Browsing Tag

encounter in malkangiri

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କତୋଗୁଡୁମ୍‌ରେ ଏନ୍‌କାଉଣ୍ଟର, ୬ ମାଓବାଦୀ ନିହତ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କତୋଗୁଡୁମ୍‌ରେ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ପେସାଲାପାଡୁ ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ମୃତ ମାଓବାଦୀଙ୍କ ମଧ୍ୟରେ ୪ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି ।…

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ, ୩ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି (କେନ୍ଯୁଜ୍): ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେଓ୍ଵାଡା ପୋଲିସକୁ ବଡ ସଫଳତା । ମୃତ ମାଓବାଦୀଙ୍କ ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ସୂଚନା…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବାସାଗୁଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର, ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବାସାଗୁଡା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଓବାଦୀଙ୍କ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଟଳି ପଡିଲେ ୩ ମାଓବାଦୀ

ମାଲକାନଗିରି: ପୋଲିସ ଗୁଳିରେ ଟଳି ପଡିଲେ ୩ ମାଓବାଦୀ। ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳା ମାଓବାଦୀ ଅଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ମୁହାଁମୁହିଁ ହୋଇଥିଲେ ପୋଲିସ  ଓ ମାଓବାଦୀ। ମାଓବାଦୀଙ୍କ ଗୁଳିରେ ଜଣେ SSG ଜବାନ ଗୁରୁତର ଆହତ ହୋଇଛନ୍ତି।…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା, ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ଦସୁରୁ ପୁନମ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା । ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ । ମୃତ ମାଓବାଦୀର ନାଁ ଦସୁରୁ ପୁନମ । ତା ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ସରକାର । ଏହି ମାଓ ବିରୋଧୀ ଅଭିଯାନରେ ଦନ୍ତେୱାଡା…