Browsing Tag

drought

ରାଜ୍ୟରେ ମରୁଡି ସ୍ଥିତି ନେଇ ସାଢେ ୧୧ଟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ମରୁଡି ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ। ସାଢେ ୧୧ଟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏସଆର୍‌ସି, ଜଳସମ୍ପଦ ବିଭାଗ ସଚିବ, ଅର୍ଥ ସଚିବ ଓ ଅଧିକାରୀ ସାମିଲ ହେବେ। ରାଜ୍ୟରେ ଏପର୍ଯ୍ୟନ୍ତ ଯେତିକି ବର୍ଷା ହେବା କଥା ତାଠାରୁ ୩୦ ପ୍ରତିଶତ…

ବର୍ଷା ଅଭାବରୁ ଗଜପତି ଜିଲ୍ଲାରେ ମରୁଡ଼ି ପରିସ୍ଥିତି

ଗଜପତି(କେନ୍ୟୁଜ୍):ବର୍ଷା ଅଭାବରୁ ଗଜପତି ଜିଲ୍ଲାରେ ମରୁଡ଼ି ପରିସ୍ଥିତି। ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ଗଜା ମରୁଡ଼ି ଦେଖାଦେଲାଣି। ତେଣୁ ଗଜପତିକୁ ତୁରନ୍ତ ମରୁଡ଼ି ଜିଲ୍ଲା ଭାବେ ଘୋଷଣା କରିବାକୁ ଜିଲ୍ଲା ବିଜେପି ଦାବି କରିଛି। ଏହାସହ ଚାଷୀଙ୍କୁ କ୍ଷତିପୂରଣ ଓ ଜିଲ୍ଲା ପାଇଁ ସ୍ୱତନ୍ତ୍ର…

କୁଆଡେ ଉଭାନ୍‌ ହୋଇଗଲା ବର୍ଷା ? ଶ୍ରାବଣ ମାସରେ ବି ଟାଣ ଖରା, ହୀରାକୁଦ ଜଳଭଣ୍ଡାରରେ ପାଣିର ଅଭାବ

ଭୁବନେଶ୍ବର : ଆଷାଢ ଯାଇ ଶ୍ରାବଣ ହେଲା। ହେଲେ ଶୁଖିଲା ପଡିଛି ଧରା। ଉଭାନ୍‌ ହୋଇଯାଇଛି ମୌସୁମୀ। ଜୁନରୁ ଏଯାଏ ରାଜ୍ୟର ୧୩ଟି ଜିଲ୍ଲାର ସ୍ୱାଭାବିକ ଠାରୁ ପ୍ରାୟ ୧୯ ପ୍ରତିଶତ କମ ବର୍ଷା ହୋଇଛି। ହେଲେ ୨୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୫ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ…

ଜୁନରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୨୯ % କମ ବର୍ଷା, ଶୀଘ୍ର ବର୍ଷା ନ ହେଲେ ପରିସ୍ଥିତି ସଂଗୀନ ହେବା ଆଶଙ୍କା

ଭୁବନେଶ୍ବର : ଜୁଲାଇ ମାସର ଦିନ ଗଡ଼ିବା ସହ ନିଅଣ୍ଟିଆ ବର୍ଷା ପରିମାଣ ବଢି ଚାଲିଛି। ଜୁନ ମାସରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୪୪୫ ମିଲିମିଟର ବର୍ଷା ହେବା କଥା। ହୋଇଛି ୩୧୬.୭ ମିଲିମିଟର ବର୍ଷା । ଅର୍ଥାତ ରାଜ୍ୟରେ ୨୯ ପ୍ରତିଶତ କମ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ଗଜପତି…

ରାଜ୍ୟରେ ଆସନ୍ନ ମରୁଡି ଆଶଙ୍କା, ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ଯୋଗୁ ଚାଷ କାମ ବାଧାପ୍ରାପ୍ତ

ଝାରସୁଗୁଡ଼ା/ଫୁଲବାଣୀ(କେନ୍ୟୁଜ୍): ଆଷାଢ ଯାଇ ଶ୍ରାବଣ ଆରମ୍ଭ ହେଲାଣି । ହେଲେ ବର୍ଷାର ଦେଖା ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏମିତିକି ମରୁଡି ଭଳି ପରିସ୍ଥିତି ଉପୁଜିଲାଣି । ବର୍ଷା ଅଭାବରୁ କନ୍ଧମାଳ ଓ…

ଏବର୍ଷ ଦେଶରେ ହେବ ସ୍ୱାଭାବିକଠାରୁ କମ୍‌ ମୌସୁମୀ ବର୍ଷା

ମୌସୁମୀ ଋତୁରେ ଏବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ। ଏଲନିନୋ ପ୍ରଭାବରେ କମିବ ବର୍ଷା। ଏଭଳି ଆକଳନ କରିଛି ଘରୋଇ ପାଣିପାଗ ବିଭାଗ ସ୍କାଏମେଟ୍‌। ସ୍ୱାଭାବିକଠାରୁ କମ୍‌ ବର୍ଷା ହେବା ନେଇ ୫୫ ପ୍ରତିଶତ ଆଶଙ୍କା ରହିଛି। ଅର୍ଥାତ୍‌ ଦେଶରେ ଏବର୍ଷ ୯୦ରୁ ୯୫ ପ୍ରତିଶତ ବୃଷ୍ଟିପାତ ହୋଇପାରେ।…

ନିର୍ବାଚନରେ ବ୍ଯସ୍ତ ରହିଛନ୍ତି ସରକାର, ଏପଟେ ୪୨ ପ୍ରତିଶତ ଭାରତରେ ପଡିଲାଣି ମରୁଡି

ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଭାରତର ଚାଷୀ ମାନଙ୍କ ପାଇଁ ଖୁବ କଷ୍ଟକର ହେବାକୁ ଯାଉଛି। ଦେଶର ୪୨ ପ୍ରତିଶତ ଅଂଶ ମରୁଡିଗ୍ରସ୍ତ ହେବ ବୋଲି ପୂର୍ବ ସୂଚନା ମିଳିଛି। ଏଥିମଧ୍ୟରେ ୬ ପ୍ରତିଶତ ଅଞ୍ଚଳ ବିଗତ ଅନେକ ସମୟ ହେଲା ମରୁଡିଗ୍ରସ୍ତ ରହିଛି। ଏହି ସମ୍ବନ୍ଧରେ ମାର୍ଚ୍ଚ ୨୬ରେ ଦ୍ବାରା ଆକଳନ…

ରାଜ୍ୟରେ ବାତ୍ୟା, ବନ୍ୟା ଓ ମରୁଡ଼ି ପରିସ୍ଥିତି , ଗ୍ରାଉଣ୍ଡ ଜିରୋରେ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ

ଭୁବନେଶ୍ବର : ରାଜ୍ୟରେ ଏକସଙ୍ଗେ ବାତ୍ୟା, ବନ୍ୟା ଓ ମରୁଡ଼ି । ଦକ୍ଷିଣ ଓଡ଼ିଶାରେ ବାତ୍ୟା ତିତଲି ପାଇଁ ଚାଷ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା ଅଭାବରୁ ଉଜୁଡ଼ି ଯାଇଛି ଚାଷ । ତିତଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ୭ ଜଣିଆ କେନ୍ଦ୍ରୀୟ ଟିମ ଓଡ଼ିଶା ଆସିଛନ୍ତି । ଆଜି ଦୁଇଟି ଦଳରେ…

୯ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର : ୯ଟି ଜିଲ୍ଲାର ୬୬ଟି ବ୍ଲକ ଓ ୧୬ଟି ପୌରାଞ୍ଚଳକୁ ମରୁଡ଼ି ଘୋଷଣା କଲେ ରାଜ୍ୟ ସରକାର । ଏହି ୯ ଜିଲ୍ଲା ହେଉଛନ୍ତି ନବରଙ୍ଗପୁର, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି । ମରୁଡ଼ି ଦ୍ୱାରା ୫ ହଜାର ୬୩୩ ଗାଁ ପ୍ରଭାବିତ ହୋଇଛି ।…