Browsing Tag

duplicate

ନକଲି ଘିଅ ଓ ମସଲା ପରେ ଏବେ ନକଲି ସୋୟା ବଡ଼ି ଫାକ୍ଟ୍ରୀ ସିଜ୍ ,ଏହି କମ୍ପାନୀ ବଡ଼ି ନଖାଇବାକୁ କମିଶନରେଟ ପୋଲିସର ଅପିଲ୍

କଟକ(କେନ୍ୟୁଜ୍): ଜଗତପୁର ଶିଳ୍ପାଞ୍ଚଳରେ ପୁଣି ରେଡ଼। ନକଲି ଘିଅ, ନକଲି ମସଲା ପରେ ଏବେ ନକଲି ସୋୟା ବଡ଼ି କମ୍ପାନୀକୁ  ସିଜ୍ କରିଛି  କମିଶନରେଟ ପୋଲିସ । ଅପମିଶ୍ରଣ କରୁଥିବା ଅଭିଯୋଗରେ ଏକ ସୋୟା ବଡ଼ି ଫାକ୍ଟ୍ରିରେ ରେଡ଼ କରିଛି କମିସନରେଟ ପୋଲିସ। ଆର.ଏମ ମିଲ ନାମକ ଏହି ଫାକ୍ଟ୍ରି ରୁ ବିପୁଳ…

ସ୍ମାର୍ଟସିଟିରେ ନକଲି ଆରଟିଓଙ୍କ ଫାଇନ ଅସୁଲି, ଧରାପଡି ହେଲେ ହଟହଟା

ଭୁବନେଶ୍ବର(କେନ୍ୟୁଜ୍): ନକଲି  ଆରଟିଓ କରୁଥିଲେ ଫାଇନ ଆଦାୟ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଗିରଫ କରିଛି କମିଶନରେଟ  ପୋଲିସ। ସୂଚନା ମୁତାବକ ଦୁଇ ଜଣ ଯୁବକ ନିଜକୁ ଆରଟିଓ ଦର୍ଶାଇ ନୟାପଲ୍ଲୀ ଫ୍ଲାଏ ଓଭର ଉପରେ ମାଲ ବୋଝେଇ ଟ୍ରକମାନଙ୍କଠାରୁ ଫାଇନ ଆଦାୟ କରୁଥିଲେ। ଯାହାର…

ବିପତ୍ତି ସମୟରେ ଫାଇଦା ଲୁଟିବାକୁ  ଉଦ୍ୟମ ଚଳାଇଛନ୍ତି  ନକଲି ସାନିଟାଇଜର କମ୍ପାନୀ, ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ  ସିଜ…

କେନ୍ୟୁଜ୍(ବ୍ୟୁରୋ): କରୋନା ଆତଙ୍କ ଚାଲିଥିବା ସମୟରେ ସକ୍ରୀୟ ହୋଇଯାଇଛନ୍ତି କିଛି ଅସାଧୁ ବ୍ୟବସାୟୀ। କରୋନା ଭଳି  ଏହି ଘଡିସନ୍ଧି ମୂହୁର୍ତ୍ତରେ ଲୋକଙ୍କଠାରୁ କିଭଳି ମୋଟା ଅଙ୍କର ଅର୍ଥ ଅସିପାରିବ ସେଥିପାଇଁ  ଜୋରଦାର ଉଦ୍ୟମ କରିଚାଲିଛନ୍ତି। ଯାହାର ନମୁନା ଦେଖିବାକୁ ମିଳିଛି ରାଜଧାନୀ…

ଅବିକଳ ବିଗ-ବିଙ୍କ ପରି ଦେଖାଯାନ୍ତି ଏହି ପ୍ରଫେସର, ହଠାତ ଦେଖି ଯେ କେହି ବି ଖାଇଯିବ ଧୋକା

ଅନେକ ସମୟରେ ସେଲିବ୍ରିଟି ମାନେ ନିଜ ଅନ୍ଦାଜ କାରଣରୁ ଚର୍ଚ୍ଚାର ପରିସରକୁ ଆସିଥାନ୍ତି।ନିଜ ଜୀବନଶୈଳୀ କାରଣରୁ ହେଉ ଅବା, ଲୁକ ପାଇଁ ହଉ ଅବା ଅନ୍ୟ କୌଣସି ଭିନ୍ନ ଅନ୍ଦାଜ ପାଇଁ ଏମାନେ ଯେମିତି ମିଡ଼ିଆ ଗୁଡିକରେ ନିଜ କାୟା ବିସ୍ତାର କରିଥାନ୍ତି । କିନ୍ତୁ ନିକଟରେ ନିଜ ଷ୍ଟାଇଲ ଓ ଅନ୍ଦାଜ…