Browsing Tag

drugs link

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌: ରକୁଲପ୍ରୀତ, ରାଣା ଡଗୁବତୀ, ରବି ତେଜାଙ୍କୁ ଇଡିର ସମନ

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌ । ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଟପ୍‌ ସାଉଥ୍‌ ସେଲିବ୍ରିଟ୍‌ଙ୍କୁ ଇଡିର ସମନ ଜାରି । ୪ ବର୍ଷ ତଳର ଏକ ଡ୍ରଗ୍ସ ମାମଲାରେ ରକୁଲ ପ୍ରୀତ୍‌, ରାଣା ଡାଗୁବତୀ, ରବି ତେଜା ଓ ପୁରୀ ଜଗନାଥଙ୍କ ସମେତ ମୋଟ ୧୨ ଜଣଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଛି ।…

ଏନ୍‌ସିବି ରାଡାରରେ A ନାମକ ସୁପରଷ୍ଟାରଙ୍କ ନାଁ ଆସିବା ପରେ ଏବେ ଚର୍ଚ୍ଚାରେ ଅକ୍ଷୟ କୁମାର, ଫ୍ୟାନ୍‌ କହୁଛନ୍ତି-ଏବେ…

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଳାସା କରୁଛନ୍ତି। ଏହି କେସ୍‌ରେ ଗୋଟେ ପଟେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁରଙ୍କୁ ଶନିବାର ଦିନ ପଚରାଉଚରା କରାଯାଇଥିବା ବେଳେ ଅନ୍ୟପଟେ ଏହି କେସ୍‌ରେ ତିନି ଜଣ…

ଏବେ ବଲିଉଡରେ ସଫା କରିବାର ସମୟ ଆସିଛି, ମୂଳରୁ ଓପାଡି ଫୋପାଡ଼ି ଦିଅ : ରବିନା ଟଣ୍ଡନ୍

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏନସିବି ଅନୁସନ୍ଧାନରେ ପ୍ରତିଦିନ ନୂଆ ଖୁଲାସା ହେଉଛି । ଡ୍ରଗ୍ସ ମାମଲାରେ ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁରଙ୍କ ପରେ ଏବେ ଦୀପିକା ପାଦୁକୋନ,…

ବଲିଉଡ ଡ୍ରଗ୍ସ କନେକ୍ସନରେ ବଡ ଖୁଲାସା, ସାରାଙ୍କଠାରୁ ଡ୍ରଗ୍ସ ନେଇ ସୁଶାନ୍ତଙ୍କ ପାଖେ ପହଞ୍ଚାଉଥିଲେ ରିୟା

ରିୟା ଚକ୍ରବର୍ତ୍ତୀ ଏବଂ ଡ୍ରଗ୍ସ ମାମଲାକୁ ନେଇ ପୁଣିଥରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ପ୍ରକାଶ ଯେ ରିୟା ଚକ୍ରବର୍ତ୍ତୀ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କଠାରୁ ଡ୍ରଗ୍ସ ନେଇଛନ୍ତି ଏବଂ ସାରା ମଧ୍ୟ ଅନେକଥର ରିୟାଙ୍କଠାରୁ ଡ୍ରଗ୍ସ ନେଇଛନ୍ତି । ସୂଚନାନୁସାରେ, ସାରା ଅଲି ଖାନ…