Browsing Tag

donkey

ଅଜବ ଘଟଣା ! କାଠ ଚୋରି ଅଭିଯୋଗରେ କୋର୍ଟରେ ହାଜର ହେଲେ ୫ ଗଧ

କୋର୍ଟ କଚେରୀରେ ଲୋକ ମାନଙ୍କର ବିଭିନ୍ନ ସମସ୍ୟାରେ ସମାଧାନ ହୋଇଥାଏ । ଏହା ତ ଆପଣ ନିଶ୍ଚୟ ଜାଣିଥିବେ କିନ୍ତୁ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏମିତି ଏକ ଅଜବ ଘଟଣା ଘଟିଛି। ଯାହା ଆପଣଙ୍କ କାନ ଉଠିବା ଦିନରୁ ଶୁଣି ନ ଥିବେ । ପାକିସ୍ତାନରେ କାଠ ଚୋରି ମାମଲାରେ ୫ଟି ଗଧକୁ କୋର୍ଟରେ ହାଜର…

ଅଜବ ପରମ୍ପରା : ଏହି ଗାଁରେ ହୋଲି ଦିନ ରଙ୍ଗ ଖେଳି ଗଧରେ ବୁଲନ୍ତି ଜ୍ୱାଇଁ

ରଙ୍ଗର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ। ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ। ହସ ଦୁଃଖ ଭରା ଜୀବନର…

ଅଜବ ରୀତିନୀତି; ଏଠାରେ ଯୁବକ ମାନେ ଗଧ ସହିତ ରଖନ୍ତି ସମ୍ପର୍କ, କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

ଦୁନିଆରେ ଏପରି ଅନେକ ଅଜବ ରୀତିନୀତି ଅଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ରୀତିନୀତିକୁ ନେଇ କେହି ବିଶ୍ବସା କରୁନଥିଲେ ବି ଏଠାକାର ଲୋକମାନେ ଏହାକୁ ପରମ୍ପରା ଭାବରେ ଆପଣେଇ ନିଅନ୍ତି । ଅଜବ ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ଗଧମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାର…

ଗଧଙ୍କ ଉପରେ ସଙ୍କଟ: ଯୌନ ଶକ୍ତି ବଢ଼ାଇବା ପାଇଁ ମାଂସ ଖାଉଛନ୍ତି ଲୋକେ, କମି କମି ଯାଉଛି ସଂଖ୍ୟା

ଭାରତରେ ଗଧକୁ ବିଲୁପ୍ତମୁଖୀ ପ୍ରାଣୀ ତାଲିକାରେ ରଖାଯାଇଛି। ଯଦି ବହୁତ ଜଲ୍‌ଦି ଏମାନଙ୍କ ସଂଖ୍ୟା ବୃଦ୍ଧି ନ ଘଟେ, ତା’ହେଲେ କିଛି ରାଜ୍ୟରେ ଏହି ପ୍ରାଣୀ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇ ପାରନ୍ତି। ତେବେ ଗଧଙ୍କ ସଂଖ୍ୟା ହ୍ରାସ ପାଇବାର ଏକ ପ୍ରମୁଖ କାରଣ ହେଉଛି, ମାଂସ ପାଇଁ ଏମାନଙ୍କୁ…

ଏଠାରେ ଗଧଙ୍କୁ ପିନ୍ଧାଯାଇଥାଏ ପାଇଜାମା, କାରଣ ଜାଣିଲେ ଆପଣ ବି ହସି ହସି ବେଦମ ହେବେ

କେବେ ଆପଣ ଶୁଣିଛନ୍ତି କି, ପଶୁମାନେ କପଡ଼ା ପିନ୍ଧିବାର? ଆଜ୍ଞା ହଁ, ଦୁନିଆରେ ଏମିତି ଏକ ଜାଗା ଅଛି, ଯେଉଁଠି ଗଧମାନେ ପାଇଜାମା ପିନ୍ଧିଥାନ୍ତି। ଫ୍ରାନ୍ସର ରେ ଦ୍ବୀପରେ ପ୍ରତ୍ୟେକ ବର୍ଷ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ। ଏହି ପର୍ଯ୍ୟଟକମାନଙ୍କ ପାଇଁ ଏଠାକାର ଗଧମାନେ ଆକର୍ଷଣର…

ପ୍ରାୟ ଏକାଭଳି ଦେଖାଯାଉଥିଲେ ମଧ୍ୟ ଏହି ଦୁଇ ପଶୁଙ୍କର ରହିଛି ଭିନ୍ନ ସ୍ୱଭାବ, ଜାଣନ୍ତୁ କ’ଣ ରହିଛି ପାର୍ଥକ୍ୟ

ଗଧ ଏବଂ ଘୋଡା ଦୁଇଟି ଜୀବ ଦେଖିବାକୁ ପ୍ରାୟ ଏକାଭଳି । କିନ୍ତୁ ଏମାନଙ୍କ ସ୍ୱଭାବରେ ଥିବା ପାର୍ଥକ୍ୟ ବିଷୟରେ ହୁଏତ ଆପଣ ଜାଣିନଥିବେ। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ଏକ ଗବେଷଣା କରିଥିଲେ। ଯେଉଁଥିରୁ ସେମାନେ ସ୍ୱଭାବରେ ପରସ୍ପର ଠାରୁ ବିପରୀତ ବୋଲି ଜାଣିବାକୁ…