ଦିନରେ ଥରେ ଖାଇବା ଏକ ଭଲ ଅଭ୍ୟାସ କି? ଜାଣନ୍ତୁ ଶରୀର ଉପରେ କ’ଣ ପ୍ରଭାବ ପଡିଥାଏ
ଓଜନ ହ୍ରାସ କରିବାକୁ, ଆଜିକାଲି ପ୍ରାୟତଃ ଲୋକମାନେ ଡାଏଟିଂ କରୁଛନ୍ତି । କେହି କେହି ରୁଟି ଖାଇବା ବନ୍ଦ କରିଦିଅନ୍ତି ଏବଂ କେହି କେହି ଭାତ ଠାରୁ ଦୂରେଇ ରୁହନ୍ତି । କିଛି ଲୋକ ଡାଏଟିଂ ନାମରେ ଅନେକ ରୋଗର ଶିକାର ମଧ୍ୟ ହୁଅନ୍ତି । ପତଳା ହେବା ପାଇଁ ଲୋକମାନେ ଦିନକୁ ଥରେ କେବଳ ସଂପୂର୍ଣ୍ଣ…