆନ୍ତୁ ଏହି ସୁସ୍ବାଦୁ ଖାଦ୍ୟ: ଜଲଦି ତିଆରି ହେବା ସହ ସ୍ବାସ୍ଥ୍ୟକୁ ମଧ୍ୟ ଠିକ୍ ରଖିବ

ଆରମ୍ଭ ହୋଇ ଯାଇଛି ଶ୍ରାବଣ ମାସ। ଅନେକ ଲୋକେ ଏଥି ପାଇଁ ଉପବାସ ମଧ୍ୟ କରୁଥିବେ। ଯାହାପାଇଁ ସେମାନଙ୍କୁ ଶୁଦ୍ଧ ଖାଦ୍ୟ ଖାଇବାକୁ ପଡେ। ପୁଣି କିଛି ଲୋକ ସଂପୂର୍ଣ୍ଣ ଉପବାସ କରନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ତେଣୁ ଆପଣଙ୍କୁ ବ୍ରତ କରିବା ସମୟରେ ଏପରି…

କ୍ୟାନ୍ସର ଠାରୁ ଆରମ୍ଭ କରି ଆଣ୍ଠୁ ଗଣ୍ଠି ବ୍ୟଥା ଭଳି ବଡ଼ ରୋଗ ଦୂର କରିବ ଅଦା

ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ଖାଦ୍ୟ ଖାଉଛୁ ଓ ସେହି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅନେକ ପ୍ରକାର ମସଲା ଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଏ। ତେବେ ଅଦା ମଧ୍ୟ ଆପଣ ବ୍ୟବହାର କରୁଥିବେ ନିଶ୍ଚିତ। ଆଜି ଆମେ ଆପଣଙ୍କୁ ଏହି ଅଦାର ଆଉ ଏକ ବଡ଼ ଉପକାରିତା ସଂପର୍କରେ କହିବାକୁ ଯାଉଛୁ।…

ବର୍ଷା ଦିନରେ ନିଜ ଚର୍ମ ପ୍ରତି ରୁହନ୍ତୁ ଅଧିକ ସତର୍କ, ନଚେତ୍‌ ଭୋଗିବାକୁ ପଡ଼ିବ ଆଲର୍ଜି ସମସ୍ୟା

ଚର୍ମ ହେଉଛି ମାନବ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ବଡ଼ ଅଂଶ । ଶରୀର ଭିତରକୁ ଯାହା ବି କିଛି ପ୍ରବେଶ କରେ ତାହା ଏଥିରେ ପ୍ରତିଫଳିତ ହୁଏ ଏବଂ ଆହୁରି ମଧ୍ୟ ଆମ ପରିବେଶରେ ଅତି ସୁକ୍ଷ୍ମାଦି ସୁକ୍ଷ୍ମ ଭାବେ ରହିଥିବା ଅଙ୍ଗପ୍ରତ୍ୟଙ୍ଗ ପାଇଁ ଯାହାସବୁ କ୍ଷତିକାରକ ସେସବୁରୁ ଚର୍ମ ଶରୀରକୁ…

ମଧୁମେହ ରୋଗୀ ଧ୍ୟାନ ଦିଅନ୍ତୁ, ଖାଦ୍ୟରେ ଏହିସବୁ ପରିବାକୁ ଆଡ୍‌ କରନ୍ତୁ ନାହିଁ, ଜାଣନ୍ତୁ କାରଣ

ବର୍ତ୍ତମାନ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଯାହା ତାଙ୍କ ଜୀବନ ଶୈଳୀ ପାଇଁ ହେଉଛି। ପୁଣି ମଧୁମେହ ଏବଂ ମୋଟାପଣ ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଯାହା ରୋଗୀଙ୍କ କ୍ଷେତ୍ରରେ ଅଧିକ ଗୁରୁତର ହେଉଛି। ଆଜିର ଦିନରେ ଅଧିକ ବଢ଼ିବାରେ ଲାଗିଛି ମଧୁମେହ ରୋଗୀଙ୍କ…