Browsing Tag

digital rupee

ୟୁପିଆଇ ପେମେଣ୍ଟ ଠାରୁ ଡିଜିଟାଲ ରୁପି କେତେ ଭିନ୍ନ, ଜାଣନ୍ତୁ ଏହାକୁ ଲଞ୍ଚ୍‌ କରିବାର କାରଣ ଏବଂ ଫାଇଦା

ଡିସେମ୍ବର ପହିଲାରୁ ଭାରତର ପ୍ରଥମ ରିଟେଲ ଡିଜିଟାଲ ରୁପି ଲଞ୍ଚ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି ଯେ ବର୍ତ୍ତମାନ ତ ଦେଶରେ ବିଭିନ୍ନ ପ୍ରକାରର ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା ରହିଛି ତ ପୁଣି ଡିଜିଟାଲ ରୁପି ଲଞ୍ଚ କରିବାର ତାତ୍ପର୍ଯ୍ୟ କ’ଣ? ଏହା…

ଆଜିଠୁ ଦେଶରେ ରିଟଲ ସ୍ତରରେ ଆରମ୍ଭ ହେଉଛି ଡିଜିଟାଲ ରୁପି, QR କୋଡ୍‌ ବ୍ୟବହାର କରି ବ୍ୟବସାୟୀଙ୍କୁ ଦେୟ ଦେଇ ହେବ

କେନ୍ୟୁଜ୍: ଆଜିଠୁ ଦେଶରେ ରିଟଲ ସ୍ତରରେ ଆରମ୍ଭ ହେଉଛି ଡିଜିଟାଲ ରୁପି । ପାଇଲଟ ପ୍ରୋଜେକ୍ଟ ଭାବେ ଶୁଭାରମ୍ଭ କରୁଛି ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ସମେତ ଦେଶର କିଛି ସହରରେ ପରୀକ୍ଷାମୂଳକ ଭାବେ ସୁବିଧା ମିଳିବ । ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ପ୍ରଚଳିତ…

ଆସିଲା ବଡ ଖବର, ପଇକାରୀ ପରେ ଏବେ ଖୁଚୁରା ମାର୍କେଟ୍‌କୁ ଆସିବ ଇ-ରୁପି

ଭୁବନେଶ୍ୱର (କେନ୍ୟୁଜ) : ଡିସେମ୍ବର ୧ରୁ ଡିଜିଟାଲ୍ ରୁପି । ପଇକାରୀ ପରେ ଏବେ ଖୁଚୁରା ମାର୍କେଟ୍‌କୁ ଆସିବ ଇ-ରୁପି । ଡିସେମ୍ବର ୧ ତାରିଖରୁ ପାଇଲଟ୍ ପ୍ରକଳ୍ପ ଭାବେ ଖୁଚୁରା ମାର୍କେଟ୍‌ରେ ଲଞ୍ଚ କରିବ । ନିର୍ଦ୍ଦିଷ୍ଟ ସ୍ଥାନରେ କ୍ଲୋଜ୍ ୟୁଜର ଗ୍ରୁପ୍‌ରେ ବ୍ୟବହାର ହେବ । ଇ-ରୁପି ଡିଜିଟାଲ…

ସାଧାରଣ ଲୋକଙ୍କ ପାଇଁ ୧ ଡିସେମ୍ବରରୁ ଲଞ୍ଚ୍‌ ହେବ ଡିଜିଟାଲ ଟଙ୍କା; ଆର୍‌ବିଆଇ କଲା ବଡ଼ ଘୋଷଣା

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡିଜିଟାଲ୍ ମୁଦ୍ରା (ଡିଜିଟାଲ୍ ଟଙ୍କା)କୁ ନେଇ ଏକ ବଡ଼ ଘୋଷଣା କରିଛି। ଆର୍‌ବିଆଇ କହିଛି କି, ୧ ଡିସେମ୍ବରରେ ଖୁଚୁରା ଡିଜିଟାଲ ଟଙ୍କା (e ₹ -R) ପାଇଁ ଏହା ପ୍ରଥମ ଭାଗ ଲଞ୍ଚ କରିବ। E ₹ -R ଏକ ଡିଜିଟାଲ୍ ଟୋକନ୍ ଆକାରରେ ରହିବ, ଯାହା ଲିଗାଲ…

ଆରବିଆଇ ଲଞ୍ଚ କରୁଛି ଡିଜିଟାଲ ରୁପି, ପାଇଲଟ ପରୀକ୍ଷଣ ଆଜିଠାରୁ ଆରମ୍ଭ

ଆଜିଠୁ ଡିଜିଟାଲ ରୁପିର ଆରମ୍ଭ କରୁଛି ଆରବିଆଇ । କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି(CBDC)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ପକ୍ଷରୁ ତତ୍ପରତା ପ୍ରକାଶ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ହୋଲ୍ସେଲ ସେଗମେଣ୍ଟରେ ଡିଜିଟାଲ ମୁଦ୍ରା ବା ଇ-ରୁପିର ପ୍ରଥମ ପାଇଲଟ୍ ପରୀକ୍ଷଣ…