Below header
Browsing Tag

EPFO

ଇପିଏଫଓର ନୂଆ ପେନସନ ସ୍କିମରେ ଲାଭ ଉଠାଇବେ ଆହୁରି ୫୦ ଲକ୍ଷ କର୍ମଚାରୀ, କୋହଳ ହେବ ଧାର୍ଯ୍ୟ ସୀମା

ଆସିଲା ନୂଆ ପେନସନ ସ୍କିମ। ଆଉ ଏହି ସ୍କିମ ବାହାର କରିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ମାନେ ଇପିଏଫଓ। ସୂଚନା ଅନୁଯାୟୀ ଏବେ ଇପିଏଫଓ ଏକ ନୂଆ ପେନସନ ସ୍କିମ ଆଣିବା ପାଇଁ ପ୍ଲାନ କରୁଛି। ତେବେ କେଉଁମାନେ ଏହାର ଲାଭ ଉଠାଇବେ ଆଉ କେମିିତି ସେ ସମ୍ପର୍କରେ ଜାଣନ୍ତୁ। ସୂଚନା ଅନୁଯାୟୀ…

EPFO ନୂଆ ରୁଲ, ନୂଆ ବର୍ଷ ପୂର୍ବରୁ ଜଲ୍ଦି ସାରି ଦିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ

ବର୍ତ୍ତମାନ ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବ୍ୟାଙ୍କ ହେଉ ଅବା ଅଟୋ ମୋବାଇଲ , ସବୁ ଥିରେ ଟେକ୍ନୋଲୋଜିର ପରିବର୍ତ୍ତନ ହେଉଛି । ନୂଆ ରୁଲ ରେଗୁଲେସନ ସବୁ ଆସୁଛି , ଏମିତିକି ନିଜ ପରିଚୟପତ୍ରର ମଧ୍ୟ ଅପଡେଟ ହେଉଛି । ଯଦି ଆପଣ ଚାକିରୀ କରିଛନ୍ତି ଓ ଆପଣଙ୍କ ଖାତା ପିଏଫ…

ସାଢ଼େ ୬ କୋଟି ଲୋକଙ୍କ ଖାତାକୁ ଆସି ଯାଇଛି PF ସୁଧ, ଘରେ ବସି SMS ଜରିଆରେ ଫଟାଫଟ୍‌ କରନ୍ତୁ ଚେକ୍‌

ମୋଦି ସରକାର ଦେଶର ୬.୫ କୋଟି ଲୋକଙ୍କ ଖାତାରେ ବିତ୍ତୀୟ ବର୍ଷ ୨୦୨୦-୨୧ର PF ସୁଧ ଟ୍ରାନ୍ସପର କରି ଦେଇଛନ୍ତି। ଏହା ଆପଣଙ୍କ ପିଏଫ୍‌ ଖାତାକୁ ମଧ୍ୟ ଆସି ସାରିଥିବ। ଯଦି ଏ ପର୍ଯ୍ୟନ୍ତ ଆପଣଙ୍କୁ SMS ଆସିନାହିଁ, ତା’ ହେଲେ ଆପଣ ଘରେ ବସି ସହଜରେ ଚେକ୍‌ କରି ପାରିବେ। ଗତ ଅନେକ ମାସରୁ ଲୋକମାନେ…

EPFO ରେକର୍ଡରେ ଏମିତି ଅପ୍‌ଡେଟ୍‌ କରନ୍ତୁ ଜନ୍ମ ତାରିଖ, ନଚେତ୍‌ ଅବସର ପରେ ପାଇବେନି କୌଣସି ଟଙ୍କା

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO)ରେ ଯଦି ଆପଣଙ୍କର କୌଣସି ତଥ୍ୟ ଭୁଲ ଅଛି ତେବେ ଆପଣ ତାହାକୁ ଏବେ ଖୁବ୍‌ ସହଜରେ ସଜାଡ଼ିପାରିବେ। ଇପିଏଫ୍‌ଓ ରେକର୍ଡରେ ଏବେ ଅନ୍‌ଲାଇନ୍‌ରେ ବି ଜନ୍ମ ତାରିଖ ବଦଳାଇପାରିବେ। ଏଥିପାଇଁ ଆପଣଙ୍କୁ କେତେକ ସହଜ ପ୍ରୋସେସ୍‌ ଫଲୋ କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ…

୨୦୨୦-୨୧ ଆର୍ଥିକ ବର୍ଷର ସୁଧକୁ ଦୀପାବଳି ପୂର୍ବରୁ ସଦସ୍ୟଙ୍କ ଖାତାରେ ଜମା କରିବ ଇପିଏଫଓ, ଅର୍ଥନୀତିରେ ଆସିବ ସୁଧାର

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୦-୨୧ ଆର୍ଥିକ ବର୍ଷର ସୁଧକୁ ଦୀପାବଳି ପୂର୍ବରୁ ସଦସ୍ୟଙ୍କ ଖାତାରେ ଜମା କରିବ। ଉତ୍ସବ ସମୟରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧି କରାଯାଏ। ସେହି ସମୟରେ ଇପିଏଫ୍‌ ସୁଧ…

EPFO: ଆପଣଙ୍କର ଇପିଏଫ୍‌ ଆକାଉଣ୍ଟ ଅଛି କି; ତେବେ ଆପଣବି ପାଇପାରିବେ ୭ ଲକ୍ଷ ଟଙ୍କାର ସୁବିଧା, ଜାଣନ୍ତୁ କିପରି

ଭବିଷ୍ୟ ନିଧିବା ଇପିଏଫ୍ର ଅେନକ ସୁବିଧା ରହିଛି । ଏଥିରେ ଆବଶ୍ୟକ ସମୟରେ କର୍ମଚାରୀମାନେ ଟଙ୍କା ଉଠାଇ ପାରନ୍ତି ଏହା ସହ ୧୫ ବର୍ଷ ପୂରଣ ହେବା ପରେ ଜଣେ ପେନସନ୍‌ ପାଇଁ ଯୋଗ୍ୟ ହୋଇଥାଏ । ବେସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏହା ବେଶ୍‌ ଲାଭ ଦାୟକ । ଏବେ ଇପିଏଫ୍‌ କଟୁଥିବା…

ଇପିଏଫ୍‌ଓ: ପିଏଫ୍‌ ଆକାଉଣ୍ଟ ସହ ଜଡ଼ିତ ଏହି କାମ ଆଜି ହିଁ କରି ନିଅନ୍ତୁ, ନଚେତ୍‌ କମ୍ପାନୀର ପଇସା ଆପଣଙ୍କ ଖାତାରେ ହେବ…

ଯଦି ଆପଣ ଚାକିରିଆ ଏବଂ ପିଏଫ୍‌ରେ ଯୋଗଦାନ କରୁଛନ୍ତି, ତ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଆସନ୍ତା ସେପ୍ଟେମ୍ବର ୧ ସୁଦ୍ଧା ଆପଣ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର(ୟୁଏଏନ୍‌)କୁ ଆଧାର ସହ ଲିଙ୍କ୍‌ କରାଇ ନିଅନ୍ତୁ, ନହେଲେ ଆପଣଙ୍କୁ ପଇସା ଉଠାଇବାରେ ସମସ୍ୟା ହେବ। କର୍ମଚାରୀ ଭବିଷ୍ୟ ନିଧି…

କରୋନାରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ୭ଲକ୍ଷ ଟଙ୍କାର କୋଭିଡ ଇନସୁରାନ୍ସ କଭର

କର୍ମଚାରୀଙ୍କ ଭବିଷ୍ୟ ନିଧି ସଙ୍ଗଠନ ବା EPFO ନିଜ ସଦସ୍ୟଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କରୋନ ମହାମାରୀକୁ ଦୃଷ୍ଟିରେ ରଖି ସାତ ଲକ୍ଷ ଟଙ୍କାର କୋଭିଡ ବୀମାର ସୁବିଧା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ । ଏହାଦ୍ୱାରା କୋଭିଡ ରୋଗୀଙ୍କ…

PF Account ସହିତ ନୂଆ ବ୍ୟାଙ୍କ ଖାତା ଲିଙ୍କ୍‌ କରେଇବାର ଅଛି କି? ଏ ହେଉଛି ପ୍ରକ୍ରିୟା

ବେତନଭୋଗୀ କର୍ମଚାରୀ ବିଶେଷ ପରିସ୍ଥିତିରେ ଆବଶ୍ୟକ ପଡ଼ିଲେ କିଛି ସର୍ତ୍ତ ସହିତ ନିଜ ଇପିଏଫ୍‌ ଆକାଉଣ୍ଟରୁ ଉଠାଣ କରିପାରିବେ। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ଏଥିପାଇଁ ଅନୁମତି ଦେଉଛି। ଅନେକ ବାର କର୍ମଚାରୀମାନଙ୍କୁ ଆକାଉଣ୍ଟରୁ ଟଙ୍କା ଉଠାଣରେ ସମସ୍ୟା ହୋଇଥାଏ, ଯାହାର ମୁଖ୍ୟ କାରଣ…

PPO ନମ୍ବର ହଜିଗଲେ EPFO ପେନ୍‌ସନ ଭୋଗୀ ହୁଅନ୍ତୁ ନାହିଁ ଚିନ୍ତିତ, ବହୁତ ସହଜ ଉପାୟରେ ଏମିତି କରନ୍ତୁ ହାସଲ

କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO)ର କର୍ମଚାରୀ ପେନ୍‌ସନ ସ୍କିମ୍‌ ଅଧୀନରେ ଆସୁଥିବା କୌଣସି ବି ପେନ୍‌ସନ ଭୋଗୀଙ୍କର ଯଦି ପେନ୍‌ସନ ପେମେଣ୍ଟ ଅର୍ଡର(PPO) ନମ୍ବର ହଜିଯାଏ, ତ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏହାକୁ ପୁଣିଥରେ ହାସଲ କରାଯାଇପାରିବ। ପେନ୍‌ସନ ଭୋଗୀଙ୍କର ପିପିଓ ନମ୍ବର…

ବହୁତ ସହଜରେ କରିପାରିବେ ନିଜର ଦୁଇଟି PF ଆକାଉଣ୍ଟକୁ ସମ୍ମିଶ୍ରଣ, ଏ ହେଉଛି ତରିକା

PF ଆକାଉଣ୍ଟକୁ ନେଇ ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଥାଏ, ତ ଆମେ ଏ ସବୁର ସମାଧାନ ବତାଇବୁ। ଆପଣଙ୍କ ପାଖରେ ଯଦି ଦୁଇଟି PF ଆକାଉଣ୍ଟ ଅଛି ଏବଂ ଆପଣ ତାହାକୁ ମର୍ଜ ବା ସମ୍ମିଶ୍ରଣ କରିବାକୁ ଚାହୁଁଛନ୍ତି, ତ ଏହା ବହୁତ ସହଜ। ଆଜି ଆମେ ଦୁଇଟି PF ଆକାଉଣ୍ଟକୁ ମର୍ଜ କରିବାର ତରିକା ବିଷୟରେ…