କରୋନାକୁ ନେଇ କୋକୁଆ ଭୟ: ହ୍ଵାଇଟ୍ ହାଉସ୍ରେ ଡୋନାଲ୍ଡ ଟ୍ରମ୍ପ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କରି…
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ନେଇ କୋକୁଆ ଭୟ ଲାଗି ରହିଥିବା ବେଳେ ଏବେ ସମସ୍ତେ ଭାରତୀୟ ପରମ୍ପରାକୁ ଆପଣେଇଛନ୍ତି । ହାତ ମିଳାଇବା ବଦଳରେ ନମସ୍କାର କରୁଛି ସାରା ବିଶ୍ୱ । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟ୍ ହାଉସ୍ରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର…