Below header
Browsing Tag

entertainment news

ରିୟାଲିଟି ସୋ ‘ଡ୍ୟାନ୍ସ ଦିୱାନେ’ରେ ୩୭ ବର୍ଷ ପରେ ଗୋବିନ୍ଦା ପୁଣି ସ୍ତ୍ରୀ ସୁନୀତାଙ୍କୁ କଲେ ବିବାହ, ଭାଇରାଲ ହେଉଛି…

ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ଦମ୍‌ଦାର ଅଭିନୟ ଏବଂ ଡ୍ୟାନ୍ସ ଯୋଗୁ ଗୋବିନ୍ଦା ସମସ୍ତଙ୍କ ମନ ଜିତିଥାନ୍ତି । କିନ୍ତୁ ଏବେ ଏହି ଅଭିନେତା ଫିଲ୍ମ ସ୍କ୍ରିନରୁ ଦୂରରେ ରହିଛନ୍ତି, ହେଲେ ବେଳେବେଳେ ତାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିଥାଏ । ତେବେ ଏବେ ମଧ୍ୟ ଲୋକମାନେ ତାଙ୍କ ଅଭିନୟକୁ ବହୁତ…

ସାମ୍ନାକୁ ଆସିଲା ‘ମିର୍ଜାପୁର ୩’ର ଫାଷ୍ଟ ପୋଷ୍ଟର, ଜାଣନ୍ତୁ କେବେ ଓ କେଉଁଠି ହେବ ରିଲିଜ୍‌

ୱେବ୍ ସିରିଜ୍ ‘ମିର୍ଜାପୁର ୩’କୁ ପ୍ରଶଂସକମାନେ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଫ୍ୟାନ୍ସଙ୍କ ଅପେକ୍ଷା ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହି ୱେବ୍ ସିରିଜ୍…

ବିବାହ ପରେ ପ୍ରଥମ ଥର ନଜର ଆସିଲେ କ୍ରିତି ଖରବନ୍ଦା, ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ନିକଟରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ନିଜ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଦୁହେଁ ସେମାନଙ୍କର ୱେଡିଙ୍ଗ ଫଟୋ ମଧ୍ୟ ସେୟାର କରିଥିଲେ । ଏହି ଫଟୋଗୁଡ଼ିକରେ, କପଲଙ୍କ ମଙ୍ଗଲସୁତ୍ର ପିନ୍ଧେଇବାଠାରୁ ଆରମ୍ଭ କରି ବରମାଳା…

ବିବାହ ପରେ ରୋମାଣ୍ଟିକ ହନିମୁନ୍ ଏନ୍‌ଜଏ କରୁଛନ୍ତି ଅସ୍ମିତା ସୁଦ୍, ଭାଇରାଲ ହେଉଛି ଫଟୋ

ଟିଭି ଶୋ 'ବଦତମିଜ୍ ଦିଲ୍'ର ଅଭିନେତ୍ରୀ ଅସ୍ମିତା ସୁଦ ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକ ସିଦ୍ଧ ମେହେଟ୍ଟାଙ୍କୁ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହି କପଲଙ୍କ ୱେଡିଙ୍ଗ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ନବ ବିବାହିତ…

ଗିରଫ ଏଲଭିଶ ଯାଦବ ମାନିଲେ ସତ, ରେଭ୍‌ ପାର୍ଟିରେ ଯୋଗାଉଥିଲେ ସାପ ବିଷ

ବିଗ୍ ବସ୍ ଓଟିଟି ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ନୋଏଡା ପୋଲିସ ଏଲଭିଶ ଯାଦବଙ୍କୁ ପାର୍ଟିରେ ସାପ ବିଷ ଯୋଗାଉଥିବା ମାମଲାରେ ଗତ କାଲି ଗିରଫ କରିଥିଲା । ଏହା ସହ ତାଙ୍କୁ କାଲି କୋର୍ଟରେ ମଧ୍ୟ ହାଜର…

ସୁଟିଂ ସେଟ୍‌ରେ ଜଳିଯାଇଥିଲ ସାରାଙ୍କ ପେଟ, ରାମ୍ପ ଓ୍ଵାକ୍‌ରେ ଫ୍ୟାନ୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ଫିଲ୍ମ ‘ମର୍ଡର ମୁବାରକ’ ରିଲିଜ ହେବା ପରେ ସାରା ଅଲି ଖାନ ଏଥର ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅଭିନେତ୍ରୀ ସାରା ଅଲି ତାଙ୍କ ପର୍ସନାଲ ଲାଇଫ୍‌ ପାଇଁ ସର୍ବଦା ହେଡଲାଇନ୍ ରହିଥାନ୍ତି । କିନ୍ତୁ ଗତ କିଛି ମାସ ଧରି ସେ ତାଙ୍କ ପ୍ରଫେସ୍‌ନାଲ ଲାଇଫ୍‌ ପାଇଁ ଚର୍ଚ୍ଚାରେ ରହିଛନ୍ତି ।…

ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ଘରେ ଖୁସିର ମାହୋଲ, ମା’ ଚରଣ କୌର ୫୮ ବର୍ଷ ବୟସରେ ଜନ୍ମ ଦେଲେ ପୁତ୍ର ସନ୍ତାନ

ପଞ୍ଜାବୀ ଦିବଙ୍ଗତ ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ଘରେ ଖୁସିର ମାହୋଲ ରହିଛି । ସିଦ୍ଧୁଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ମୁସେଓ୍ଵାଲାଙ୍କ ବାପା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସିଦ୍ଧୁ ମୁସେଓ୍ଵାଲାଙ୍କ…

ଅଭିଷେକ ବଚ୍ଚନଙ୍କୁ ମିଳିଲା ଏକ ନୂଆ ଫିଲ୍ମ, ଏହି ନିର୍ଦ୍ଦେଶକଙ୍କ ସହିତ କରିବେ କାମ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଘୁମର’ରେ ଦେଖିବାକୁ ମିଳିଥିଲା । ତେବେ ଫିଲ୍ମ ବକ୍ସ ଅଫିସରେ ଏତେ ଭଲ କଲେକ୍ସନ୍‌ କରିନଥିଲା । କିନ୍ତୁ ଏହି ଫିଲ୍ମରେ ଅଭିନେତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏବେ ଅଭିଷେକ ବଚ୍ଚନ ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ…

ଆଞ୍ଜିଓପ୍ଲାଷ୍ଟି ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍‌ ବି, ସର୍ଜରୀ ପରେ ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ ଦେଲେ ଖାସ୍‌…

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ବର୍ତ୍ତମାନ ୮୧ ବର୍ଷ ବୟସ ହୋଇଛି । ଏହି ବୟସରେ ମଧ୍ୟ ସେ ନିଜକୁ ଆକ୍ଟିଭ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି, କିନ୍ତୁ ହଠାତ୍‌ ଆଜି ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା…

ଡୋନେସନ୍‌ ଦେଇ ଚର୍ଚ୍ଚାରେ ସାଉଥ ଷ୍ଟାର ବିଜୟ, ଦାନରେ ଦେଲେ ୧ କୋଟି

ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କୁ କିଏ ବା ନଜାଣେ । ସେ ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନରେ ଘର କରି ରହିଛନ୍ତି । ଅଭିନେତା ତଥା ରାଜନେତା ବିଜୟ ନାଦିଗର ସଙ୍ଗମ ଭବନ ନିର୍ମାଣରେ ସହାୟତା ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି । ତେବେ ନିକଟରେ ଏକ ପୋଷ୍ଟ ମାଧ୍ୟମରେ ଦାନ ପାଇଁ…

ନିର୍ବନ୍ଧ କରିଲେ କି ‘ତାରକ ମେହେତା କା ଉଲ୍‌ଟା ଚଷମା’ର ବବିତାଜୀ ଓ ଟପ୍ପୁ? ନୀରବତା ଭାଙ୍ଗିଲେ ମୁନମୁନ

ଟିଭି ଦୁନିଆର ମୋଷ୍ଟ ପପୁଲାର ସୋ ‘ତାରକ ମେହେତା କା ଉଲ୍‌ଟା ଚଷମା’ ଲୋକଙ୍କ ପ୍ରିୟ ସୋ ମଧ୍ୟରୁ ଅନ୍ୟତମ । ଏହା ଏକ ଏପରି ସୋ ଯାହାକୁ ଦେଖିବା ପରେ ଲୋକମାନେ ବହୁତ ଖୁସି ହେବା ସହ ହସି ମଧ୍ୟ ଥାନ୍ତି । ଏହା ବ୍ୟତୀତ ସୋ ର ଆକ୍ଟର ସାରା ଦେଶରେ ଲୋକଙ୍କୁ ହସାଇଥାନ୍ତି । ତେବେ ସୋ ର ପ୍ରତ୍ୟେକ…

ଖୁବ୍‌ ଶୀଘ୍ର ଅଜୟ ଦେବଗନଙ୍କ ଏହି ଫିଲ୍ମର ସିକ୍ୱେଲ ହେବ ରିଲିଜ୍, ସାମ୍ନାକୁ ଆସିଲା ଡେଟ୍‌

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ଆଜିକାଲି ସିନେମା ହଲ୍‌ରେ ବହୁତ ଭଲ ଟଙ୍କା ରୋଜଗାର କରୁଛି । ଦର୍ଶକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି । ଏହି ସମୟରେ ସୁପରଷ୍ଟାର ଅଜୟ ଦେବଗନଙ୍କ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ ଆଉ ଏକ ବଡ ଘୋଷଣା କରିଛନ୍ତି । ତେବେ ଅଜୟ…