Browsing Tag

encounter

ଜୟପୁରରେ ଅପରାଧୀ ପୋଲିସ ମୁହାଁମୁହିଁ

ଜୟପୁର (କେ ନ୍ୟୁଜ୍) : ଅପରାଧୀ ପୋଲିସ ମୁହାଁମୁହିଁ । ଅପରାଧୀକୁ କାବୁ କଲା ବେଳେ ପୋଲିସ ଉପରକୁ ୨ ରାଉଣ୍ଡ ଚଳାଇଥିଲା ଦୁର୍ବୃତ୍ତ । ପୋଲିସ ପକ୍ଷରୁ ମଧ୍ୟ ୨ ରାଉଣ୍ଡ ପାଳଟା ଗୁଳି ଚାଳନା କରାଯାଇଥିଲା । ତେବେ ପୋଲିସକୁ ଚକମା ଦେଇ ତିନି ଜଣ ଦୁର୍ବୃତ୍ତ ଖସି ପଳାଇବାରେ ସଫଳ ହୋଇଛନ୍ତି ।…

କଟକରେ ପୁଣି ଏନକାଉଣ୍ଟର

କଟକ (କେ ନ୍ୟୁଜ୍) : ପୁଣି ଏନକାଉଣ୍ଟର । ଗତକାଲି ମଧୁପାଟଣା ଅଞ୍ଚଳରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ଵାଡ୍ । ଏନକାଉଣ୍ଟରରେ ଅପରାଧୀ ଚିକୁ ଓରଫ ଅନୀଲ ବେହେରା ଆହତ ହୋଇଛି, ତା ଗୋଡ଼ରେ ଗୁଳି ବାଜିଛି । ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ପୁରୀଘାଟ ଅଞ୍ଚଳରେ…

ଖୋର୍ଦ୍ଧାରେ ଏନକାଉଣ୍ଟର

ଖୋର୍ଦ୍ଧା (କେ ନ୍ୟୁଜ୍) : ଏନକାଉଣ୍ଟର। ନିରାକାରପୁର ରାମେଶ୍ୱର ଛକରେ ଗତକାଲି ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଖଜୁରିଆର ବବୁଲ ଓରଫ ଫିରୋଜ ଖାନ୍ ଆହତ ହୋଇଛି। ବବୁଲ ଗୋଡ଼ରେ ୨ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବୁଲକୁ ଭୁବନେଶ୍ୱର…

ଗଞ୍ଜାମରେ ପୁଣି ଏନକାଉଣ୍ଟର

ଗଞ୍ଜାମ : ପୁଣି ଏନକାଉଣ୍ଟର । ଗୁଳି ଖାଇଲା ହାର୍ଡକୋର୍ କ୍ରିମିନାଲ୍ କାଳୁ ବିଶ୍ୱାଳ । ତା' ଡାହାଣ ଗୋଡ଼କୁ ଜଖମ କରିଛି ଆସିକା ପୋଲିସ । ଗୁରୁତର ଅବସ୍ଥାରେ କାଳୁକୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଳୁ ନିକଟରୁ ଜବତ ହୋଇଛି ଟୁ ଏମ୍ ଏମ୍…

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଦେଶୀ ଓରଫ୍ ଦିଲ୍ଲୀପ ଦାସ ଆହତ

ଗଞ୍ଜାମ : ଖଲିକୋଟ ପୁସ୍ତପୁର ନିକଟରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଦେଶୀ ଓରଫ୍ ଦିଲ୍ଲୀପ ଦାସ ଆହତ ହୋଇଛି । ବିଦେଶୀର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ପ୍ରଥମେ ଖଲିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ…

ଜମ୍ମୁ-କାଶ୍ମୀର ସୋପିୟା ଜିଲ୍ଲାର କିଲୁରା ଅଞ୍ଚଳରେ ଏନ୍କାଉଣ୍ଟର

ଶ୍ରୀନଗର : ଜମ୍ମୁ-କାଶ୍ମୀର ସୋପିୟା ଜିଲ୍ଲାର କିଲୁରା ଅଞ୍ଚଳରେ ଏନ୍କାଉଣ୍ଟର । ଏଥିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତରୁ ଏନ୍କାଉଣ୍ଟର ଜାରି ରହିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା…

ସେନାର ଅପରେସନ୍ ଅଲଆଉଟ୍ : ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଘାଟିରେ ସେନାର ଅପରେସନ୍ ଅଲଆଉଟ୍। ଆଜି ସେନା ଗୁଳିରେ ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର କରିଛି ସେନା। ଆଜି ସକାଳୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ଏକ ଘର ଭିତରେ ଲୁଚି ରହିଥିଲେ। ସୁରକ୍ଷାକର୍ମୀ…

ଗଞ୍ଜାମରେ ପୁଣି ଏନକାଉଣ୍ଟର

ଗଞ୍ଜାମ: ଖଲିକୋଟ ସାନଘାଟି ଛକରେ ଏନକାଉଣ୍ଟର କରିଛି ପୋଲିସ। ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ଦୁଇ ଅପରାଧୀ ହେଉଛନ୍ତି ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ। ଉଭୟଙ୍କ ଠାରୁ ଗୋଟିଏ ୪ ଚକିଆ ଗାଡି, ଦୁଇଟି ପିସ୍ତଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ୨ ଲକ୍ଷ ୨୫ ହଜାର ଟଙ୍କା ନଗଦ ଅର୍ଥ ଜବତ ହୋଇଛି।…

ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଚଗଲା ପୋଲିସ ଏନକାଉଣ୍ଟରରେ ମୃତ

ନୟାଗଡ଼: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ମୃତ। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଚଗଲା ମଲ୍ଲିକର ଦୁଇଟି ଗୋଡରେ ଦୁଇଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରିବାବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ନୟାଗଡ଼ ସଦର ଥାନା ନବଘନପୁର ଗାଁ…

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋକୁ ଏନକାଉଣ୍ଟର !

ଯାଜପୁର : ଚଣ୍ଡିଖୋଲରେ ଏନକାଉଣ୍ଟରରେ ଯୋଗୁଁ ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଆହତ ହୋଇଛନ୍ତି। ଟିଟୋର ବାମ ଗୋଡରେ ଗୁଳି ବାଜିଛି ତାକୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ରାଇମବ୍ରାଞ୍ଚ ଝଞୠର ଟିମ୍ ଏହି ଏନ୍କାଉଣ୍ଟର କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ନାଁରେ…

ଜମ୍ମୁ କଶ୍ମୀରରେ ପୁଣି ଏନ୍‌କାଉଣ୍ଟର : ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୨ ଆତଙ୍କୀ,ଜଣେ ସେନା କମର୍ଚାରୀ ସହିଦ

 ଶୀ୍ରନଗର : ଜମ୍ମୁ କାଶ୍ମୀରରେ ପୁଣି ଏନ୍‌କାଉଣ୍ଟର । ବାନ୍ଦିପୋରା ଜିଲ୍ଲାରେ ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଗୁଳି ବିନିମୟରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ବାନ୍ଦିପୋରା ପନାର୍‌ ଜିଲ୍ଲା ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜଏଣ୍ଟ ଅପେରସନ୍‌ ଆରମ୍ଭ ହୋଇଥିଲା ।…