ଛିଡା ହୋଇ ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ! ଶରୀରରେ ସୃଷ୍ଟି କରେ ଅନେକ ସମସ୍ୟା
ଆମ ଶରୀରରେ ପ୍ରାୟ ୬୦ ରୁ ୭୦% ଜଳ ରହିଥାଏ, ଏଥିରୁ ଆପଣ କଳ୍ପନା କରିପାରୁଥିବେ ଯେ ଆମ ଶରୀର ପାଇଁ ଜଳ କେତେ ଗୁରୁତ୍ୱପୂର୍ଣ୍ଣ । ବଞ୍ଚିବା ପାଇଁ ଆମ ଶରୀର ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଯଦି ଶରୀରରେ ଟିକିଏ ଜଳ ଅଭାବ ହୁଏ ତେବେ ଆମ ଶରୀରକୁ ଡିହାଇଡ୍ରେସନର ସାମ୍ନା କରିବାକୁ ପଡିପାରେ ।…