Browsing Tag

elephant dead body found

ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ, ୨ରୁ ୩ ଦିନ ତଳେ ଦନ୍ତାର ମୃତ୍ୟୁ ହୋଇଥିବା ସନ୍ଦେହ

ଆଠଗଡ଼ (କେନ୍ୟୁଜ): ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ। ଆଠଗଡ଼ ବନଖଣ୍ଡ ଜେନାପଦା ବିଟ୍ ଅଂଶୁପା ରାସ୍ତା ନିକଟ କାଜୁ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତ୍ୟୁଦେହ ଠାବ ହୋଇଛି। ୨ରୁ ୩ ଦିନ ତଳେ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ହାତୀର ବୟସ ୫ ବର୍ଷ ହୋଇଥିବା ଅନୁମାନ କରୁଛି…

ଆଖି ବୁଜିଲା ଚିକିତ୍ସାଧୀନ ହାତୀ: କିଛିଦିନ ଧରି ଥିଲା ଅସୁସ୍ଥ

ଭଞ୍ଜନଗର (କେନ୍ୟୁଜ): ଚିକିତ୍ସାଧୀନ ଅବସ୍ଥାରେ ମାଈହାତୀ ମୃତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଲେଙ୍ଗେଡା ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ହାତୀଟି କ୍ରିଆଝୋଳ ଗାଁକୁ ଲାଗିରହିଥିବା ଜଙ୍ଗଲରେ ଏକା ହୋଇ ବୁଲୁଥିଲା।…

ଶିମିଳିପାଳରେ ଅଭାବନୀୟ ଘଟଣା: ପାହାଡ଼ରୁ ଖସି ୩୦ ଫୁଟ ତଳେ ଗଛରେ ଲାଗିଛି ହାତୀର ମୃତଦେହ !

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟାଘ୍ର ପ୍ରକଳ୍ପ । ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳରେ  ଏକ ଅଭାବନୀୟ ଘଟଣା ଘଟିଛି । ଏକ ହାତୀର ମୃତଦେହ ଠାବ କରାଯାଇଛି । ବାଘ ଗଣନା ପାଇଁ ଯାଇଥିବା ବନବିଭାଗ କର୍ମଚାରୀ ଏହି ମୃତ ହାତୀଟିକୁ ଦେଖିବାକୁ…

ସୁନ୍ଦରଗଡ: ପରମାସାହିରେ ପୁଣି ଏକ ଦନ୍ତାହାତୀ ମୃତଦେହ ଠାବ, କାରଣ ପାଉନି ବନବିଭାଗ

ସୁନ୍ଦରଗଡ: ବର୍ତ୍ତମାନ ଆମ ପୃଥିବୀରୁ ଜୀବଜନ୍ତୁଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ପ୍ରତିଦିନ କିଛି ନା କିଛି ଜୀବଜନ୍ତୁଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । ସରକାରଙ୍କ ଗୋପବନ୍ଧୁ ଯୋଜନା ସତ୍ତ୍ୱେ ମଧ୍ୟ ହାତୀମାନେ ଏବେବି ଅସୁରକ୍ଷିତ ଅଛନ୍ତି। ତେବେ ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ…