Below header
Browsing Tag

encounter

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବଳ । ବାରାମୁଳାରେ ହୋଇଥିବା ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ସହ ଜଣେ ସ୍ପେଶାଲ ପୋଲିସ୍‌ ଅଫିସର ସହିଦ୍‌ ହେବା ସହ ଜଣେ ଏସଆଇ…

ଭବାନୀପାଟଣା: ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ସୁରକ୍ଷାକର୍ମୀଙ୍କ ଗୁଳିରେ ଏକାଧିକ ମାଓବାଦୀ ଆହତ

ଭବାନୀପାଟଣା(କେନ୍ୟୁଜ୍): ଭବାନୀପାଟଣା ସଦର ଥାନା ଗୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଏକାଧିକ ମାଓବାଦୀ ଆହତ ହୋଇଛନ୍ତି । କିଛି ମାଓବାଦୀଙ୍କ ମୃତ୍ୟୁ ହୋଥିବା ଆଶଙ୍କା କରାଯାଉଥିବା କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର କହିଛନ୍ତି ।…

ଏନକାଉଣ୍ଟରରେ ମୁହାଁମୁହିଁ ହେଲେ ଭାଇ-ଭଉଣୀ, ଜଣେ ପୋଲିସ୍‌ ଓ ଆଉ ଜଣେ ନକ୍ସଲ

ମାଲକାନଗିରି(କେନ୍ୟୁଜ୍) : ନକ୍ସଲ ଏନକାଉଣ୍ଟର ବେଳେ ମୁହାଁମୁହିଁ ହେଲେ ଭାଇ-ଭଉଣୀ। ପରସ୍ପର ବିରୋଧରେ ଚଳାଇଲେ ଗୁଳି। ଭାଇ ପୋଲିସରେ, ଭଉଣୀ ନକ୍ସଲ କ୍ୟାମ୍ପରେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା କଣ୍ଟା ଜଙ୍ଗଲରେ ଗୁଳି ବିନିମୟ ବେଳେ ଦୁହେଁ ସାମନା ସାମନି ହୋଇଥିଲେ। ସହିତ ସପ୍ତାହ ପାଳନ…

କେନ୍ଦ୍ରାପଡାରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ମେହତାବ ଆହତ

କେନ୍ଦ୍ରାପଡା(କେନ୍ୟୁଜ୍): ଆକ୍ସନ ମୋଡରେ ପୋଲିସ। କେନ୍ଦ୍ରାପଡାରେ ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ମେହତାବ। ତାର ଦୁଇଟି ଗୋଡରେ ୩ଟି ଗୁଳି ବାଜିଛି। କଂସାର ରୋଡ ନିକଟରେ ଏହି ଏନକାଉଣ୍ଟର ହୋଇଛି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର…

ପାରାଦୀପ କଙ୍କରଦିଆ ରାସ୍ତାରେ ପୋଲିସ-ଅପରାଧୀ ମୁହାଁମୁହିଁ, ଅପରାଧୀ ବିକ୍ରମ ପାଲ୍‌ ଓରଫ ଡନ୍‌କୁ ଏନ୍‌କାଉଣ୍ଟର

ପାରାଦୀପ(କେନ୍ୟୁଜ୍): ପାରାଦୀପରେ ଡନ୍‌କୁ ଏନ୍‌କାଉଣ୍ଟର। କୁଜଙ୍ଗ ଥାନା କଙ୍କରଦିଆ ରାସ୍ତାରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ଅପରାଧୀ ବିକ୍ରମ ପାଲ୍‌ ଓରଫ ଡନ୍‌କୁ ଏନ୍‌କାଉଣ୍ଟର ହୋଇଛି। ତାର ୨ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଡନ୍‌କୁ କଟକ SCBକୁ ସ୍ଥାନାନ୍ତର…

ଆସିକା ପୋଲିସର ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଗୁରୁ ପ୍ରସାଦ ସ୍ୱାଇଁ ଆହତ

ଆସିକା(କେନ୍ୟୁଜ୍): ଆସିକା ପୋଲିସର ପୁଣି ଏନକାଉଣ୍ଟର । ଆସିକା ଥାନା ଚାରି ମାଇଲି ପାହାଡ ନିକଟରେ ଦୁଇ ଅପରାଧୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଏଥିରେ କୁଖ୍ୟାତ ଅପରାଧି ଗୁରୁ ପ୍ରସାଦ ସ୍ୱାଇଁ ଆହତ ହୋଇଛି । ଗୁରୁ ପ୍ରସାଦର ବାମ ଗୋଡରେ ଗୁଳି ବାଜିଛି । ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର…

୪୮ ଘଣ୍ଟାରେ କମିଶନରେଟ ପୋଲିସର ଏନକାଉଣ୍ଟର ନମ୍ବର-୫, ଅପରାଧୀଙ୍କ ବାଜୁଛି ବ୍ୟାଣ୍ଡ  

୨ ଦିନ ମଧ୍ୟରେ ପଞ୍ଚମ ଏନକାଉଣ୍ଟର କଲା କମିଶନରେଟ ପୋଲିସ।  ଖଣ୍ଡଗିରି ଭରତପୁର ଅଞ୍ଚଳରେ ଦୁର୍ଦାନ୍ତ ଅପରାଧୀ ରବି ରାଓକୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ। ପୂର୍ବରୁ ସୂଚନା ପାଇଁ କମିଶନରେଟ ପୋଲିସର  ସ୍ପେଷାଲ ସ୍କାର୍ଡ ଭରତପୁର ଅଞ୍ଚଳକୁ ଯାଇଥିଲା। ପୋଲିସକୁ ଦେଖି ରବି ରାଓ  ପ୍ରଥମେ ୪…

ଅପରାଧୀଙ୍କର ଆଉ ତ୍ରାହି ନାହିଁ, ପଛରେ ଲାଗିଛନ୍ତି କମିଶନରେଟ୍ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ

ଭୁବନେଶ୍ବର (କେନ୍ଯୁଜ୍) : ସାବଧାନ ଅପରାଧୀ । ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍ । ରାତି ଅଧରେ ପୁଣି ଏନକାଉଣ୍ଟର । ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଅଞ୍ଚଳରେ ଦୁଇ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ ।…

ରାଜଧାନୀରେ ଦୁଇ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ୍, ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି…

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଏନ୍‌କାଉଣ୍ଟର । ବାଲିଅନ୍ତା ଥାନା ବାଇଚୁଆଁ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ । ୨ ଅପରାଧୀ ବିବେକାନନ୍ଦ ମଲ୍ଲିକ ଓ ଅରୁଣ ନାୟକଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଉଭୟଙ୍କୁ…

ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟରେ, ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ଆହତ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଫୁଟିଲା ଗୁଳି। ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ଆହତ। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସୁନୀଲକୁ ପ୍ରଥମେ RGHରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ…

ଜୟପୁରରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାବୁଲା ଖରା ଆହତ

ଜୟପୁର(କେନ୍ୟୁଜ୍): ଜୟପୁରରେ ପୋଲିସର ଏନକାଉଣ୍ଟର। ଏକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲା ଖରା ଆହତ। ଜୟପୁର ହାତୀଶାଳ ଛକରେ ପୋଲିସ କାବୁଲାକୁ ଏନକାଉଣ୍ଟର କରିଛି। କାବୁଲା ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ପାଲଟା ଗୁଳିମାଡ଼ରେ କାବୁଲା ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି…

ମାଲକାନଗିରି ସୀମାନ୍ତ ଛତିଶଗଡ ଖଲାରୀ ଜଙ୍ଗଲରେ ଏନକାଉଣ୍ଟର, ୪ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରି ସୀମାନ୍ତ ଛତିଶଗଡ ଧନତେରୀ ଜିଲ୍ଲା ପୋଲିସକୁ ସଫଳତା । ଖଲାରୀ ଜଙ୍ଗଲରେ ଏସ୍‌ଟିଏଫ୍‌ ପୋଲିସର ଅପରେସନରେ ୪ ହାର୍ଡକୋର ମାଓବାଦୀ ମୃତ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣାସ୍ଥଳରୁ ୭ଟି ବନ୍ଧୁକ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି…