Browsing Tag

Driver union strike

ଡ୍ରାଇଭର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ, କାମ କରିବ ୨୪ ଘଣ୍ଟିଆ ୩ଟି କଣ୍ଟ୍ରୋଲରୁମ୍‌

ଭୁବନେଶ୍ବର(କେନ୍ୟୁଜ୍):ଡ୍ରାଇଭର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟାସ୍କ ଫୋର୍ସ କମିଟି ଗଠନ ହୋଇଛି । ଏହି କମିଟିରେ ଅଛନ୍ତି ପୋଲିସ ଡିଜି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଯୋଗାଣ ସଚିବ ଏବଂ…

ଭୁବନେଶ୍ୱର ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ପୋଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ସ୍ଥିତି

କେନ୍ୟୁଜ୍(ବ୍ୟୁରୋ): ରାସ୍ତାରେ ଅଟକିଛି ଶହଶହ ସଂଖ୍ୟାରେ ଗାଡ଼ି । ଆଗକୁ ଗଡ଼େଇ ପାରୁନାହାନ୍ତି ଡ୍ରାଇଭର । ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍‌ । ରାଜରାସ୍ତାରେ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଲମ୍ବିଛି ଧାଡ଼ି । ଗତକାଲି ଧର୍ମଘଟ ଶାନ୍ତିପୂର୍ଣ୍ଣ ଥିବା ବେଳେ ଆଜି ଜବରଦସ୍ତ ଗାଡ଼ି…

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ: ତମାଣ୍ଡୋରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଶହ ଶହ ଡ୍ରାଇଭର

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଉଚିତ ଦରମା, ଚାକିରି ସୁରକ୍ଷା ଆଦି ୧୨ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଏକତା ମହାମଞ୍ଚ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ…

କାଲିଠୁ ଡ୍ରାଇଭର ସଂଘର ଧର୍ମଘଟ: ଘରୋଇ ବସ୍ ସ୍ୱାଭାବିକ ଭାବେ ଚାଲିବ ବୋଲି ସ୍ପଷ୍ଟ କଲା ମାଲିକ ସଂଘ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠାରୁ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏଥିସହିତ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍‌କୁ ସ୍ଥିତି ଉପରେ…