Browsing Tag

deepika padukone

ସମସ୍ତଙ୍କୁ ଏହି ମାମଲାରେ ପଛରେ ପକାଇଲେ ‘ଦ ରାଇଜିଂ କୁଇନ’ ଦୀପିକା, ବନିଲେ ଦେଶର ନଂ ୧ ଅଭିନେତ୍ରୀ

ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ୍ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ତାଲିକାରେ ପୁଣିଥରେ ଟପ୍ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଅଭିନେତ୍ରୀ ଦୀପିକା ବିଶ୍ବର ଲୋକପ୍ରିୟତା ଆଧାରରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି । ଏହି ସୂଚୀରେ ପୁଣିଥରେ ଟପ୍ ରେ ପହଞ୍ଚିବା କୌଣସି ଆଶ୍ଚର୍ଯ୍ୟ କଥା…

ପ୍ରେମରେ ଧୋକା ପାଇ ଡିପ୍ରେସନକୁ ଚାଲିଯାଇଥିଲେ ଦୀପିକା, ଏକ୍ସବୟଫ୍ରେଣ୍ଡକୁ ନେଇ କଲେ ଏପରି ଖୁଲାସା

ବଲିଉଡର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ଦୀପିକା ପାଦୁକୋନ। ଆଜି ଦୀପିକା ନିଜର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଦୀପୀକା। ତାଙ୍କ ଫ୍ୟାନ୍ସ ଫିଲ୍ମ ସହିତ ତାଙ୍କ ପର୍ସନାଲ ଲାଇଫ୍‌ ବିଷୟରେ ବି ଜାଣିବାକୁ ସବୁବେଳେ ଉତ୍ସୁକତାର ସହ ଚାହିଁ…

ଫିଲ୍ମ ‘ଧୁମ ୪’ରେ ଲେଡି ଖଳନାୟକ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ, ହେବେ ଷ୍ଟାଇଲିଶ ଚୋରଣି

ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ଫିଲ୍ମ 'ଧୁମ ୪'ରେ ଭିଲେନ ଚରିତ୍ରରେ ନଜର ଆସିପାରନ୍ତି। ୟଶରାଜ ଫିଲ୍ମ ବ୍ୟାନରରେ 'ଧୁମ ୪' ନିର୍ମାଣ ହେବା ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ଷ୍ଟାଇଲିଶ ଚୋରଣି ଚରିତ୍ରରେ ଆଣିବାକୁ ୟଶରାଜ ଫିଲ୍ମ…

ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ବିଟରରୁ ସବୁ ପୋଷ୍ଟ ଡିଲିଟ୍ କଲେ ଦୀପିକା, କାରଣ କ’ଣ

ନୂଆବର୍ଷରେ ସମସ୍ତ ଫ୍ଯାନ୍କୁ ଆଶ୍ଚର୍ଯ୍ଯ କରିଦେଇଛନ୍ତି ଦୀପିକା ପାଦୁକୋନ। ଦୀପିକା ସୋସିଆଲ ମିଡିଆ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ବିଟରରୁ ସବୁ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି। ଦୀପିକା ସବୁ ପୋଷ୍ଟକୁ ହଟାଇ ଦେଇଛନ୍ତି। କ’ଣ ପାଇଁ ଦୀପିକା ସମସ୍ତ ପୋଷ୍ଟ ଡିଲିଟ୍ କରିଛନ୍ତି, ତା’ ବିଷୟରେ…

ଦ୍ୱିତୀୟ ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଦୀପିକା ଓ ରଣବୀର, ସେୟାର କଲେ କପଲ ଫଟୋ

ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ବିବାହକୁ ଦୁଇ ବର୍ଷ ପୂରିଛି। ଦୀପବୀରଙ୍କ ବିବାହ ଉତ୍ସବ ଚଳିତ ଥର ଆହୁରି ଜବରଦସ୍ତ ହୋଇଛି, କାରଣ ଦୀପାବଳି ଓ ବିବାହ ବାର୍ଷିକୀ ଗୋଟିଏ ଦିନରେ ପଡ଼ୁଛି। ବିବାହ ବାର୍ଷିକୀରେ ଉଭୟେ ସୋସିଆଲ ମିଡିଆରେ କେତେକ ଫଟୋ ସେୟାର କରିଛନ୍ତି। ଫଟୋରୁ ହିଁ ସେମାନେ…

ନିଜର ଟ୍ୱିଟର ଏବଂ ଇଂଷ୍ଟା ଆକାଉଣ୍ଟର ନାଁ ବଦଳାଇଲେ ଦୀପିକା, ଜାଣନ୍ତୁ କାହିଁକି ଏବଂ କ’ଣ ରଖିଲେ ନୂଆ ନାଁ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡରେ ଡେବ୍ୟୁକୁ ନେଇ ୧୩ ବର୍ଷ ପୂରଣ କରିସାରିଛନ୍ତି। ସୂଚନା ମୁତାବକ ଗତକାଲି ଦୀପିକାଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ର ୧୩ ବର୍ଷ ପୂରଣ ହୋଇଛି | ଏନେଇ ଦୀପିକା ତାଙ୍କର ଏହି ସଫଳତାକୁ ପାଳନ କରିଛନ୍ତି। ଏଥିସହ ସେ ଇନଷ୍ଟାଗ୍ରାମ ଏବଂ…

ଏକାଠି ନଜର ଆସିବେ ଦୀପିକା, ସିର୍ଦ୍ଧାନ୍ତ ଏବଂ ଅନନ୍ୟା, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଆଗାମୀ ଫିଲ୍ମରେ ଏକାଠି ନଜର ଆସିବେ ଦୀପିକା ପାଦୁକୋନ୍, ସିର୍ଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ। ରିପୋର୍ଟ ଅନୁଯାୟୀ ଏହି ତିନି କଳାକାର ଗୋଆରୁ ସୁଟିଂ ସାରି ନିକଟରେ ମୁମ୍ବାଇ ଫେରିଛନ୍ତି। ଅନ୍ୟପଟେ ଦୀପିକା ସିର୍ଦ୍ଧାନ୍ତଙ୍କ ସହ ମୁମ୍ବାଇରେ ହେବାକୁ…

ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ପାଇଁ ଦୀପିକା ପାଦୁକୋନ୍‌ ଚାର୍ଜ କଲେ ଏତେ କୋଟି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ରେ ନଜର ଆସିବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଛନ୍ତି। ସୂଚନା ମୁତାବକ ଦୀପିକା ପାଦୁକୋନ୍‌ ‘ପଠାନ୍‌’ ଫିଲ୍ମ ପାଇଁ ୧୫ କୋଟି ଟଙ୍କା ଚାର୍ଜ…

ବଲିଉଡ୍‌ର ଏସବୁ ସେଲିବ୍ରିଟି ଏତେ ଅନ୍ଧବିଶ୍ୱାସୀ ଯାହା ଆପଣ କେବେ ଚିନ୍ତା ବି କରିନଥିବେ, କିଏ ମୁଦି ପିନ୍ଧୁଛି ତ ଆଉ…

ଯେଉଁମାନେ ଜୀବନରେ ଯାହାକୁ ଡରନ୍ତି ସେଥିରୁ ବର୍ତ୍ତିବା ପାଇଁ ଅନ୍ଧବିଶ୍ୱାସର ସାହାରା ନେଇଥାଆନ୍ତି। କାରଣ ସେମାନଙ୍କୁ ଲାଗେ ଏହା ଦ୍ୱାରା ନେଗେଟିଭ୍‌ ଏନର୍ଜି ଶେଷ ହୋଇଯିବ। ତେବେ କେବଳ ସାଧାରଣ ଲୋକ ନୁହେଁ ସେଲିବ୍ରିଟିଙ୍କ ମନରେ ମଧ୍ୟ କିଛି ନା କିଛି ଡର ରହିଛି। ଏଣୁ ଏଥିରୁ ବର୍ତ୍ତିବାକୁ…

ଏନ୍‌ସିବିର ଜେରା ପରେ ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ କରିବେ ଦୀପିକା ପାଦୁକୋନ୍‌, ଗୋଆ ଯିବାକୁ ଆରମ୍ଭ କଲେ ପ୍ରସ୍ତୁତି

ଡ୍ରଗ୍ସ କେସ୍‌ରେ ଫସିଥିବା ଦୀପିକା ପାଦୁକୋନ୍‌ ପୁଣିଥରେ ଫିଲ୍ମ ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ରିପୋର୍ଟ ମୁତାବକ ଗତ କିଛି ଦିନ ହେବ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଦୀପିକା ମୁମ୍ବାଇରେ ରହୁଥିଲେ। କିନ୍ତୁ ଏବେ ସେ ଗୋଆ ଯିବାକୁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି ଯେଉଁ ପ୍ରୋଜେକ୍ଟକୁ…

ବଲିଉଡ ଡ୍ରଗ୍ସ ମାମଲା: ଦୀପିକା, ସାରା ଏବଂ ଶ୍ରଦ୍ଧାଙ୍କୁ NCB ରୁ କ୍ଲିନଚିଟ୍‌ !

ଅଭିନେତା ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଏକ ପ୍ରକାରର କ୍ଲିନ୍ ଚିଟ୍ ଦେଇଛି ବୋଲି ଖବର ମିଳିଛି। ଶନିବାର ଦିନ ଦୀପିକା ପାଦୁକୋନ୍ ଏବଂ କରିସ୍ମା ପ୍ରକାଶ ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ, ୨୦୧୭…

ଜେରା ବେଳେ ଦୀପିକା ପାଦୁକୋନ୍‌ଙ୍କ ସାମ୍ନାରେ ହାତ ଯୋଡ଼ିଥିଲେ ଏନ୍‌ସିବି ଅଧିକାରୀ, ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାର ଯାଞ୍ଚ ଅବସରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ଅନ୍ୟପଟେ ପଚରାଉଚରା ବେଳେ ଏଭଳି ପରିସ୍ଥିତି ଉପୁଜିଲା ଯେ ଏନ୍‌ସିବି…