Browsing Tag

drown death

କଳାହାଣ୍ଡି କୁଟରୁଗୁଡାରେ ଅଘଟଣ: ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ

କଳାହାଣ୍ଡି(କେନ୍ଯୁଜ୍): ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ କୁଟରୁଗୁଡାରେ ଅଘଟଣ ଘଟିଛି। ମୃତ ଦୁଇ ଶିଶୁ ହେଲେ କସ୍ମିତା ମାଝୀ ଓ ସୁଶାନ୍ତ ମାଝୀ । ବାପା ମାଆ ଚାଷଜମିରେ କାମ କରୁଥିବାବେଳେ ଦୁଇ ଶିଶୁ ପୋଖରୀ ନିକଟକୁ ଚାଲିଯାଇଥିଲେ । କିଛି…

ମୋବାଇଲ ଫୋନକୁ ରକ୍ଷା କରିବା ଚକ୍କରରେ ପାଲଝାରା ଡ୍ୟାମରେ ନିଜେ ବୁଡିଗଲେ ଯୁବ ଇଞ୍ଜିନିୟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ପାଲଝାରା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ ବୁଡିଗଲେଯୁବ ଇନଂଜିନିୟର । ତାମିଲନାଡୁର ଆର ମୁକୁନ୍ଦମ ନାମକ ଯୁବକ ନିଜ ବନ୍ଧୁ ମାନଙ୍କ ସହିତ ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାମିଲନାଡୁର ଆର…

ରାଉରକେଲା ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ

ରାଉରକେଲା : ନିଜ ଆଇ ସାଙ୍ଗରେ କାଠ ପୋଲ ପାରି ହେଉଥିବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ ।ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଟିମ୍‌ଜୋର ନିକଟରେ ଘଟିଛି ଏହି ଅଘଟଣ। ବ୍ରାହ୍ମଣୀ ତରଙ୍ଗ ଥାନା ସମରଝୋଲା ଗାଁର ଜଣେ ବୃଦ୍ଧା ନିଜ ନାତି ନାତୁଣୀଙ୍କୁ ଧରି ପୋଲ ଉପର ଦେଇ…

ମୋହନା: ଅଧା ରହିଗଲା ମାଟ୍ରିକ ପରୀକ୍ଷା, ସ୍କୁଲକୁ ଯିବା ପୂର୍ବରୁ ପୋଖରୀରେ ବୁଡି ଛାତ୍ର ମୃତ

ଗଜପତି(କେନ୍ୟୁଜ୍):   ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସକାଳୁ ସକାଳୁ ଏକ ଦୁଖଃଦ ଘଟଣା ଘଟିଯାଇଛି । ଉକ୍ତ ଗ୍ରାମର ଛାତ୍ର ନାରାୟଣ ମଲ୍ଲିକ ଆଜି ମାଟ୍ରିକ ପରୀକ୍ଷା ର ଦ୍ୱିତୀୟ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେବା ପାଇଁ ଛେଳିଗଡ ହାଇସ୍କୁଲ ଯିବା ପାଇଁ ସକାଳୁ ଉଠି ଗାଁ…

ଯାଜପୁର: ସେଲ୍ଫି ହେଲା କାଳ, ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ

ଯାଜପୁର ଟାଉନ(କେନ୍ୟୁଜ୍): ସେଲ୍ଫି ହେଲା କାଳ। ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ସଦର ଥାନା ଖରଶ୍ରୋତା ନଦୀର ତନ୍ତିଘାଇ ଠାରେ । ସ୍ଥାନୀୟ ଏରବାଙ୍କ ଗ୍ରାମର 2 ସମ୍ପର୍କୀୟ ଭଉଣୀ ନିକଟସ୍ଥ…

ଯାଜପୁର: ଗାଧୋଇବାକୁ ଯାଇ ନଦୀରେ ବୁଡିଗଲା ଶିଶୁ, ଜାଲ ସାହାଯ୍ୟରେ ଉଦ୍ଧାର ହେଲା ମୃତଦେହ

ଯାଜପୁର ଟାଉନ(କେନ୍ୟୁଜ୍): ନଦିରେ ବୁଡ଼ି ନାବାଳକ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ । ମୃତକ ହେଲେ ସେହି ଗ୍ରାମର ଶରତ କୁମାର ଦାସଙ୍କ ପୁତ୍ର ପିନାକୀ ରଜଂନ ଦାସ । ପିନାକୀ ସାଙ୍କ ମାନଙ୍କ ସହିତ ଖରତ୍ସୋତା ନଦୀକୁ ଗାଧୋଇବାକୁ ଯାଇ ନଦିରେ…