Below header
Browsing Tag

double murder

ମାଲକାନଗିରି ମାଳିଗୁଡାରେ ଡବଲ ମର୍ଡର, ଗୁଣି ଗାରେଡି ସନ୍ଦେହରେ ବାପ-ପୁଅଙ୍କୁ ପିଟିପିଟି ହତ୍ୟା

ମାଲକାନଗିରି: ମାଲକାନଗିରି ମାଳିଗୁଡାରେ ଡବଲ ମର୍ଡର । ଗୁଣି ଗାରେଡି ସନ୍ଦେହରେ ବାପ-ପୁଅଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଗତକାଲି ରାତିରେ ବାପ ପୁଅ ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ନଦୀ କୂଳରେ ମୃତ ଦେହକୁ ପକାଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଦୁଇ ଜଣ…

ମୟୂରଭଞ୍ଜ: କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ ଗିରଫ

ମୟୂରଭଞ୍ଜ(କେନ୍ୟୁଜ୍):  କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଆଜି କପ୍ତିପଦା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର ଏବଂ…

ବଲାଙ୍ଗିର ଚିତ୍‌କାମାଲ ଗାଁରେ ଡବଲ ମର୍ଡର, ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ

ବଲାଙ୍ଗିର(କେନ୍ୟୁଜ୍): ଡବଲ ମର୍ଡର ଅଭିଯୋଗ । ଲରମ୍ଭା ଥାନା ଚିତ୍‌କାମାଲ ଗାଁ ନିକଟ ଜଙ୍ଗଲରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୁଣିଗାରେଡି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ରୁକ୍ମିଣୀ ବରିହା ଓ ତାଙ୍କ ସ୍ୱାମୀ ଚିନ୍ତାମଣି ବରିହା ବୋଲି…

କେନ୍ଦୁଝରରେ ଅନ୍ଧବିଶ୍ୱାସର କରୁଣ ପରିଣତି, ଗୁଣି ସନ୍ଦେହରେ ଖୁଡ଼ୀ ଓ ପୁତୁରାକୁ ପିଟିପିଟି ହତ୍ୟା

କେନ୍ଦୁଝର(କେନ୍ୟୁଜ୍): ଗୁଣି ସନ୍ଦେହରେ ଡବଲ ମର୍ଡର । ଖୁଡ଼ୀ ଓ ପୁତୁରାକୁ ପିଟିପିଟି ହତ୍ୟା। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନେକଡ଼ାପାଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁବାସ ମୁଣ୍ଡା ଓ ଚୈତନ୍ୟ ମୁଣ୍ଡା। ଗାଁର ମୁଣ୍ଡା ସାହିର ସୁବାସ ମୁଣ୍ଡା ନାମକ ଜଣେ ୭୫ ବର୍ଷ ବୟସ୍କା…

ପାରାଦୀପରେ ଡବଲ୍ ମର୍ଡର, ମୃତକଙ୍କ ପରିଚୟ ଅଜଣା

ପାରାଦ୍ୱୀପ (କେନ୍ୟୁଜ୍) : ଡ଼ବଲ ମର୍ଡ଼ର। କିନ୍ତୁ ମୃତକଙ୍କ ପରିଚୟ ଏବେବି ଅଜଣା ରହିଛି। ମିଳିଥିବା ସୂଚନା ଅନୁସାରେ ପାରାଦ୍ୱୀପ ନେହେରୁ ବଙ୍ଗଳା ବଜାର ନିକଟରେ ଗୋଟିଏ ମୃତ ଦେହ ପଡ଼ିଥିବାବେଳେ ଆଉ ଗୋଟିଏ ମୃତ ଦେହ ଅଳ୍ପ ଦୂରରେ ଥିବା ଏକ ଛୋଟ ଜଙ୍ଗଲରେ ପଡ଼ିଥିଲା। ଦୁଇଟି ଯାକ ମୃତ ଦେହ ଦେଖିଲେ…

ଦୁଇ ପତ୍ନୀଙ୍କୁ ହତ୍ୟା କରି ପୁଅ ସହ ଫେରାର୍ ବାପା

ଦୁଇ ପତ୍ନୀଙ୍କୁ ହତ୍ୟା କରି ପୁଅ ସହ ଫେରାର୍ ବାପା । ଘଟଣାଟି ଘଟିଛି ଦିଲ୍ଲୀର ସୌରଭ ବିହାରରେ । ଓଢଣୀରେ ତଣ୍ଟି ଚିପି ନିଜର ଦୁଇ ପତ୍ନୀଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଜମଶେଦ୍ ଆଲମ । ସୂଚନାଅନୁସାରେ, କିଛି ମାସ ତଳୁ ଜମଶେଦ୍ ନିଜର ୧୦ ବର୍ଷର ପୁଅ ଏବଂ ଦୁଇ ପତ୍ନୀଙ୍କ ସହ ସୌରଭ ବିହାରରେ…

ମୟୁରଭଞ୍ଜ : ଖୁଣ୍ଟାପାଳ ଗାଁରେ ଡବଲ ମର୍ଡର, ଜ୍ୱାଇଁ ମାଡରେ ସ୍ତ୍ରୀ ଓ ଶାଶୁ ମୃତ

ମୟୁରଭଞ୍ଜ(କେନ୍ୟୁଜ୍) : ଡବଲ ମର୍ଡର। ଜ୍ୱାଇଁ ମାଡରେ ସ୍ତ୍ରୀ ଓ ଶାଶୁ ମୃତ। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଘୋଡାବନ୍ଧା ଖୁଣ୍ଟାପାଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଘରୋଇ କଳିକୁ ନେଇ ଦୁଇ ଦୁଇଟି ଜୀବନ ନେଇଛି ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ। କୁରାଢୀରେ ହାଣି ବୀଭତ୍ସ ହତ୍ୟା…

ଭଦ୍ରକରେ ଡବଲ୍ ମର୍ଡର : ଦମ୍ପତ୍ତି ମୃତ, ଝିଅ ଗୁରୁତର

ଭଦ୍ରକ (କେନ୍ଯୁଜ୍) : ଚାନ୍ଦବାଲି ମତୋ ମାଳବାଡ଼ ଗାଁରେ ଡବଲ୍ ମର୍ଡର । ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ଦମ୍ପତ୍ତି ପ୍ରାଣ ହରାଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ସରସ୍ୱତୀ…