Browsing Tag

electricity cut

ବର୍ଷା ଆରମ୍ଭ ହେବା ମାତ୍ରେ କାହିଁକି କଟିଯାଏ ବିଦ୍ୟୁତ? ଜାଣନ୍ତୁ ଏହା ପଛର କାରଣ

ଏକବିଂଶ ଶତାବ୍ଦୀରେ, ଆମେ ଡିଜିଟାଲ୍ ଯୁଗ ଆଡକୁ ଗତି କରୁଛୁ । ଆମ ଚାରିପାଖରେ ସମସ୍ତେ ନୂଆ ଟେକ୍ନୋଲୋଜି ଦ୍ୱାରା ଘେରି ରହିଛନ୍ତି । ଆମେ ଦୈନନ୍ଦିନ ଜୀବନରେ ଅନେକ ଟେକ୍ନୋଲୋଜିର ବ୍ୟବହାର କରୁଛୁ । ଆଜିର ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ଏବଂ ସ୍ମାର୍ଟ ୱାଚ୍ ଅଛି । ଏହା…

ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଜୁଳି ସଙ୍କଟ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ବର(କେନ୍ୟୁଜ): ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଜୁଳି ସଙ୍କଟ ନାହିଁ ବୋଲି କହିଛନ୍ତି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅନ୍ୟ ରାଜ୍ୟରେ କୋଇଲା ପହଞ୍ଚିପାରୁ ନଥିବାରୁ ଦିନକୁ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି । କିନ୍ତୁ ଓଡ଼ିଶାରେ ସେମିତି ସ୍ଥିତି ନାହିଁ । ରାଜ୍ୟରେ…

କଟିପାରେ ଲାଇନ୍‌! ସାରା ଦେଶର ସମସ୍ତ ଥର୍ମାଲ ପାଓ୍ଵାର ପ୍ଲାଣ୍ଟରେ ଭୟଙ୍କର କୋଇଲା ସଙ୍କଟ, ଉତ୍ପାଦନ ହେଉଛି ବିଦ୍ୟୁତ୍‌

ସୂର୍ଯ୍ୟଙ୍କ ତାପମାତ୍ରା ବଢ଼ିବା ସହ ଏବେ ଦେଶରେ ବିଜୁଳି ସଙ୍କଟ ବି ଦେଖାଦେବା ଆରମ୍ଭ ହୋଇଛି। ଦେଶରେ ବିଜୁଳିର ଡିମାଣ୍ଡ ରେକର୍ଡ ସ୍ତରକୁ ପାର କରିଛି। ସ୍ଥିତି ଏତେ ଖରାପ ହୋଇଛି ଯେ ଏବେ ଦେଶର ୮୫ଟି ପାଓ୍ଵାର ପ୍ଲାଣ୍ଟରେ କୋଇଲା ସରିବାକୁ ବସିଲାଣି। ଭୀଷଣ ଗରମ ମଧ୍ୟରେ ଦେଶରେ ବିଜୁଳି ସଙ୍କଟ…

ବିଦ୍ୟୁତ ସରବରାହ ବିଛିନ୍ନ: ଅନ୍ଧାରରେ ପ୍ରସିଦ୍ଧ ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠ ସମେତ ୨୫ଟି ଗାଁ

ଚାନ୍ଦବାଲି(କେନ୍ଯୁଜ୍): ଅନ୍ଧାରରେ ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ ସହ ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତର ୨୫ଟି ଗାଁ। ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ସରବରାହ ବିଛିନ୍ନ ରହିଛି। ବିଦ୍ୟୁତ୍‌ ନଥିବାରୁ ଗତକାଲିଠାରୁ ପାଇପ ପାଣି ମଧ୍ୟ ବନ୍ଦ ଅଛି। ତେଣୁ ଆରଡି…

ଆଜିଠୁ ବିଦ୍ୟୁତ୍‌ କାଟ୍, ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ କଟିବ ଲାଇନ୍‌

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ବିଦ୍ୟୁତ୍‌ କାଟ । ସେସୁ ଭଳି ବିଲ୍‌ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟ୍‌ କରିବ ସାଉଥ୍‌କୋ । ଗତକାଲି ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିନଥିବେ କଟିବ ଲାଇନ୍‌ । ବିଦ୍ୟୁତ୍‌ ସେବା ବିଛିନ୍ନ କରିବ ସାଉଥ୍‌କୋ । ଏଥିପାଇଁ ଏକ…