Browsing Tag

entertainmet

ହସ୍ପିଟାଲରେ ଥିବା ସମୟରେ ରାଖୀ ସାଓ୍ଵନ୍ତଙ୍କୁ ମିଳିଲା ହତ୍ୟା ଧମକ

ନିକଟରେ ରାଖୀ ସାୱନ୍ତଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ରାଖୀ କିଛି ଟେଷ୍ଟ କରିଥିଲେ, ଯାହାପରେ ଜଣାପଡିଥିଲା ଯେ ଅଭିନେତ୍ରୀଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଛି । ତେବେ ବର୍ତ୍ତମାନ ରାଖୀଙ୍କ ପୂର୍ବତନ ସ୍ୱାମୀ ରିତେଶ ସିଂ ଏବଂ ଭାଇ ତାଙ୍କ କଷ୍ଟ ଦିନରେ ତାଙ୍କ ସହ ଅଛନ୍ତି…

ଫିଲ୍ମ ‘ଥାଲାଇଭର୍ ୧୭୧’ ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ଆସିଲା ସାମ୍ନାକୁ, ସୁନା ହ୍ୟାଣ୍ଡକଫ୍ ପିନ୍ଧିଥିବାର ଆସିଲେ…

ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କଙ୍ଗରାଜ ଥାଲାଇଭା ରଜନୀକାନ୍ତଙ୍କ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ ଏବଂ ତାଙ୍କ ଅପ୍‌କମିଂ ଫିଲ୍ମର ଏକ ଅପଡେଟ୍ ସେୟାର କରିଥିଲେ । ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସେୟାର କରାଯାଇନାହିଁ । କିନ୍ତୁ ଏହାର ୱାର୍କିଂ ଟାଇଟଲ୍ ‘ଥାଲାଇଭର୍ ୧୭୧’…

ବିବାହ ବନ୍ଧନରେ ବାନ୍ଧି ହେଲେ ତାପସୀ ପନ୍ନୁ, ବ୍ୟାଡମିଣ୍ଟନ ଖେଳାଳି ମାଥିଆସଙ୍କୁ କଲେ ଜୀବନସାଥୀ

ବର୍ତ୍ତମାନ ବଲିଉଡରେ ଆଉ ଜଣେ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ର ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ତେବେ ତାପସୀ ତାଙ୍କ ବୟଫ୍ରେଣ୍ଡ ମାଥିଆସଙ୍କୁ ବିବାହ କରିଛନ୍ତି । ଏହି କଥାକୁ ନେଇ ତାପସୀ ପନ୍ନୁ ଗତ…

ଜେଲରୁ ମୁକୁଳି ଏଲଭିଶ ଯାଦବ ସେୟାର କଲେ ପ୍ରଥମ ଫଟୋ, ଭାଇରାଲ ହେଉଛି ପୋଷ୍ଟ 

ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶଙ୍କ ଜାମିନ ଶୁଣାଣି NDPS ର ନିମ୍ନ ଅଦାଲତରେ କରାଯାଇଥଇଲା । ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ଏଲଭିଶଙ୍କୁ କୋର୍ଟରୁ ଜାମିନ ମିଳିଛି । ବର୍ତ୍ତମାନ ସାପ ବିଷ ମାମଲାରେ ଏଲଭିଶଙ୍କୁ ଜାମିନ ମିଳିଛି ।…

୬୨ ତମ ଜନ୍ମ ବାର୍ଷିକୀରେ ଜାଣନ୍ତୁ କଳ୍ପନା ଚାୱଲାଙ୍କ କାହାଣୀ, ଯିଏ ଥରେ ନୁହେଁ ବରଂ ଦୁଇଥର ମହାକାଶକୁ ଯାତ୍ରା…

ଆପଣାମନେ ତ ଜାଣିଥିବେ ଯେ ଆମେ ଯେତେବେଳେ ଛୋଟ ଥଲେ, ସ୍କୁଲରେ ଆମମାନଙ୍କୁ ପଠା ପଢା ଯିବା ସମୟରେ କଳ୍ପନା ଚାୱଲାଙ୍କ ନାମ ଅନେକ ଥର କୁହାଯାଇଥିଲା । ସେହି ସମୟରେ ସ୍ପେସ୍ ବିଜ୍ଞାନ କ’ଣ ଏବଂ ଏହାର ଅବଦାନ କେତେ ବଡ଼ ତାହା ଜଣା ନଥିଲା । କିନ୍ତୁ ଯେତେବେଳେ ଆମେ ଛଟୋରୁ ଧୀରେ ଧୀରେ ବଡ଼ ହେଲେ…

ଆଲିଆ ଭଟ୍ଟ ପାଳନ କଲେ ୩୧ ତମ ଜନ୍ମଦିନ, ସେଲିବ୍ରେସନ୍‌ରେ ସାମିଲ୍‌ ହେଲେ ବଲିଉଡ୍‌ ଷ୍ଟାର ଓ ଅମ୍ବାନୀ ପରିବାର

ବଲିଉଡର ଅନେକ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ । ଆଲିଆ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିତିଥାନ୍ତି । ତେବେ ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରାଯାଇଛି । ବୟସ ବଢିବା ସହିତ ଦିନ କୁ ଦିନ ଆଲିଆ ଭଟ୍ଟ ଅଧିକ ସୁନ୍ଦର ହେବାକୁ ଲାଗୁଛନ୍ତି । ଏତେ ବର୍ଷ ମଧ୍ୟରେ ତାଙ୍କ…

ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ପ୍ରଥମ ଦିନରେ ବକ୍ସ ଅଫିସରେ ସୃଷ୍ଟି କଲା ହଇଚଇ, ଜାଣନ୍ତୁ କେତେ କୋଟି ଟଙ୍କା କଲା…

ବଲିଉଡ ଅଭିନେତା ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକାଙ୍କ ଅଭିନୀତ ଫିଲ୍ମ ‘ସୈତାନ୍‌’ ମାର୍ଚ୍ଚ ୮ ରେ ରିଲିଜ୍‌ ହୋଇଛି । ଫିଲ୍ମ ’ସୈତାନ୍‌’ର ଟିଜର ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଦେଖିବା ପାଇଁ ଲୋକମାନେ ବହୁତ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଫିଲ୍ମରେ କଳା ଯାଦୁର ଖେଳ ମଧ୍ୟ…

ମାଧୁରୀ ଦୀକ୍ଷିତ ମହାଶିବରାତ୍ରୀରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା, ଭାଇରାଲ ହେଉଛି…

ମହାଶିବରାତ୍ରୀ ଭଗବାନ ଶିବଙ୍କର ସବୁଠାରୁ ବଡ ରାତି ଭାବରେ ଜଣାଶୁଣା । ଏଥର ମହାଶିବରାତ୍ରୀର ପର୍ବ ଆଜି ପାଳନ କରାଯାଉଛି । ଏହି ଦିନ ପ୍ରତ୍ୟେକ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରାର୍ଥନା କରନ୍ତି । ବି-ଟାଉନ୍ ଡିଭା ମାଧୁରୀ ଦୀକ୍ଷିତ ଯିଏ ମହାଦେବ ଭକ୍ତ ଏବଂ ମହାଦେବଙ୍କୁ ଖୁସି…

ଅକ୍ଟୋବର ୭ରୁ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’, ସାମ୍ନାକୁ ଆସିଲା ସୋ’ର ଫାଷ୍ଟ ଝଲକ୍‌

ଟିଭି ଦୁନିଆର ଅତି ଲୋକପ୍ରୀୟ ରିଆଲିଟି ସୋ ‘ଇଣ୍ଡିଆନ୍‌ ଆଇଡଲ୍‌’ । ଏହାର ଅନେକ ସିଜିନ୍‌ ଯାଇସାରିଛି । ଏବେ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଅକ୍ଟୋବର ୭ରେ ସୋନି ଟିଭିରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ତେବେ ଲୋକମାନେ ଏହି ସୋ'କୁ ବହୁତ ଉତ୍ସାହର ସହ ଅପେକ୍ଷା…

‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍‌ ୧୪’କୁ ନେଇ ଚର୍ଚ୍ଚା ଆରମ୍ଭ: ନଜର ଆସିବେ ନୂଆ ଜଜ୍‌ ଓ ହୋଷ୍ଟ

ଟିଭି ଦୁନିଆର ସବୁଠୁ ଲୋକପ୍ରିୟ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍' । ‘ଇଣ୍ଡିଆନ୍ ଆଇଡଲ୍' ଏହାର ସିଜିନ୍  ୧୪’ ଆଣିବାକୁ ଯାଉଥିବାବେଳେ, ଏହି ସୋ' କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଖୁବ୍‌ ଶୀଘ୍ର ସୋନି ଟିଭି ଏହି ସୋ ଆରମ୍ଭ କରିବାକୁୁ ଯାଉଛି । ଏହି ସୋ ର ଅନେକ ସିଜିନ୍‌…

କାମ ଦେଲା ସିଷ୍ଟମ୍: ‘ବିଗ୍‌ ବସ୍‌’ର ସବୁ ରେକର୍ଡ ଭାଙ୍ଗି ଏଲଭିଶ ଯାଦବ ହେଲେ ବିଜେତା

ବହୁ ଚର୍ଚ୍ଚିତ ସୋ ‘ବିଗ୍‌ ବସ୍‌ ଓଟିଟି ୨’ କୁ ମିଳିଛି ତାହାର ବିଜେତା । ପ୍ରଥମ ଥର‘ବିଗ୍‌ ବସ୍‌’ରେକର୍ଡ ଭାଙ୍ଗିଛି ଓ୍ଵାଇଲ୍ଡ କାର୍ଡର୍ ଏଣ୍ଟ୍ରି । ଏଲଭିଶ ଯାଦବ ଏହି ସୋ'ର ବିଜେତା ହୋଇଛନ୍ତି । ଏଲଭିଶ ଯାଦବ ବିଗ୍‌ ବସ୍‌ ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ଏହା ତାଙ୍କ…

ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନା ନିଜକୁ କହିଲେ ମ୍ୟାରେଡ, ଜାଣନ୍ତୁ କଣ ଏହା ପଛର ଷ୍ଟୋରୀ

ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦନା ବଲିଉଡ ଇଣ୍ଡଷ୍ଟ୍ରୀ ହେଉ କିମ୍ବା ସାଉଥ୍‌ ଇଣ୍ଡଷ୍ଟ୍ରୀ ସବୁଥିରେ ଚର୍ଚ୍ଚାରେ ରୁହନ୍ତି । ରଶ୍ମିକା ମନ୍ଦନାଙ୍କୁ ସମସ୍ତଙ୍କ ନ୍ୟାସନାଲ କ୍ରସ ବୋଲି କୁହାଯାଏ । ସେ ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ପ୍ରାୟତଃ…