Browsing Tag

egg

ସିଝା ଅଣ୍ଡା ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ, ଜାଣନ୍ତୁ ଏହାକୁ ଖାଇଲେ ଦେଖାଦିଏ କି କି ସମସ୍ୟା

ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ବୋଲି ତ ଆମେ ସମସ୍ତେ ଜାଣନ୍ତି। ଅଣ୍ଡାରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି, ଯାହା ଶରୀର ପାଇଁ ଦରକାରୀ। ଅଣ୍ଡା କେବଳ ଓଜନ ବଢ଼ାଇବା ଓ କମାଇବାରେ ସାହାଯ୍ୟ କରିନଥାଏ, ବରଂ ଏହା ଦୃଷ୍ଟି ଶକ୍ତିକୁ ମଧ୍ୟ ବୃଦ୍ଧି…

ବ୍ଲାକ୍‌ହେଡ୍‌ସ ହଟାଇବାରେ ଫଳପ୍ରଦ ହୋଇଥାଏ ମାତ୍ର ଗୋଟିଏ ଅଣ୍ଡା, ଜାଣନ୍ତୁ ବ୍ୟବହାର କରିବାର ଠିକ୍‌ ଉପାୟ

ଚେହେରାର ବଡ଼ ଲୋମଛିଦ୍ରରେ ତୈଳ, ମଇଳା ଏବଂ ଡେଡ୍‌ ସେଲ୍ସ ଜମା ହୋଇଯିବା କାରଣରୁ ବ୍ଲାକ୍‌ହେଡ୍‌ସ ସମସ୍ୟା ଦେଖା ଦେଇଥାଏ। ଏହି ବ୍ଲାକ୍‌ହେଡ୍‌ସକୁ ଯେତେ ବାହାର କରିବାକୁ ଚେଷ୍ଟା କର, ତାହା ସେତିକି ବଢ଼ି ବଢ଼ି ଯାଇଥାଏ। କିନ୍ତୁ ଏହାକୁ ଦୂର କରିବା ପାଇଁ କେବଳ ଗୋଟିଏ ହିଁ ଅଣ୍ଡା ଆପଣଙ୍କୁ…

୬ ମାସ ଯାଏଁ ଖରାପ ହେବନି ଅଣ୍ଡା, ଏହି ଉପାୟରେ ବିନା ଫ୍ରିଜ୍‌ରେ ସହଜରେ କରନ୍ତୁ ଷ୍ଟୋର

ଅଣ୍ଡାର ବ୍ୟବହାର ବିଭିନ୍ନ କାମ ପାଇଁ ହୋଇଥାଏ। କିଛି ଲୋକ ଏହାକୁ ଖାଇଥାନ୍ତି ତ ଆଉ କିଛି ମୁଣ୍ଡରେ ଓ ତ୍ୱଚାରେ ଲଗାଇଥାନ୍ତି। ଏହି କାରଣରୁ ଲୋକେ ବଜାରରୁ ଡଜନେ ଅଣ୍ଡା କିଣି ଆଣିଥାନ୍ତି। କିନ୍ତୁ ଯଦି ଅଣ୍ଡାକୁ ଠିକ୍‌ ଭାବେ ରଖାନଯାଏ ତେବେ ତାହା ନଷ୍ଟ ହେବା ଆଶଙ୍କା ରହିଛି। କିଛି ଦିନ ରହିବ…

ବିବାହ ନ କରି ମା’ ହେବାକୁ ଏଭଳି କାମ କରିଥିଲେ ୪୩ ବର୍ଷୀୟା ଅଭିନେତ୍ରୀ ତନିଶା ମୁଖାର୍ଜୀ, ଏବେ ଖୋଲିଲେ ମୁହଁ

ଅଭିନେତ୍ରୀ କାଜୋଲଙ୍କ ଭଉଣୀ ତନିଶା ମୁଖାର୍ଜୀ ଏବେ ଫିଲ୍ମ ଦୁନିଆରୁ ଦୂରରେ ଥିଲେ ବି ନିଜ ବ୍ୟକ୍ତିଗତ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। କିଛି ଦିନ ତଳେ ତନିଶାଙ୍କୁ ନେଇ ଏକ ଖବର ଖୁବ୍‌ ଚର୍ଚ୍ଚା ହେଉଥିଲା। ଶୁଣିବାକୁ ମିଳୁଥିଲା ଯେ ତନିଶା ନିଜ ଡିମ୍ବାଣୁକୁ ଫ୍ରିଜ୍‌ କରିଛନ୍ତି। କିନ୍ତୁ…

ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ, ପେଟରେ ହୋଇପାରେ ବିଷ କ୍ରିୟା

ଆମିଷ ଖାଉଥିବା ଲୋକମାନେ ଅଣ୍ଡା ଖାଇବା ପୂର୍ବରୁ କେତେକ କଥା ଜାଣି ରଖିବା ନିହାତି ଆବଶ୍ୟକ। ନଚେତ୍‌ ଶରୀର ଉପରେ ଓଲଟା ପ୍ରଭାବ ପଡ଼ିବା ଆଶଙ୍କା ରହିଛି। କାରଣ କେତେକ ଏଭଳି ଖାଦ୍ୟ ଦ୍ରବ୍ୟ ରହିଛି, ଯାହାର ସେବନ ଅଣ୍ଡା ଖାଇବା ପରେ କିମ୍ବା ପୂର୍ବରୁ କରିବା ଅନୁଚିତ। ଏହା ଦ୍ୱାରା ଆଲର୍ଜି…

ଏହି ସବୁ ଜିନିଷ ଖାଇଲେ ଶୀଘ୍ର ବଢ଼ିଥାଏ ଉଚ୍ଚତା, ପିଲାଙ୍କୁ ନିହାତି ଭାବେ ଖୁଆନ୍ତୁ ଅଣ୍ଡା

ସବୁ ମାଆ, ବାପା ନିଜ ପିଲାମାନଙ୍କର ଉଚ୍ଚତାକୁ ନେଇ ବହୁତ ଚିନ୍ତାରେ ରହିଥାଆନ୍ତି। ସେମାନେ ଚାହାନ୍ତି କି, ସେମାନଙ୍କ ପିଲାଙ୍କ ଉଚ୍ଚତା ଠିକ୍‌ଠାକ୍‌ ରହୁ। ଏକ ଭଲ ଉଚ୍ଚତା‌ ବଢ଼ିଆ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ଯଦି ଆପଣ ବି ଭାବୁଥାଆନ୍ତି କି, ହାଇଟ୍‌ କେମିତି ବଢ଼ିବ, ତା’ହେଲେ ଆଜି ଆମେ…

ଅଧିକ ଅଣ୍ଡା ଖାଇଲେ ହୋଇପାରେ ଡାଇବେଟିଜ, ପୂର୍ବରୁ ହୋଇଯାଆନ୍ତୁ ସାବଧାନ !

ଅଣ୍ଡା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ, ସେଥିପାଇଁ ଏହାକୁ ସୁପରଫୁଡ କୁହାଯାଏ। ଏହାକୁ ସିଝାଇ, ପୋଚ କରି, ଫ୍ରାଇ କିମ୍ବା ତରକାରୀ କରି ଖାଇପାରିବେ। ତା’ ଛଡା ପିଲାମାନଙ୍କର ମଧ୍ୟ ବେଶ୍ ପସନ୍ଦ ଥାଏ ଅଣ୍ଡା। ଖୁବଶୀଘ୍ର ପ୍ରସ୍ତୁତ ହୋଇଯାଉଥିବାରୁ ମହିଳାମାନେ ଏହାକୁ କରି ନିଜ ପିଲାମାନଙ୍କୁ…

ଫ୍ରିଜରେ ଅଣ୍ଡା ରଖି ଆପଣ କରୁଛନ୍ତି କି ଏହି ଭୁଲ, ତା’ହେଲେ ବେଳ ହୁଁ ହୋଇଯାଆନ୍ତୁ ସାବଧାନ

ଯଦି ଆପଣ ଅଣ୍ଡା ଖାଉଛନ୍ତି ଏବଂ ତାହାକୁ ଫ୍ରିଜରେ ରଖୁଛନ୍ତି, ତା'ହେଲେ ହୋଇଯାଆନ୍ତୁ ସାବଧାନ। କାରଣ, ଫ୍ରିଜରେ ଅଣ୍ଡା ରଖିଲେ ତା' ଖୋଳ ଉପରେ ରହିଥିବା ବ୍ୟାକ୍ଟେରିଆ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରନ୍ତି। ଫ୍ରିଜରେ ଅଣ୍ଡା ରଖିବା ପରେ ତାହାକୁ ସାମାନ୍ୟ ତାପମାତ୍ରାକୁ ଆଣିଲେ…

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଅଣ୍ଡା ଦାମ୍‌, ଜାଣନ୍ତୁ ଏବେ ବଜାରରେ କେତେ ଟଙ୍କାରେ ହେଉଛି ବିକ୍ରି

କିଛି ଦିନ ଧରି ଅଣ୍ଡାର ଦାମ୍‌ ଲଗାତାର ହ୍ରାସ ପାଇବା ପରେ ଏବେ ପୁଣି ବଢ଼ିଛି। ନବରାତ୍ର ପୂର୍ବରୁ ୧୦୦ଟି ଅଣ୍ଡା ୫୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନବରାତ୍ର ଓ ଦଶହରା ପରେ ଅଚାନକ ଅଣ୍ଡା ଦାମ୍‌ ହ୍ରାସ ପାଇଥିଲା। ଅଣ୍ଡା ୪୪୦ ଟଙ୍କାରେ ବିକ୍ରି ହେଉଥିଲା। ଖୋଲା ବଜାରରେ ୧୦୦ ଅଣ୍ଡା ୪୨୦…

ପଚା ଅଣ୍ଡା ଖାଉନାହାନ୍ତି ତ ଆପଣ? ୨ ମିନିଟ୍‌ରେ ଚେକ୍‌ କରନ୍ତୁ ଅଣ୍ଡାର କ୍ୱାଲିଟି

ଅଣ୍ଡାରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ପ୍ରୋଟିନ୍‌ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଏ। ଶୀତଦିନେ ଶରୀରକୁ ଗରମ ରଖିବାକୁ ମଧ୍ୟ ଡାକ୍ତରମାନେ ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ କେବେ ଆପଣ ଅଣ୍ଡା ଖାଇବା ପୂର୍ବରୁ ଏହାର କ୍ୱାଲିଟି ଚେକ୍‌ କରିବା କଥା ଚିନ୍ତା କରିଛନ୍ତି କି?…

ଜାଣନ୍ତୁ କଞ୍ଚା ଅଣ୍ଡାର ଚମତ୍କାରୀ ଫାଇଦା

ଅଣ୍ଡାକୁ କଞ୍ଚା ଖାଇଲେ ଏଥିରେ ଥିବା ଭିଟାମିନ୍‌, ଓମେଗା ୩, ଜିଙ୍କ୍‌, ପ୍ରୋଟିନ୍‌ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନ ଥାଏ। ଯାହାକି ଅଣ୍ଡା ସିଝାଇ ଖାଇଲେ ନଷ୍ଟ ହୋଇଯାଇଥାଏ। କିନ୍ତୁ କଞ୍ଚା ଅଣ୍ଡା ଆପଣଙ୍କୁ ସ୍ୱାଦିଷ୍ଟ ଲାଗିବ ନାହିଁ। କଞ୍ଚା ଅଣ୍ଡାରେ ଭିଟାମିନ୍‌ ଭରପୂର…

ଜାଣନ୍ତୁ ହୃଦରୋଗୀ ମାନେ ଦିନକୁ କେତୋଟି ଅଣ୍ଡା ଖାଇବା ଉଚିତ

ଆଜି ପର୍ଯ୍ୟନ୍ତ ଅଣ୍ଡା ଖାଇବା ନେଇ ଯେଉଁ ସବୁ ଗବେଷଣାମାନ ହୋଇଛି ତାହାକୁ ଦୃଷ୍ଟିରେ ରଖି  ଧରାଯାଏ କି ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ନିହାତି ଭଲ । କିନ୍ତୁ ନିକଟ ଅତୀତରେ ଅଣ୍ଡାକୁ ନେଇ ଯେତେ ସବୁ ଗବେଷଣାମାନ ହୋଇଛି ତାହାର ଏକ ରିପୋର୍ଟ ଆମେ ଆପଣଙ୍କ ନିକଟରେ ପ୍ରକାଶ କରୁଛୁ । ଚଳିତ ବର୍ଷ…