ଅନୁଗୁଳ : ପରକୀୟା ପ୍ରୀତିରୁ ଜୋର ଜବରଦସ୍ତ ବାହାଘର ଘଟଣାରେ ଭିନ୍ନ ମୋଡ଼, ପାଲଟା ଅଭିଯୋଗ ଆଣିଲେ ମହିଳା
ଅନୁଗୁଳ (କେ ନ୍ୟୁଜ୍) : ନିକଟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଥିଲା ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଟାପଢୋଲ ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ଅଭିଯୋଗ କରି ଜଣେ ମହିଳାଙ୍କୁ ହଣ୍ଡପା ଥାନା ଅଞ୍ଚଳର ଜଣେ…