Browsing Tag

eid mubarak

ଆଜି ଇଦ୍‌-ଉଲ୍‌-ଫିତର: କୋଭିଡ କଟକଣା ପାଇଁ ବନ୍ଦ ରହିଛି ସାମୂହିକ ନମାଜ ପାଠ

ଭୁବନେଶ୍ବର: ଆଜି ଇଦ୍‌-ଉଲ୍‌-ଫିତର । ଇସଲାମ ଧର୍ମର ପବିତ୍ର ରମଜାନ ମାସ ଗତକାଲି ଶେଷ ହୋଇଛି। ଆଜି ସମଗ୍ର ଦେଶରେ ମୁସଲମାନ ଧର୍ମାବଲମ୍ବୀ ପାଳୁଛନ୍ତି ଇଦ୍‌ । କୋଭିଡ କଟକଣା ପାଇଁ ଫିକା ପଡିଛି ଇଦ୍‌। ସାମୂହିକ ନମାଜ ବନ୍ଦ ରହିଛି । ମସଜିଦ୍‌ମାନଙ୍କରେ ୫ଜଣଙ୍କୁ ନେଇ ନମାଜ ପାଠ କରିବାକୁ…

ଆସନ୍ତାକାଲି ପାଳନ ହେବ ଇଦ୍‌: କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ପାଳନ ହେବ ଇଦ୍‌ । ରାଜ୍ୟବ୍ୟାପୀ ମେ ୧୪ରେ ଇଦ୍‌ ପାଳନ କରିବାକୁ କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି। ଗତକାଲି କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇନଥିଲା। ଚାନ୍ଦ ଦେଖାନଯିବାରୁ ଆଜି ଇଦ୍‌ ପାଳନ କରାଯାଇ ନାହିଁ। ଆସନ୍ତାକାଲି ଇଦ୍‌ ପାଳନ…

ନିଆରା ଢଙ୍ଗରେ ଫ୍ୟାନ୍‌ଙ୍କୁ ଇଦ୍‌ ମୁବାରକ ଜଣାଇଲେ ସଲମାନ ଖାନ୍‌, ସେୟାର କଲେ ଫଟୋ

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ସୋସିଆଲ ମିଡିଆରେ ଫ୍ୟାନ୍‌ଙ୍କୁ ନିଜ ଅନ୍ଦାଜରେ ଇଦ୍‌ରେ ଅଭିନନ୍ଦନ ଜଣାଇଛନ୍ତି। ସଲମାନ୍‌ ଏବେ ଫାର୍ମହାଉସ୍‌ରେ ଥିବା ବେଳେ ନିଜର ଏକ ଫଟୋ ସେୟାର କରିଛନ୍ତି। ସେୟାର କରିଥିବା ଫଟୋରେ ସଲମାନ୍‌ ନିଜ ମୁହଁକୁ ଢାଙ୍କିଥିବା ଦେଖାଯାଇଛି। ଫଟୋ ସେୟାର କରି…

ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସୁଖ, ଶାନ୍ତି, ଓ ସମୃଦ୍ଧି କାମନା କରିଛନ୍ତି ।  Warm greetings to all on the auspicious occasion of #EidUlFitr. May the spirit of #Eid bring happiness,…

ଆଜି ସାରା ଦେଶରେ ପାଳନ ହେଉଛି ଇଦ୍, ପ୍ରଶାସନ ପକ୍ଷରୁ ସମସ୍ତ ମସଜିଦ ସାମ୍ନାରେ ୧୪୪ ଧାରା ଜାରି

ଭୁବନେଶ୍ବର: ସାରା ଦେଶରେ ଆଜି ପାଳନ ହେଉଛି ଇଦ୍‌ । ଚାରିଆଡେ ଉତ୍ସାହର ମାହୋଲ। ତେବେ କରୋନା କଟକଣା ଭିତରେ ଆଜି ମୁସଲମାନ ଭାଇ ଭଉଣୀମାନେ ପାଳନ କରୁଛନ୍ତି ଇଦ୍‌। ଇଦ୍‌ଗାହ ଓ ମସଜିଦରେ ସମୁହ ନମାଜ ପାଠ ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ୧୪୪ ଧାରା…

ଆସନ୍ତାକାଲି ପାଳନ ହେବ ଇଦ୍, କରୋନା ଲକ୍ ଡାଉନ୍ ପାଇଁ ଚଳିତ ବର୍ଷ ସମୂହ ନମାଜ ପାଠକୁ ମନା

ଭୁବନେଶ୍ବର: ଆସନ୍ତାକାଲି ଇଦ୍ । ଶନିବାର ଚାନ୍ଦ ଦେଖାନଯିବାରୁ ଆଜି ଇଦ୍ ପାଳନ କରାଯାଇନାହିଁ । ଫଳରେ ଆସନ୍ତାକାଲି ରାଜ୍ଯରେ ପାଳନ ହେବ ଇଦ୍ । ଏନେଇ ବିଭିନ୍ନ ମସଜିଦ୍ ପକ୍ଷରୁ ସୂଚନା ମିଳିଛି । ତେବେ ଚାରିଆଡେ କରୋନା ଲକ୍ ଡାଉନ୍ ସ୍ଥିତି ପାଇଁ ଚଳିତ ବର୍ଷ ଇଦରେ ସମୂହ ନମାଜ ପାଠ ହେବ ନାହିଁ…