Below header
Browsing Tag

demolish

ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କ ଦିଲ୍ଲୀ ସ୍ଥିତ ଘରକୁ ଉଚ୍ଛେଦ, ବିନା ନୋଟିସ୍‌ରେ ଇଷ୍ଟେଟ୍‌ ବିଭାଗ…

କେନ୍ୟୁଜ୍(ବ୍ୟୁରୋ): ୯୨ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଦିଲ୍ଲୀ ଓସିଆଡ୍‌ ଭିଲେଜ୍‌ ସ୍ଥିତ ସରକାରୀ ଘରୁ ଉଚ୍ଛେଦ । ଗତକାଲି ତାଙ୍କୁ ବିନା ନୋଟିସ୍‌ରେ ଇଷ୍ଟେଟ୍‌ ବିଭାଗ କର୍ମଚାରୀ ଘରୁ ବାହାର କରିଥିଲେ । ଏନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ମଧୁମିତା ରାଉତ।…

ଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ଦ୍ଦେଶର ୨ ଘଣ୍ଟା ପରେ ଜାହାଙ୍ଗିରପୁରୀ ଅଟକିଲା ବୁଲଡୋଜର

କେନ୍ୟୁଜ୍(ବ୍ୟୁରୋ):  ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଅଟକିଲା ବୁଲଡୋଜର । ଦିଲ୍ଲୀ ଜାହାଙ୍ଗିରପୁରୀ ମସଜିଦ୍‌ ନିକଟରେ ଥିବା ଦୋକାନ ଓ ଅନ୍ୟ ବେଆଇନ୍‌ ନିର୍ମାଣ ଭାଙ୍ଗିବା ଆରମ୍ଭ କରିଥିଲା ବୁଲଡୋଜର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚିବା ପରେ ଅଟକିଲା ଉଛେଦ। ଉଛେଦ ଉପରେ ରୋକ ଲଗାଇବାକୁ…

ଯାଜପୁର: ବୁଲିଲା ବୁଲଡୋଜର, ମାଟିରେ ମିଶିଲା ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ

ଯାଜପୁର(କେନ୍ୟୁଜ୍):  ବୁଲିଲା ବୁଲଡୋଜର । ମାଟିରେ ମିଶିଲା ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ । ଆଜି କଡ଼ା ସୁରକ୍ଷା ମଧ୍ୟରେ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି । ଯାଜପୁର ପୋଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗେଷ୍ଟ ହାଉସକୁ ଭଙ୍ଗା ଯାଇଥିଲା । ସରକାରୀ ଜମିରେ…

୧୧ ବିଧାୟକଙ୍କ ଇସ୍ତଫା ପରେ ସଂକଟରେ କର୍ଣ୍ଣାଟକ ସରକାର, ଖୁବ ଜଲଦି ଭାଙ୍ଗିଯିବା ନେଇ ସମ୍ଭାବନା

କର୍ଣ୍ଣାଟକରେ ୧୩ ମାସ ପୂର୍ବେ କ୍ଷମତାକୁ ଆସିଥିବା କଂଗ୍ରେସ ଓ ଜେଡିଏସର ମେଣ୍ଟ ସରକାର ଉପରେ ଏବେ ବିପଦ ପଡିଛି। କାରଣ କଂଗ୍ରେସର ୮ ଓ ଜେଡିଏସର ୩ ବିଧାୟକ ଏବେ ଇସ୍ତଫା ଦେଇଛନ୍ତି। ଏହି ବିଧାୟକ ମାନେ ବାଚସ୍ପତି ରକେଶ କୁମାରଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ହେଲେ କୌଣସି କାରଣରୁ…

ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଭାଙ୍ଗିବାକୁ ଜଗନ ମୋହନଙ୍କ ନିର୍ଦ୍ଦେଶ, ବିରୋଧୀ କଲେ ନିନ୍ଦା

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡଙ୍କ ପାଇଁ ଏବେ ଆନ୍ଧ୍ର ରାଜନୀତି ବେଶ୍ ସରଗରମ ହୋଇଛି। କାରଣ ପୁର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ବାସ ଗ୍‌ହ  ‘ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ଜଗନ ମୋହନ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଠାରୁ ଏହି…