Browsing Tag

dream

ସ୍ୱପ୍ନରେ ମା’କୁ ଦେଖିଲେ ହୋଇଯାଆନ୍ତୁ ଖୁସି, ଆପଣଙ୍କୁ ମିଳୁଛି ଏହି ସଙ୍କେତ

ରାତିରେ ଶୋଇବା ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ କିଛି ନା କିଛି କଥା ଚାଲୁଥାଏ। କିଏ ପରିବାରର ସମସ୍ୟା ବିଷୟରେ ଭାବୁଥାଏ ତ କିଏ ପିଲାଙ୍କ ବିଷୟରେ। ସ୍ବପ୍ନ ଦେଖିବାକୁ କାହାକୁ ବା ପସନ୍ଦ ନ ଲାଗେ। ଫରକ ଏତିକି ଯେ କିଏ ଆଖି ବନ୍ଦ କରି ସ୍ବପ୍ନ ଦେଖିଥାଏ ତ କିଏ ଖୋଲା ଆଖିରେ ସ୍ବପ୍ନ ଦେଖିଥାଏ।…

ସ୍ୱପ୍ନ ଶାସ୍ତ୍ରରେ ଏହି ୫ଟି ସ୍ୱପ୍ନକୁ ଧନ ଆଗମନର ସଙ୍କେତ ବୋଲି କୁହାଯାଇଛି, ଆପଣ ବି ଦେଖିନାହାନ୍ତି ତ ଏଥିରୁ କିଛି!

ଆମେ ଦିନ ଭିତରେ ଯେଉଁ କଥା ଭାବିଥାଉ କିମ୍ବା କରିଥାଉ ସେସବୁ ସ୍ୱପ୍ନ ହୋଇ ପୁଣିଥରେ ରାତିରେ ଦେଖାଯାଏ। ସ୍ୱପ୍ନ ସହ ଆମ ଜୀବନର ମଧ୍ୟ ସମ୍ପର୍କ ରହିଛି। ବେଳେବେଳେ ସ୍ୱପ୍ନରେ ଭବିଷ୍ୟତରେ କ’ଣ ଘଟିବ ସେ ନେଇ ମଧ୍ୟ ଆଭାସ ମିଳେ। ଜ୍ୟୋତିର୍ବିଦ୍‌ଙ୍କ ମତରେ ସ୍ୱପ୍ନ ଆମକୁ ଭବିଷ୍ୟତରେ ମିଳିବାକୁ…

ସ୍ୱପ୍ନରେ ଭଗବାନଙ୍କ ଦେଖିଲେ ଭୁଲ୍‌ରେ ବି କରନ୍ତୁ ନାହିଁ ଏମିତି କାମ, ନଚେତ…

ରାତିରେ ଶୋଇବା ପରେ ପ୍ରାୟ ଲୋକ ଅନେକ ପ୍ରକାର ସ୍ୱପ୍ନ ଦେଖନ୍ତି। ସେଗୁଡିକ ମଧ୍ୟରୁ କିଛି ଭଲ ଥିବା ବେଳେ ଆଉ କିଛି ଖରାପ ରହିଥାଏ। ଆପଣ ଦେଖୁଥିବା ଅଧିକାଂଶ ସ୍ୱପ୍ନ ମନେ ରହିନାହିଁ। ରାତିରେ ଶୋଇଥିବା ସମୟରେ ଅନେକ ଲୋକ ଯେଉଁ ସ୍ୱପ୍ନ ଦେଖନ୍ତି, ତାହାକୁ ସକାଳୁ ଉଠିବା ପରେ କାହାକୁ ନା…

ସ୍ୱପ୍ନରେ ଯଦି କେହି ନିଜକୁ କିମ୍ବା ଆଉ କାହାକୁ ଗର୍ଭବତୀ ଥିବା ଦେଖେ ତେବେ ଏହା କି ସଂକେତ ଦିଏ, ଜାଣନ୍ତୁ

ସ୍ୱପ୍ନର ଭିନ୍ନ ଏକ ଦୁନିଆ ରହିଛି। ନିଦରେ ଥିବା ବେଳେ ବ୍ୟକ୍ତି ସବୁ ପ୍ରକାରର ସ୍ୱପ୍ନ ଦେଖେ କିନ୍ତୁ ନିଦ ଭାଙ୍ଗିବା ପରେ ୯୦ ପ୍ରତିଶତ ସ୍ୱପ୍ନ ଭୁଲିଯାଏ। ମାତ୍ର କିଛି ସ୍ୱପ୍ନ ମନେ ରହିଯାଏ, ଯାହାର ଅର୍ଥ ଖୋଜିବାକୁ ସେ ଚେଷ୍ଟା କରେ। ତେବେ ଆଜି ଆସନ୍ତୁ ଜାଣିବା ସ୍ୱପ୍ନରେ ଯଦି କେହି ନିଜକୁ…

ଶୋଇବା ସମୟରେ ଦେଖିଥିବା ସ୍ୱପ୍ନ ପୂରଣ ହେଉ ଚାହୁଁଛନ୍ତି କି, ତାହେଲେ ଉଠିବା ମାତ୍ରକେ ହିଁ କରନ୍ତୁ ଏହି କାମ

ସ୍ୱପ୍ନର ଦୁନିଆ ବହୁତ ଅଜବ ହୋଇଥାଏ ଯାହା ଉପରେ ଆମେ ଅଧିକାର ସାବ୍ୟସ୍ତ କରିପାରନ୍ତିନାହିଁ। ଆମେ ଶୋଇଥିଲାବେଳେ କେଉଁ ସମୟରେ ସ୍ୱପ୍ନ ଦେଖନ୍ତି ତାହା ଆମ ଅଧୀନରେ ନଥାଏ। ସ୍ୱପ୍ନ ବି ଅନେକ ପ୍ରକାରର ଥାଏ, କିଛି ଖରାପ ଆଉ କିଛି ଭଲ। ଖରାପ ସ୍ୱପ୍ନ ସମସ୍ତେ ଭୁଲିଯିବାକୁ ପସନ୍ଦ କରନ୍ତି…

ଘରକୁ ଖୁସି ଆଣିଥାଏ ଏହିସବୁ ସ୍ୱପ୍ନ, ଆପଣ ଏମିତି ଦେଖୁଛନ୍ତି କି !

କର୍ମମୟ ଜୀବନରୁ ଏବେ ପୁରା ଫୁରସତ ମିଳିଛି। ସମସ୍ତେ ପ୍ରାୟ ଅଧିକା ସମୟ ଶୋଉଛନ୍ତି। ଶୋଇଲା ବେଳେ ସ୍ୱପ୍ନ ଆସିବା ସ୍ୱାଭାବିକ । କଣ ଆପଣ ଜାଣିଛନ୍ତି ଆପଣଙ୍କ ସ୍ୱପ୍ନରୁ ଜଣା ପଡିବ ଆପଣଙ୍କ ଘରେ କେତେ ଖୁସି ଖବର ଆସିବ। ସ୍ବପ୍ନର ସମ୍ବନ୍ଧ ଆପଣଙ୍କ ମନ ସ୍ଵଭାବ ଓ ଆର୍ଥିକ ଅବସ୍ଥାକୁ ନେଇ ଆସେ।…

ଅନ୍ୟକୁ ଆଦୌ ବି କୁହନ୍ତୁ ନାହିଁ ଏହି ସବୁ ସ୍ୱପ୍ନ, ନଚେତ୍‌ ସ୍ୱପ୍ନ ହୋଇଯିବ ସତ !

ପ୍ରାୟ ସବୁ ବ୍ୟକ୍ତି ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି, ଆଉ ଏମିତି ସ୍ୱପ୍ନ ଦେଖିବା ମଧ୍ୟ ସ୍ୱାଭାବିକ କଥା। କିନ୍ତୁ ଆପଣ ଜାଣିଛନ୍ତି କି, ପ୍ରତ୍ୟେକ ସ୍ୱପ୍ନ ପଛରେ କିଛି ରହସ୍ୟ ଲୁଚି ରହିଥାଏ। କୁହାଯାଏ, ଏହି ସ୍ୱପ୍ନର ବି ବ୍ୟକ୍ତିର ଜୀବନ ସହିତ କିଛି ନା କିଛି ସମ୍ପର୍କ ରହିଥାଏ। କିଛି…

ସ୍ବପ୍ନରେ ଦେଖୁଛନ୍ତି କି ଏହିସବୁ ଜିନିଷ, ତେବେ ଖୁବଶୀଘ୍ର ହେବ ବିବାହ

ପ୍ରତ୍ଯେକ ମଣିଷ ରାତିରେ ଶୋଇବା ପରେ ସ୍ବପ୍ନ ଦେଖିଥାଏ। କିନ୍ତୁ ଅନେକ ସ୍ବପ୍ନ ଏପରି ରହିଥାଏ, ଯାହା ଆମ ମନରେ ରହିଯାଏ। ଏପରି ସବୁ ସ୍ବପ୍ନର କିଛି ସ୍ବତନ୍ତ୍ର ମହତ୍ତ୍ବ ରହିଥାଏ। ଆମେ ଦେଖୁଥିବା ସ୍ବପ୍ନର କିଛି ନା କିଛି ଅର୍ଥ ରହିଥାଏ, ଯାହା ଆମ ଜୀବନ ସହିତ ଜଡିତ। ତେବେ ବିବାହ ବୟସରେ…

ସ୍ୱପ୍ନରେ ଆସୁଛନ୍ତି କି ପୂର୍ବତନ ପ୍ରେମିକ, ଜାଣନ୍ତୁ କ’ଣ ରହିଛି କାରଣ

ଆପଣ ଯଦି କୌଣସି ଲୋକ ସହିତ ଅନେକ ଦିନ କିମ୍ବା ସମୟ ଅତିବାହିତ କରିଛନ୍ତି, ତେବେ ତାଙ୍କ ବିଷୟରେ ଭାବିବା ସ୍ୱାଭାବିକ କଥା। କିନ୍ତୁ ଯଦି ସେହି ବ୍ୟକ୍ତି ଆପଣଙ୍କ ସହିତ ନଥାନ୍ତି ଏବଂ ତାଙ୍କ କଥା ଆପଣଙ୍କର ବାରମ୍ବାର ମନେ ପଡେ। ତେବେ କ’ଣ ରହିଛି ଏହାର ଅର୍ଥ। ଯଦି ଆପଣ ଭାବୁଥାନ୍ତି ନିଜର…

ଭୁଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ ଏହି ୩ଟି ସ୍ବପ୍ନ, ନଚେତ୍ ….

ପ୍ରାୟ ସମସ୍ତ ବ୍ୟକ୍ତି ସ୍ବପ୍ନ ଦେଖିଥାନ୍ତି। ତାହା ଆସିବା ବି ସ୍ୱାଭାବିକ। କିନ୍ତୁ ଆପଣ ଜାଣିଛନ୍ତି କି, ପତ୍ୟେକ ସ୍ୱପ୍ନ ପଛରେ କିଛି ରହସ୍ୟ ଲୁଚି ରହିଥାଏ। କୁହାଯାଏ, ଏହି ସ୍ୱପ୍ନର ବି ବ୍ୟକ୍ତିର ଜୀବନ ସହିତ କିଛି ନା କିଛି ସମ୍ବନ୍ଧ ରହିଥାଏ। କିଛି ସ୍ୱପ୍ନ ଆମ ଜୀବନକୁ ଆସୁଥିବା ଖରାପ…

ଏହି ସ୍ବପ୍ନ ଦେଖୁଛନ୍ତି କି ? ତେବେ ସାବଧାନ, ହୋଇପାରେ ଆପଣଙ୍କ ସହ କିଛି ଖରାପ !

ମନୁଷ୍ୟ ଚାହୁଁ ବା ନଚାହୁଁ ଦୈନିକ ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କୁହାଯାଇଥାଏ ଆମେ ଦେଖିଥିବା ସ୍ବପ୍ନ ଆମ ଦୈନନ୍ଦିନ ଜୀବନ ସହ ଜଡ଼ିତ କିଛି ଘଟଣାକୁ ସୂଚାଇଥାଏ। ଏହା ଆମ ସହ ଘଟିଥିବା ବା ଘଟିବାକୁ ଥିବା ଘଟଣା ବିଷୟରେ ଆମକୁ ସୂଚାଇଥାଏ। ସ୍ବପ୍ନ ଜ୍ୟେତିଷ ଏବେ ବିସ୍ତାର ଭାବେ ସମସ୍ତ…

ଭବିଷ୍ଯତରେ ଧନୀ ହେବାର ସଙ୍କେତ ଦେଇଥାଏ ଏହି ୮ ସ୍ବପ୍ନ ! ଆପଣ ଦେଖୁ ନାହାଁନ୍ତି ତ ଏସବୁ ?

ଶୋଇବା ସମୟରେ ମଣିଷ ମାନେ ବିଭିନ୍ନ ପ୍ରକାର ସ୍ବପ୍ନ ଦେଖିଥାନ୍ତି । ଶାସ୍ତ୍ର ଅନୁଶାରେ କିଛି ଶୁଭ ସ୍ବପ୍ନ ଏମିତି ଅଛି ଯାହା ଦେଖିବା ପରେ ଭବିଷ୍ଯତରେ ଧନୀ ହେବାର ସୂଚନା ମିଳିଥାଏ । ଆସନ୍ତୁ ଜାଣିବା ଆଠଟି ସ୍ବପ୍ନ ଓ ଏହାର ଶୁଭ ଫଳ ବିଷୟରେ । ସେମାନେ ବହୁତ ଭାଗ୍ଯଶାଳି ହୋଇଥାନ୍ତି…