ମୋବାଇଲ ଠାରୁ ନେଇ ଟିଭି ଏବଂ ଲାପଟପ୍ ମୂଲ୍ୟ ହୋଇପାରେ କମ୍, କିଣିବାକୁ ଚାହୁଁଥିଲେ ଜଲଦି ଜାଣନ୍ତୁ କାରଣ
ଦୀପାବଳି ସମୟରେ ମହଙ୍ଗା ମାଡ଼ରୁ ମୁକ୍ତି ମିଳିବ ବୋଲି କରାଯାଉଛି ଆଶା । ବୈଦ୍ୟୁତିକ ଦ୍ରବ୍ୟର ଚାହିଦା ବୃଦ୍ଧି ହେତୁ ମୋବାଇଲ୍, ଟିଭି, ଲାପଟପ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ପରି ବୈଦ୍ୟୁତିକ ସାମଗ୍ରୀର ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିପାରେ ।
ପାର୍ବଣ ଋତୁରେ ଇଲେକ୍ଟ୍ରୋନିକ୍ ଦ୍ରବ୍ୟର ଚାହିଦା…