Browsing Tag

delhi court

ଦିଲ୍ଲୀ ନ୍ୟାୟାଳୟରେ ୯୯୦ ପଦବୀ ପାଇଁ ଭର୍ତ୍ତି, ଦରମା ୧ ଲକ୍ଷରୁ ଅଧିକ

ଦିଲ୍ଲୀ ନ୍ୟାୟାଳୟରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ୧୨ଶ କିମ୍ବା ଗ୍ରାଜୁଏସନ କରିଥିଲେ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଖାଲିପଡିଥିବା ୯୯୦ ପଦବୀ ପାଇଁ ରେଜିଷ୍ଟ୍ରେସନ ୧୮ ତାରିଖରୁ ଆରମ୍ଭ ହେଲାଣି । ଆବେଦନ କରିବାର ଶେଷ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସ୍ୱାମୀଙ୍କ ପାଇଁ ସ୍ତ୍ରୀ ବ୍ରତ ଉପବାସ କରିବାକୁ ବାଧ୍ୟ ନୁହେଁ

ବିବାହ ଏକ ପବିତ୍ର ବନ୍ଧନ । ଏହି ପବିତ୍ର ବନ୍ଧନକୁ ପାଳନ କରିବାକୁ ଯାଇ ସାରା ଜୀବନ ମଣିଷ କର୍ତ୍ତବ୍ୟରେ ନିଜକୁ ବ୍ୟସ୍ତ ରଖିଥାଏ । ଭାରତ ଏକ ଧାର୍ମିକ ଦେଶ ଏଠାରେ ଅନେକ ନିୟମ ରହିଛି ସେହି ନିୟମକୁ ଆମ ରୀତି ନୀତି ଅନୁଯାୟୀ ପାଳନ କରାଯାଇଥାଏ । ଏଥିସହ ଆମ ପୂର୍ବାଲୋକଙ୍କ ସମୟରୁ ଅନେକ…

ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ୍‌ ଭୂଷଣଙ୍କୁ ଆଶ୍ୱସ୍ତି, ନିୟମିତ ଜାମିନ୍‌ ପ୍ରଦାନ କଲେ ଦିଲ୍ଲୀ କୋର୍ଟ

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗୁରୁବାର ବ୍ରିଜ ଭୂଷଣଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଏଥି ପୂର୍ବରୁ କୋର୍ଟ ତାଙ୍କ ନିୟମିତ…

ଜୁନ ୨ ପର୍ଯ୍ୟନ୍ତ ଜେଲରେ ରହିବେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ, ମାର୍ଚ୍ଚ ୩୧ରେ ଜାମିନ ଆବେଦନକୁ ଖାରଜ…

କେନ୍ୟୁଜ୍‌(ବ୍ୟୁରୋ): ଜୁନ ୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ଆଜି ଦିଲ୍ଲୀ ରୋଉଜ ଏଭେନ୍ୟୁ କୋର୍ଟ ଏହି ରାୟ ଶୁଣାଇଛନ୍ତି । ସ୍ୱତନ୍ତ୍ର ବିଚାରପତି ଏମ.କେ.ନାଗପାଲ ଏହି ରାୟ ଶୁଣାଇଛନ୍ତି । ଆଜି ତାଙ୍କର ବିଚାର ବିଭାଗୀୟ ହେପାଜତ…

ସ୍ମୃତି ଇରାନୀଙ୍କ ଝିଅ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା କଂଗ୍ରେସ ନେତାଙ୍କୁ ପଡିଲା ମହଙ୍ଗା, ସମନ ଜାରି କଲେ କୋର୍ଟ

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା କଂଗ୍ରେସ ନେତାଙ୍କୁ ମହଙ୍ଗା ପଡିଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଏବଂ ନେଟ୍ଟା ଡିସୁଜାଙ୍କୁ ସ୍ମୃତି ଇରାନୀଙ୍କ ଦ୍ଵାରା ଦାଖଲ ଏକ ଦେଓ୍ଵାନୀ ମାନହାନୀ ମକଦ୍ଦମାରେ ସମନ…

ଚିଦାମ୍ବରମଙ୍କୁ ଆଗୁଆ ଜାମିନ ଦେଇନଥିବା ଜଜଙ୍କୁ ମିଳିଲା ନୂଆ ପଦବୀ, ହେବ PMLA ଅଧ୍ୟକ୍ଷ

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରଙ୍କୁ ଆଗୁଆ ଜାମିନ ଦେଇନଥିବା ଦିଲ୍ଲୀ ହାଇକୋର୍ଟର ଜଜ୍‌ ଜଷ୍ଟିସ ସୁନୀଲ ଗୌରଙ୍କୁ ନୂଆ ପଦବୀ ମିଳିଛି। ପ୍ରିଭେନସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ- ପିଏମ୍‌ଏଲଏ ର ଅପିଲେଟ ଟ୍ରିବୁନାଲର ଅଧ୍ୟକ୍ଷ ଭାବେ ଜଷ୍ଟିସ ସୁନିଲ୍‌ ଗୌରଙ୍କୁ ନିଯୁକ୍ତି…