Browsing Tag

elon mask

ମାତ୍ର ୧ ଘଣ୍ଟାରେ ଓଡିଶାରୁ ଦିଲ୍ଲୀ ପହଞ୍ଚାଇବ ଏହି ହାଇପରଲୁପ ଟ୍ରେନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଏବେ ମାତ୍ର ଘଣ୍ଟେ ଭିତରେ ପହଞ୍ଚି ପାରିବେ ଓଡିଶାରୁ ଦିଲ୍ଲୀ । ବସ, ଟ୍ରେନ, ଜାହାଜ ଏବଂ ତାପରେ ବୁଲେଟ ଟ୍ରେନ ଏବେ ପରିବହନର ପଞ୍ଚମ ମୋଡ ବିଷୟରେ ଆଲୋଚନା ଚାଲିଛି । ଏହା ହେଉଛି ହାଇପରଲୁପ୍ ଟ୍ରେନ୍ ଯାହା ବ୍ୟବହାର କରି ଆପଣମାନେ କରିପାରିବେ ହାଇ ସ୍ପିଡ଼ ପରିବହନ । ଏହି ହାଇପରଲୁପ୍ ଟ୍ରେନ୍…

Twitterରେ ମିଳିଲା ଇନ୍‌ଷ୍ଟାଗ୍ରାମ ଫିଚର, ଟ୍ଵିଟ୍‌ କରି ସୂଚନା ଦେଲେ ଏଲନ୍‌ ମସ୍କ

Twitterରେ ଆସିଲା ନୂଆ ଫିଚର । ଏଲନ୍‌ ମସ୍କ ଟ୍ଵିଟ୍‌ କରି ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି ଯେ, ବର୍ତ୍ତମାନ ୟୁଜର୍ସ ଭିଡିଓକୁ ଡାଉନ ସ୍ୱାଇପ କରି ଲଗାତାର ଭାବେ ଦେଖି ପାରିବେ । ଅର୍ଥାତ ଆପଣ ଇନ୍‌ଷ୍ଟାଗ୍ରାମରେ ଯେପରି ରିଲ୍ସ ସ୍ୱାଇପ କରି…

ଟ୍ୱିଟର ବଢ଼ାଇଲା କ୍ୟାରେକ୍ଟର ଲିମିଟ, ଏଣିକି ୧୦ ହଜାର ଅକ୍ଷରରେ କରିପାରିବେ ଟ୍ୱିଟ

ଏଲନ୍ ମସ୍କ ଟ୍ୱିଟରର ମାଲିକାନା ହାତ କୁ ନେବା ପରେ ବହୁ ନୂଆ ନୂଆ ନିୟମ ବାହାର କରୁଛନ୍ତି। ୟୁଜର୍ସଙ୍କ ପାଇଁ ନୂଆ ରୁଲ ଲାଗୁ କରୁଛନ୍ତି । ବର୍ତ୍ତମାନ ଟ୍ୱିଟରର ପୋଷ୍ଟକୁ ନେଇ ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ପରିବର୍ତ୍ତନ ପରେ ବର୍ତ୍ତମାନ ଟ୍ୱିଟର ୟୁଜର୍ସ ୨୮୦ ନୁହେଁ ବରଂ…

ଦୁନିଆର ବଡ଼ ଧନୀ ଗୌତମ ଅଦାନୀ ଓ ଏଲନ୍‌ ମସ୍କଙ୍କୁ ଲାଗିଲା ବଡ଼ ଝଟ୍‌କା, ଗୋଟିଏ ଦିନରେ ହରାଇଲେ ୨ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଳୀ : ଭାରତ ସମେତ ବିଶ୍ୱ ସେୟାର ବଜାରରେ ବଡ଼ ପତନ ଘଟିଛି । ସୋମବାର ଶେୟାର ବଜାରରେ ଆସିଥିବା ପତନ କାରଣରୁ ଏହି ଦୁଇ ଧନୀ ବ୍ୟକ୍ତିଙ୍କୁ ଲାଗିଛି ବଡ଼ ଝଟ୍‌କା । ଉଭୟ ଆରବପତି ଗୋଟିଏ ଦିନରେ ୨ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାଯାଇଛି । ମସ୍କଙ୍କ କମ୍ପାନୀ ଟେସ୍ଲାର ସେୟାର ହ୍ରାସ…

୨୦କୋଟିରୁ ଅଧିକ ଟ୍ଵିଟର ୟୁଜର୍ସଙ୍କ ଇମେଲ ଆଡ୍ରେସ ହେଲା ଲିକ୍‌, ହ୍ୟାକର୍ସଙ୍କର ମିଳୁନାହିଁ ପତ୍ତା, ଆପଣ ବି ଏହି…

ଟ୍ଵିଟର କୁ ନେଇ ଆସିଲା ବହୁତ ବଡ଼ ଖବର। ଆଜି କାଲି ସମସ୍ତେ ଏହି ସେବାର ଉପଭୋଗ କରୁଛନ୍ତି। ଅନଲାଇନ ପ୍ଳାଟଫର୍ମ ରେସ୍‌ ରେ ଟ୍ଵିଟରର ଭୂମିକା ବହୁତ ଅଧିକ। ଏମିତିରେ ଅନେକ ୟୁଜର୍ସ ମଧ୍ୟ ଏହି ପ୍ଳାଟଫର୍ମରେ ନିଜ ମତାମତକୁ ପୋଷ୍ଟ କରିଥାନ୍ତି। ତେଣୁ ଏତେ ଅଧିକ ୟୁଜର୍ସଙ୍କ ପ୍ରାଇଭେସିକୁ ସିକ୍ୟୁର…

ଏଲନ ମସ୍କଙ୍କ ନୁଆ ନିଷ୍ପତ୍ତିରେ ଭେରିଫାଏଡ ୟୁଜର୍ସଙ୍କୁ ଏବେ ମିଳିବ ବଢ଼ିଆ ସୁବିଧା, ଏବେ ଠୁ ଜାଣିନିଅନ୍ତୁ

ଟ୍ଵିଟରର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଚିଫ୍‌ ହେବା ପରେ ଏଲନ୍‌ ମସ୍କ ଏବେ ଟ୍ଵିଟର ର ସବୁ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି। ୟୁଜର୍ସଙ୍କ ଠୁ ଆରମ୍ଭ କରି ଟ୍ଵିଟରରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ବଡ଼ ମାତ୍ରାରେ ପଡ଼ିଛି। ବ୍ଲୁ ଟିକ…