Below header
Browsing Tag

delhi lockdown

ରାଜଧାନୀରେ ପୁଣି ସପ୍ତାହେ ବଢିଲା ଲକଡାଉନ, କରୋନା ସଂକ୍ରମଣ ବୃଦ୍ଧି ନେଇ ସରକାର ନେଲେ ଏଭଳି ନିଷ୍ପତ୍ତି

ରାଜଧାନୀ ଦିଲ୍ଲୀରେ ଲକଡାଉନ ଅବଧି ଆଉ ସପ୍ତାହେ ବଢ଼ିଲା। ମହାମାରୀ କରୋନାର ପ୍ରକୋପକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛିା କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି ।…

ଆଜିଠୁ ୬ ଦିନ ପର୍ଯ୍ଯନ୍ତ ଦିଲ୍ଲୀରେ ଲକ୍‌ଡାଉନ୍, କେହି ଘରୁ ନବାହାରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ନୂଆଦିଲ୍ଲୀ: ଦିଲ୍ଲୀକୁ ଫେରିଲା ଲକ୍‌ଡାଉନ । ୬ ଦିନ ଲକ୍‌ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ରାଜଧାନୀରେ ଲକ୍‌ଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢିବାରୁ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ସମୟ …