Browsing Tag

family case

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ସାକ୍ଷୀ ତାଲିକା ଦସ୍ତାବିଜ ଦେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

କଟକ (କେନ୍ୟୁଜ): ବର୍ଷା-ଅନୁଭବ ପାରିବାରିକ ଅଦାଲତ ମାମଲା। ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି । ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ…

ଗଞ୍ଜାମ: ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଆକ୍ରମଣ , ତିନି ଗୁରୁତର

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁରରେ ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ତିନି ଜଣ ଲହୁଲୁହାଣ ହୋଇଛନ୍ତି । ଗ୍ରାମର ଠାକୁରାଣୀ ମନ୍ଦିର ପଛପଟେ ରହୁଥିବା ରାମ ତରେଇଙ୍କ ଘରେ ବିନୋଦ ତରେଇଙ୍କ ପରିବାର ଲୋକେ ପଶି ଧାରୁଆ ଅସ୍ତ୍ର ଦ୍ୱାରା…

ମହାକାଳପଡା: ଜମିବାଡି ବିବାଦକୁ କେନ୍ଦ୍ର କରି ସାନ ଭାଇ ଓ ବୋହୂର ହାତ ଗୋଡ ବାନ୍ଧି ଗାଁଦାଣ୍ଡରେ ଫୋଫାଡି ଦେଲା ବଡ଼ଭାଇ

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡା ମହାକାଳପଡା ଥାନା ରାମକଣି ଗାଁରେ ଅଭାବନୀୟ ଘଟଣା । ଜମିବାଡି ବିବାଦରୁ ନିଜ ସାନଭାଇ ଓ ସାନ ବୋହୂର ହାତ ଗୋଡ ବାନ୍ଧି ଗାଁଦାଣ୍ଡରେ ଫୋଫାଡି ଦେଲା ବଡ଼ଭାଇ । ପୋଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଛି।