Browsing Tag

encounter

ବଲାଙ୍ଗିର ଦୁହେଲ ଗାଁରେ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଆହତ

ବଲାଙ୍ଗିର(କେନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ଦୁହେଲ ଗାଁରେ ପୋଲିସର ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣା ଗୁରୁତର ଆହତ ହୋଇଛି। ତାର ବାମ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ବଲାଙ୍ଗିର ଓ ପରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୀତାରାମକୁ ଗିରଫ…

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମ୍‌ଲା : ୫ ସିଆରପିଏଫ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମ୍‌ଲା। ଅନନ୍ତନାଗ ଜିଲ୍ଲାରେ ବଡ଼ ଧରଣର ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଗୁଳି ବିନିମୟରେ ୫ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଇନିସ୍ପେକ୍ଟରଙ୍କ ସମେତ ଆଉ କିଛି ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ପାଲଟା ଗୁଳି ଚାଳନାରେ…

ଗଞ୍ଜାମ ଗୋଳନ୍ଥରାରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ୨ ଅପରାଧୀ ଆହତ

ଗଞ୍ଜାମ(କେନ୍ୟଜ୍): ଗଞ୍ଜାମ ଗୋଳନ୍ଥରାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଗଣେଶ ନାୟକ ଓରଫ୍‌ ବୁଲୁ ଓ ଆସିକାର ହୃଷି ପାତ୍ରକୁ ଏନ୍‌କାଉଣ୍ଟର କରିଛି ପୋଲିସ । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କିଛି ଅପରାଧୀ ଗୋଳନ୍ଥରା…

ଜମ୍ମୁ କାଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ କାଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। କୁଲ୍‌ଗାମ୍‌ ଜିଲ୍ଲାର ତାଜିପୋରା ଗାଁରେ ଆତଙ୍କବାଦୀ ଥିବା ନେଇ ମଙ୍ଗଳବାର ସନ୍ଧ୍ୟାରେ ସୂଚନା ପାଇବା ପରେ…

ଏନ୍‌କାଉଣ୍ଟରରେ ମୋଷ୍ଟ ଓ୍ଵାନଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀର ପୁଲ୍‌ଓ୍ଵାମା ଜିଲ୍ଲାରେ ଉପତ୍ୟକାର ମୋଷ୍ଟ୍‍ ଓ୍ଵାନଟେଡ୍‌ ଆତଙ୍କବାଦୀ ଜାକିର ରଶିଦ ଭଟ ଓରଫ ଜାକିର ମୁସା ଗୁରୁବାର ଦିନ ନିହତ ହୋଇଛି। ଦାଦସର ଗାଁରେ ଜାକିର ମୁସା ଏବଂ ତା’ର ସହଯୋଗୀମାନେ ଉପସ୍ଥିତ ଥିବାର ସୂଚନା ପାଇ ସେନା, ପୁଲିସ ଓ ସିଆର୍‌ପିଏଫ୍‌ ସନ୍ଧ୍ୟା…

ଖୋର୍ଦ୍ଧା : କାଇପଦର-ଦଳତୋଳା ଜଙ୍ଗଲରେ ୨ ଅପରାଧୀଙ୍କୁ ଏନକାଉଣ୍ଟର

ଖୋର୍ଦ୍ଧା କାଇପଦର-ଦଳତୋଳା ଜଙ୍ଗଲରେ ଏନକାଉଣ୍ଟର । ୨ ଅପରାଧୀ ପିଣ୍ଟୁ ମାଝୀ,ଉମେଶ ସାହୁଙ୍କ ଉପରକୁ ପୋଲିସର ଗୁଳିମାଡ଼ । ଅପରାଧୀଙ୍କ ଗୋଡ଼ରେଗୁଳି ବାଜିଛି । ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଏସଡିପିଓ ଓ ଟାଉନ ଥାନା ଓ ବେଗୁନିଆ ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ଵାର୍ଡ…

ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର(କେନ୍ୟୁଜ୍): ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନ୍‌କାଉଣ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ସହ ତିନି ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି । ପୁଲଓ୍ଵାମାରେ କର୍ଫ୍ୟୁ ଜାରି କରାଯାଇଛି । ଆଉ…

କୋରାପୁଟ କିତବା ଜଙ୍ଗଲରେ ଏନକାଉଣ୍ଟର ଘଟଣା, ମୃତ ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

କୋରାପୁଟ(କେ ନ୍ୟୁଜ୍‌) : କୋରାପୁଟ କିତବା ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ମୃତ ୫ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଆନ୍ଧ୍ରପ୍ରଦେଶର ୨ ଜଣ ଓ ନାରାୟଣ ପାଟଣାର ଜଣଙ୍କ ମୃତଦେହକୁ ସେମାନଙ୍କ ପରିବାର ଲୋକ ନେଇଛନ୍ତି । ଅନ୍ୟ ୨ ଜଣଙ୍କ…

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର । ଅନନ୍ତନାଗର ବିଜବେହାର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଠାରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର ଜବତ…

ଜମ୍ମୁ ଓ କଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ଦିନ ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀରର ସୋପିଆନ ଜିଲ୍ଲାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗହନ୍ଦ ଗାଁର ଏକ ବଗିଚା ଅଞ୍ଚଳରେ ସ୍ୱଳ୍ପ ସମୟ ଧରି ଗୁଳି ବିନିମୟ ହେବା ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନେଇ ଜଣେ ସରକାରୀ…

୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରରେ ତୃତୀୟ ଏନ୍‌କାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ, ୫…

ଶ୍ରୀନଗର : ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରରେ ତୃତୀୟ ଏନ୍‌କାଉଣ୍ଟର । ବଡଗାଓଁରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଜିଲ୍ଲାର ସୁତଶୁ ଗାଁ ନିକଟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ,…

ଜମ୍ମୁ-କାଶ୍ମୀର ସୋପିୟାନ୍ କେଲ୍ଲୋର ଅଞ୍ଚଳରେ ଏନକାଉଣ୍ଟର, ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ସୋପିୟାନ୍ କେଲ୍ଲୋର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ସଫା। ଆଉ ୪ରୁ ୬ଜଣ ଲୁଚି ରହିଥିବା ଆଶଙ୍କା ରହିଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର ପାଇ ସେନା, ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ୍…