Below header
Browsing Tag

dola melana

୧୪୮ ବର୍ଷରେ ଧର୍ମଶାଳାର ଐ୍ୟତିହାସିକ ମୁନସୀ ମେଳଣ, ପୋଲିସ ଓ ଜନତା ପାଳିଥାନ୍ତି ଏହି ପର୍ବ

ଯାଜପୁର : ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ। ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଥିଲା ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର…

ପାଟପୁରର ଦୋଳମେଳଣ ସବୁଠୁ ନିଆରା, ଏକ କିଲୋମିଟର ରାସ୍ତା ଯାଏ ଝୋଟି ପକାଇଥାନ୍ତି ଗାଁର ଝିଅ ବୋହୂ

କାକଟପୁର(କେନ୍ୟୁଜ): ଓଡିଆ ପରମ୍ପରାରେ ଅନେକ ପର୍ବପର୍ବାଣି ରହିଛି । ଏହି ପରମ୍ପରା ଗୁଡିକ ଅନେକାଂଶରେ ମଠ, ମନ୍ଦିର ପରମ୍ପରାରୁ ଆସିଥିବା ବେଳେ ପର୍ବପର୍ବାଣି ଗୁଡିକ ଆଧ୍ୟାତ୍ମିକ ଚେତନାକୁ ନେଇ ଗଢିଉଠିଥାଏ । ସେଥିମଧ୍ୟରୁ ଦୋଳ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଫଗୁଣ ମାସରେ ପାଳନ…

ନିଆରା ପରମ୍ପରା ହେଉଛି ହରିହର ଭେଟ, ଦୋଳ ଯାତକୁ ଉପଭୋଗ କଲେ ହଜାର ହଜାର ଭକ୍ତ

ପୁରୀ (କେନ୍ୟୁଜ୍‌) : ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳି ପଞ୍ଚାୟତ ପିଣ୍ଡଳ ଗାଁର ମା ବାଗେଶ୍ୱରୀଙ୍କ ପୀଠରେ ପାଳିତ ହୋଇଛି ଦୋଳ ଯାତ୍ରା । ଏନେଇ ରବିବାର ସନ୍ଧ୍ୟାରେ ଆଖପାଖ ୯ଟି ଗାଁର ଦୋଳ ମଧ୍ୟରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମେଳଣକୁ ନିକଟସ୍ଥ ଗାଁର ରାଧା କୃଷ୍ଣ ଯୁଗଳ ମୂର୍ତ୍ତି…

ପୀରବାବାଙ୍କ ପୀଠରେ ଦୋଳ ପର୍ବ: ହିନ୍ଦୁ ଓ ମୁସଲମାନ ମିଶି ପାଳନ କରନ୍ତି ଏହି ନିଆରା ପରମ୍ପରା

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ପର୍ବ ଧୁମଧାମର ସହିତ ପାଳନ କରାଉଥିବାବେଳେ ସଦର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଂଚାୟତର ବିରବର ପାଟଣାଠାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ଏଠାରେ ଦିନ୍ଦୁ ଓ ମୁସଲମାନ ଭାଇଚାରାର ସହିତ ପାଳନ କରିଥାନ୍ତି ଏହି…

ବୟାଙ୍ଗଡିହରେ ଅନୁଷ୍ଠିତ ହୋଇଛି ୨୫୦ବର୍ଷର ପୁରୁଣା “ଦେଶ ଦୋଳ ମେଳଣ ପର୍ବ”

ଭଦ୍ରକ (କେ ନ୍ୟୁଜ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ବୟାଙ୍ଗଡିହ ମେଳନ ପଡ଼ିଆରେ ଅନୁଷ୍ଠିତ ହୋଇଛି ୩ ଦିନିଆ ଦେଶ ଦୋଳ ମେଳଣ ଉତ୍ସବ।ଏହି ପ୍ରସିଦ୍ଧ ମେଳଣ ଶହ ଶହ ବର୍ଷ ହେବ ଏହି ଅଞ୍ଚଳ ରେ ଏକ ଗଣ ପର୍ବ ଭାବେ ପାଳନ ହେବା ସହିତ ଭାଇ ଚାରା ରକ୍ଷା ଦିଗରେ ଏକ ପ୍ରମୁଖ ଭୂମିକା ନିଭାଉଛି ।…