ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ
ବାଲେଶ୍ଵର : ଗଣେଶ ପୂଜା ଭସାଣୀ ସମୟରେ ଘଟିଲା ଅଘଟଣ । ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କୁଳି ଗାଁ ରେ । ଏହି ଘଟଣାରେ ଦୁଇ ଭାଇ ବୁଡ଼ି ଯାଇଛନ୍ତି । ପୋଖରୀରେ ବୁଡ଼ି ଯାଇ ସାନ ଭାଇଙ୍କର ଜୀବନ ଚାଲି ଯାଇଛି । ବଡ଼ ଭାଇ ଗୁରୁତର ଅଛନ୍ତି । ପ୍ରୋସେସନ କରି ଗ୍ରାମର କିଛି…