Browsing Tag

electric car

ତିନୋଟି ମଡେଲରେ ବଜାରକୁ ଆସିଛି ଏମଜି Comet EV, ମେ ୨୨ରୁ ରାସ୍ତାରେ ଗଡ଼ିବ

କେନ୍ୟୁଜ୍‌(ବ୍ୟୁରୋ): ଏମଜି ମଟର ଇଣ୍ଡିଆ ପକ୍ଷରୁ ଏହାର ମାଇକ୍ରୋ ଏସୟୁଭି Comet EVକୁ ଲଞ୍ଚ କରାଯାଇଛି । ଏହା ତିନୋଟି ମଡେଲରେ ବଜାରକୁ ଆସିଛି । Pace, Play ଓ Plush । ଏହାର ତିନୋଟି ଯାକ ମଡେଲର ଦାମ କମ୍ପାନୀ ପକ୍ଷରୁ ସାମନାକୁ ଅଣାଯାଇଛି । ଏହାର ଦାମ୍‌ ୭.୯୮ ଲକ୍ଷରୁ ଆରମ୍ଭ ହୋଇ…

ପେଟ୍ରୋଲ ଗାଡ଼ି ନା ଇଲେକଟ୍ରିକ ଗାଡ଼ି, କେଉଁଟା ରହିବ ଆପଣଙ୍କ ପାଇଁ ସବୁଠୁ ବେଷ୍ଟ

ଆଜିକା ସମୟରେ ଗାଡ଼ି ଏକ ଆବଶ୍ୟକୀୟ ଯାନ ହୋଇଗଲାଣି। ସବୁ କାମ ପାଇଁ ଆମେ ଗାଡ଼ି ଉପରେ ନିର୍ଭର କରିଥାଉ। ଆଉ ନିଜ ଗାଡ଼ି ହେଲେ କାମ ଆଉ ଟିକେ ଶୀଘ୍ର ହୋଇଯାଏ। ତେଣୁ ଅନେକ ନିଜ ବଜେଟ ବାହାରକୁ ଯାଇ ମଧ୍ୟ ଗାଡ଼ି କିଣିଥାନ୍ତି। ଏବେ ତ ଇଲେକଟ୍ରିକ ଯୁଗ। ତେଣୁ ଗାଡ଼ି ବି ଇଲେକଟ୍ରିକ ବାହାରିଲାଣି। ଆଉ…

ଚାରି କୁନି ବୈଜ୍ଞାନିକଙ୍କ କମାଲ, ତିଆରି କଲେ ବଢ଼ିଆ ଟେକନିକ୍‌ର ସବୁଠୁ ଶସ୍ତା ଇଲେକଟ୍ରି କାର

ଲକ୍ଷ୍ନୌ : ବୋଧହୁଏ ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ । ଚାରି ଜଣ ନାବାଳକ ତିଆରି କରିଛନ୍ତି ଏକ ଅତ୍ୟାଧୁନିକ କାର୍‌ । ଏହି କୁନି କୁନି ବୈଜ୍ଞାନିକମାନେ ପ୍ରଦୂଷଣ ହୀନ କାର୍‌ ତିଆରି କରି ସମସ୍ତଙ୍କ ଚମକାଇ ଦେଇଛନ୍ତି । ଏମାନେ ହେଲେ ୧୧ ବର୍ଷ ବୟସ୍କ ବିରାଜ, ୯ ବର୍ଷ ବୟସର ଆର୍ଯ୍ୟବ,…

ବେଷ୍ଟ ଫିଚର୍ ସହ ଲଞ୍ଚ ହେଲା ଦୁନିଆର ପ୍ରଥମ ସୋଲାର ଇଲେକ୍ଟ୍ରିକ୍‌ କାର, ଫୁଲ୍‌ ଚାର୍ଜ ହେଲେ ଚାଲିବ ୭୦୦ କି.ମି

ନେଦରଲାଣ୍ଡର କମ୍ପାନି ଦୁନିଆର ସର୍ବପ୍ରଥମେ ସୋଲାର ଇଲେକ୍ଟ୍ରୋନିକ କାର ଲଞ୍ଚ କରିଛି। ଯାହାର ନାମ ରଖିଛି Lightyear 0 । ହୁଏତ ଏହା ଶୁଣି କୌଣସି ଗ୍ରହର ନାମ ପରି ଲାଗୁଥିବ। କିନ୍ତୁ ଏହା ହେଉଛି ଗାଡ଼ିର ନାମ। ଏହି କାର ସିଙ୍ଗଲ ଚାର୍ଜରେ ୭୦୦ କି.ମି. ଯାଇ ପାରିବ। ଗୋଟିଏ ପଟରେ…

MG ବି ଆଣିବାକୁ ଯାଉଛି ଶସ୍ତା ଇଲେକ୍ଟ୍ରିକ୍‌ କାର୍‌! ଜାଣି ରଖନ୍ତୁ କେମିତି ରହିବ ରେଞ୍ଜ୍‌ ଓ ଫିଚର୍ସ

ଜିରୋ ପ୍ରଦୂଷଣ, ସହଜ ରକ୍ଷଣାବେକ୍ଷଣା ଏବଂ କମ୍‌ ଖର୍ଚ୍ଚ କାରଣରୁ ଭାରତରେ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକର ବିକ୍ରି କ୍ରମାଗତ ଭାବରେ ବଢ଼ି ଚାଲିଛି। ଏହାକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ଯାନ ନିର୍ମାତାମାନେ ମଧ୍ୟ ନୂଆ ନୂଆ ଗାଡ଼ି ଲଞ୍ଚ୍‌ କରି ଗ୍ରାହକମାନଙ୍କୁ ଅନେକ ଅପସନ…

Sony ଆଉ Honda ମିଶି ବନାଇଲେ ନୂଆ କମ୍ପାନୀ, କରିବେ ହାଇଟେକ ଇଲେକଟ୍ରିକ୍‌ କାରର ନିର୍ମାଣ

ବହୁତ ଜଲଦି ମାର୍କେଟକୁ ଆସିବାକୁ ଯାଉଛି ସୋନି ହୋଣ୍ଡା ଇଲେକଟ୍ରିକ କାର। ହଁ ସୋନି ଗୃପ କର୍ପୋରେସନ ଏବଂ ହୋଣ୍ଡା ମୋଟର କମ୍ପାନୀର ମିଳିତ ପ୍ରୟାସରେ ଖୁବ୍‌ ଜଲଦି ମାର୍କେଟକୁ ଆସିବ ସୋନି ହୋଣ୍ଡା ଇଲେକଟ୍ରିକ କାର। ଗୁରୁବାର ଉଭୟ କମ୍ପାନୀ ସୋନି ହୋଣ୍ଡା ମୋବିଲିଟୀ ଇଙ୍କ୍‌ ନାମକ ଏକ ନୂଆ…

ନୂଆ ମଡେଲ ଓ ଲାଟେଷ୍ଟ ଫିଚରରେ ବଜାରକୁ ଏଣ୍ଟ୍ରି କରିବ Ambassador ‘Amby’, ଏହିଦିନ ହେବ ଲଞ୍ଚ

ହିନ୍ଦୁସ୍ତାନ ମୋଟର୍ସ Ambassador ୧୯୭୦ ଦଶକରେ ଭାରତୀୟ ସଡ଼କରେ ରାଜ୍‌ କରୁଥିବା କାର। ଯାହାର ଲୁକ୍‌ ସମସ୍ତଙ୍କ ମନରେ ଏବେ ପର୍ଯ୍ୟନ୍ତ ନିଜର ଛାପ ରଖିଛି। ଏବେ ତା'ର ବ୍ୟବହାର ବହୁ ମାତ୍ରାରେ କମିଯାଇଛି । ପୂର୍ବରୁ ଏହି କାରର କ୍ରେଜ ଅଧିକ ଥିଲା। ପରେ ମାରୁତି ସୁଜୁକି ଭଳି କମ୍ପାନୀର ଶସ୍ତା…

୫ ଟଙ୍କାରେ ୬୦ କିଲୋମିଟର ଯାତ୍ରା କରିବ ଏହି ଇଲେକ୍ଟ୍ରିକ୍ କାର୍; ଘରେ ବସି ତିଆରି କଲେ ୬୭ ବର୍ଷୀୟ ବୃଦ୍ଧ

କୁହାଯାଏ ଯେ ଯେଉଁଠାରେ ଇଚ୍ଛା ଶକ୍ତି ଓ ସାହସ ଅଛି, ସେଠାରେ ମଣିଷ ନିଜ ପାଇଁ ନିଜେ ରାସ୍ତା ତିଆରି କରିପାରିବ । ଏହି ପ୍ରବାଦଟି କେରଳର ଜଣେ ୬୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦ୍ୱାରା ବାସ୍ତବରେ ପରିଣତ ହୋଇଛି । ବର୍ତ୍ତମାନ ସମୟରେ ଯେଉଁଭଳି ଭାବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ…

ଇଲେକ୍ଟ୍ରିକ କାର ୧୦ମିନିଟରେ ହେବ ଚାର୍ଜିଂ ! ଆଉ ରହିବନି ସମସ୍ୟା

ଆଜିକାଲି ପେଟ୍ରୋଲ, ଡିଜେଲ ପରେ ଏବେ ଇଲେକ୍ଟ୍ରିକ ଆଡକୁ ମୁହାଁଉଛନ୍ତି ଲୋକେ । ମାନେ ଗାଡି ବିଷୟରେ ହିଁ ଆମେ କହୁଛୁ । ଏବେ ତେଲ ଦର ଏତେ ଆକାଶ ଛୁଆଁ ହେଲାଣି ଯେ ତାର ବିକଳ୍ପ ଖୋଜିଲାଣି ମଣିଷ । ତେଣୁ ଇଲେକ୍ଟ୍ରିକ କାର ଉପରେ ଏବେ ନଜର । କିନ୍ତୁ ଅନେକ ଏହାକୁ ନେଇ ଦ୍ୱନ୍ଦରେ ରହିଛନ୍ତି ।…

Fresco XL ଇଲେକଟ୍ରିକ ଗାଡ଼ିର ରହିଛି ଦମଦାର ଫିଚର୍ସ, ଥରେ ଚାର୍ଜ କଲେ ଯିବ ସିଧା ୧୦୦୦ କିଲୋମିଟର

ବଜାରକୁ ଆସୁଛି ଫ୍ରେସ୍କୋର ନୂଆ ଇଲେକଟ୍ରିକ ମଡେଲ। ଯାହାର ଡିଜାଇନ ସମସ୍ତଙ୍କୁ ଘାଇଲା କରିଛି। ଫ୍ରେସ୍କୋର ଏକ୍ସଏଲ ନାମକ ଇଲେକଟ୍ରିକ କାର ବଜାରରେ ଲଞ୍ଚ କରାଯାଇଛି। ଥରେ ଏହାର ଡିଜାଇନ ଆପଣ ବି ଦେଖନ୍ତୁ। ଆଖି ଲାଖିହୋଇ ରହିଯିବ।ଏହି ନୂଆ ଇଲେକଟ୍ରିକ କାରର ମଡେଲ ଏତେ ଜବରଦସ୍ତ ରହିଛି ଯେ…

ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଇଲେକଟ୍ରିକ ବାହନରେ ଖଞ୍ଜାଯିବ ନକଲି ସାଉଣ୍ଡ ଡିଭାଇସ୍‌: କେନ୍ଦ୍ର ସରକାର

ଭାରତରେ ଇଲେକଟ୍ରିକ ବାହନର କ୍ରେଜ ବଢ଼ିବାରେ ଲାଗିଛି। ଏଥିପାଇଁ ଏହାର ଦାମ, ଚାର୍ଜିଂ ବ୍ୟବସ୍ଥା ଏବଂ ରେଞ୍ଜ ସହ ଅନ୍ୟ ସମସ୍ତ କଥାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି। ଏହି ବାହନ ଇଲେକ୍ଟି୍ରି ଦ୍ୱାରା ଚାଲିଥାଏ। ଏଥିରେ ଇଞ୍ଜିନ ଲଗାଯାଇନଥାଏ । ତେଣୁ ଏହା ପ୍ରଦୂଷଣ କରିନଥାଏ । ତେଣୁ ଏହା…

ଇଞ୍ଜିିନିୟରିଂ ଛାତ୍ର କଲେ କମାଲ, ତିଆରି କଲେ ସବୁଠୁ ଶସ୍ତା ଇଲେକଟ୍ରିକ କାର :ମଧ୍ୟପ୍ରଦେଶ

ବର୍ତ୍ତମାନ ସମୟରେ ତେଲ ଦର ବୃଦ୍ଧିକୁ ନେଇ ଇଲେକଟ୍ରିକ କାରକୁ ଭଲ ବିକଳ୍ପ ରୂପେ ମନାଯାଉଛି। ଏବେ ଆପଣ କେଉଁଠି ନା କେଉଁଠି ଇଲେକଟ୍ରିକ ବାହନକୁ ନେଇ ପ୍ରତିଦିନ ଖବର ଶୁଣୁଥିବେ। କିନ୍ତୁ ଏ ଖବର ଟିକେ ରହିଛି ଅଲଗା। ଏହି ଖବରରେ କୌଣସି କମ୍ପାନି ନୁହେଁ ବରଂ ଜଣେ ଛାତ୍ର ନିଜ ପାଇଁ ତିଆରି…