Browsing Tag

delhi election

ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଜାରି, କେଜ୍ରିୱାଲ ଓ ଆତଶୀ ପଛୁଆ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଁଇ ଭୋଟ୍ ଗଣତି ଜାରି ରହିଛି । ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ଭୋଟ୍ ଗଣତି ପ୍ରାରମ୍ଭରୁ ବିଜେପି ଆଗୁଆ ରହିଛି । ବିଜେପି ୪୨ ଏବଂ ଆପ୍ ୨୮ ଭୋଟ୍ ବ୍ୟବଧାନରେ ଲିଡ୍ କରଥିବା ବେଳେ କଂଗ୍ରେସ ଶୂନ ରହିଛି ।…

ଦିଲ୍ଲୀରେ ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ

ଦିଲ୍ଲୀରେ ସରିଲା ମତଦାନ । ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ । ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହୋଇଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ…

ଦିଲ୍ଲୀ ନିର୍ବାଚନ ପୂର୍ବରୁ AAPକୁ ବଡ଼ ଝଟକା, ଗୋଟିଏ ଦିନରେ ୭ ବିଧାୟକ ଛାଡ଼ିଲେ ପାର୍ଟି

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା । ପାର୍ଟିର ୭ ଜଣ ବିଧାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ ମହରୌଲିଆ, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବା ନଗର ବିଧାୟକ ମଦନଲାଲ, ପାଲମ୍…

ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା, ଗର୍ଭବତୀଙ୍କୁ ୨୧୦୦୦ ଟଙ୍କା…; ଦିଲ୍ଲୀରେ ବିଜେପିର ବଡ଼ ନିର୍ବାଚନୀ…

ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା । ଏଲପିଜି ସିଲିଣ୍ଡର ଉପରେ ଦିଆଯିବ ୫୦୦ ଟଙ୍କା ସବସିଡି । ଦିଲ୍ଲୀରେ ଏମିତି କିଛି ଘୋଷଣା କରିଛି ବିଜେପି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…

ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଦାଖଲ କଲେ ନାମାଙ୍କନ, ସାଥୀରେ ଥିରେ ପତ୍ନୀ ସୁନୀତା

ଆଜି ନାମାଙ୍କନ ଭରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସେ ନୂଆଦିଲ୍ଲୀ ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଥିଲେ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଅନେକ ମହିଳା ସମର୍ଥକ । ଆମ୍ ଆଦମୀ ପାର୍ଟିର ସୋସିଆଲ୍…

ଦିଲ୍ଲୀ ନିର୍ବାଚନ: ତୃତୀୟ ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ବେକାର ଶିକ୍ଷିତ ଯୁବକ, ଯୁବତୀଙ୍କୁ ମିଳିବ ୮,୫୦୦ ଟଙ୍କା

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ନିଜର ତୃତୀୟ ଗ୍ୟାରେଣ୍ଟି ଘୋଷଣା କରିଛି । କଂଗ୍ରେସ ଏହି ଗ୍ୟାରେଣ୍ଟିକୁ 'ଯୁବା ଉଡ଼ାନ୍ ଯୋଜନା' ନାମ ଦେଇଛି । ଏଥିରେ ବେକାର ଶିକ୍ଷିତ ଯୁବକ, ଯୁବତୀଙ୍କୁ ଏକ ବର୍ଷର ଆପ୍ରେଣ୍ଟିସଶିପ୍ ଅଧୀନରେ ପ୍ରତି ମାସରେ ୮,୫୦୦ ଟଙ୍କା ଦିଆଯିବ ।…

‘୧୦୦ରୁ ନେଇ ୧୦୦୦ ଟଙ୍କା ଦେଇପାରିବେ ଚାନ୍ଦା…୪୦ ଲକ୍ଷ ଦରକାର’, ନିର୍ବାଚନ ଲଢ଼ିବା ପାଇଁ ଲୋକଙ୍କୁ ନିବେଦନ କଲେ ସିଏମ୍…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ଲୋକଙ୍କୁ ସହାୟତା ଲାଗି ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମକୁ କ୍ରାଉଡ୍ ଫଣ୍ଡିଂର ଆବଶ୍ୟକତା ରହିଛି । ନିର୍ବାଚନ ଲଢ଼ିବା ପାଇଁ ମୋତେ ୪୦ ଲକ୍ଷ ଟଙ୍କା…

ଦିଲ୍ଲୀ ନିର୍ବାଚନ: କଂଗ୍ରେସ ଲଞ୍ଚ୍ କଲା ଦ୍ଵିତୀୟ ଗ୍ୟାରେଣ୍ଟି, ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରତିଶ୍ରୁତି

ଦିଲ୍ଲୀରେ ଆଗାମୀ ମାସ ଅର୍ଥାତ୍ ଫେବୃୟାରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ଭୋଟରଙ୍କୁ ଲୁଭାଇବା ପାଇଁ ନାନା ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି । ଏବେ କଂଗ୍ରେସ ଦଳ ଦିଲ୍ଲୀବାସୀଙ୍କ ପାଇଁ ‘ଜୀବନ ରକ୍ଷା ଯୋଜନା’ ଲଞ୍ଚ୍ କରିଛି ।…

ଦିଲ୍ଲୀ ନିର୍ବାଚନ ୨୦୨୫: ଏଥର ସରକାର ବାଛିବେ ୧.୫୫ କୋଟି ଭୋଟର, ଆସିଲା ଚୂଡ଼ାନ୍ତ ଭୋଟର ତାଲିକା

ଏଥର ଦିଲ୍ଲୀର ସରକାର ବାଛିବେ ୧.୫୫ କୋଟି ଭୋଟର । ନିର୍ବାଚନ ଆୟୋଗ (EC) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଆୟୋଗଙ୍କ ମୁତାବକ, ଦିଲ୍ଲୀ ନିର୍ବାଚନରେ ଏଥର ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବା ବେଳେ ମହିଳା…

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ମତଦାନ, ଇଭିଏମ୍‌ରେ ସିଲ୍‌ ହେଲା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ୟୁଜ୍(ବ୍ୟୁରୋ): ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ଇଭିଏମ୍‌ରେ ସିଲ୍‌ ହୋଇଛି ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ । ମତଦାନ ହାର ରହିଛି ୫୭ ଦଶମିକ ୦୬ ପ୍ରତିଶତ । ଆସନ୍ତା ୧୧ ତାରିଖରେ ଭୋଟ୍‌ ଗଣତି ଓ ଫଳାଫଳ ପ୍ରକାଶ ପାଇବ । କଡ଼ା ସୁରକ୍ଷା ଭିତରେ ଆଜି…

ସରିଲା ଦିଲ୍ଲୀ ବିଧାନସଭା ପାଇଁ ଚାଲିଥିବା ପ୍ରଚାର, ଆସନ୍ତାକାଲି ୭୦ଟି ଆସନ ପାଇଁ ହେବ ଭୋଟଗ୍ରହଣ

ଦିଲ୍ଲୀ: ସରିଲା ଦିଲ୍ଲୀ ବିଧାନସଭା ପାଇଁ ଚାଲିଥିବା ପ୍ରଚାର। ଆସନ୍ତାକାଲି ହେବ ଭୋଟଗ୍ରହଣ। ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ୧କୋଟି ୪୭ଲକ୍ଷ ଭୋଟର ନିଷ୍ପତ୍ତି ନେବେ କିଏ ହେବେ ମୁଖ୍ୟମନ୍ତ୍ରୀ। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ୨ହଜାର ୬୮୮ଭୋଟଗ୍ରହଣ…

ଜମୁଛି ଦିଲ୍ଲୀ ନିର୍ବାଚନୀ ପ୍ରଚାର, ଆଉ ମଝିରେ ୨ ଦିନ

କେନ୍ଯୁଜ୍: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମଝିରେ ୨ ଦିନ ବାକି । ସରଗରମ ହୋଇଛି ପ୍ରଚାର । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ପକ୍ଷର ବରିଷ୍ଠ ନେତା ମାନେ ମାରାଥନ ପ୍ରଚାର କରୁଛନ୍ତି । ଦେଶର ବୀର ଯବାନଙ୍କୁ ଅପମାନ କରିଥିବା ନେତାଙ୍କୁ ପାନେ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…