Browsing Tag

fani

ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ, ଶ୍ରୀହୀନ ଶ୍ରୀକ୍ଷେତ୍ରର ଶିରି ଫେରାଇ ଆଣିବାକୁ ଦେଲେ…

ବାତ୍ୟା ଫନି ପ୍ରଭାବିତ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବରେ ଗଢ଼ାଯିବ । ଆଜି ପୁରୀରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ଅଗ୍ରଗତିର ସମୀକ୍ଷା ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ସହାୟତା ପ୍ୟାକେଜ ବି ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ୧୦ଦିନରେ…

କାନାଡା ବ୍ୟାଙ୍କ ତରଫରୁ ଫନି ବିପନ୍ନଙ୍କୁ ସହୟତା, ଦୁଇଟି ମୋବାଇଲ ଏଟିଏମ ସହ ରନ୍ଧା ଖାଦ୍ୟ ବଣ୍ଟନ

କାନାଡା ବ୍ୟାଙ୍କ ପକ୍ଷରୁ ବାତ୍ୟା ଫନି ବିପନ୍ନଙ୍କ ପାଇଁ ପ୍ରାଥମିକ ପର‌୍ୟ୍ୟାୟରେ ମୋବାଇଲ ଏଟିଏମ ସେବାକୁ ଦିଆଯାଇଥିଲା ଗୁରୁତ୍ୱ । ପୁରୀରେ ଦୁଇଟି ମୋବାଇଲ ଏଟିଏମ ତୁରନ୍ତ ଯୋଗାଇ ଦିଆଯାଇଥିଲା । ସେହିପରି ଫନି ପରବର୍ତ୍ତୀ ପରିସ୍ଥିତିରେ କୋଣାର୍କର ୩ଟି ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ…

୧୨ ଦିନପରେ ଜଳିବ ବଡ଼ଦାଣ୍ଡ, ସପ୍ତାହକ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମିଳିବ ବିଦ୍ୟୁତ୍ ସେବା

ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଜୁଳି। ସରକାରୀ କାର୍ଯ୍ୟଳୟକୁ ବି ବିଦ୍ୟୁତ ସଂଯୋଗ ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ସପ୍ତାହକ ମଧ୍ୟରେ ପର‌୍ୟ୍ୟାୟକ୍ରମେ ମିଳିବ ବିଦ୍ୟୁତ୍ ସେବା। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଧୈର୍ଯ୍ୟ ଧରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେପଟେ ଆଜି…

ରାଜ୍ୟ ସରକାରଙ୍କାର କେନ୍ଦ୍ରୀୟ ଟିମକୁ ପ୍ରାଥମିକ ରିପୋର୍ଟ, ୧୨ ହଜାର କୋଟି ଟଙ୍କାର କ୍ଷତି

ଭୁବନେଶ୍ବର(କେନ୍ୟୁଜ୍ ) : ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିବା ପରେ କେନ୍ଦ୍ରୀୟ ଟିମ୍‌ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ।  ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ ।  ଫନିରେ ପ୍ରାୟ ୧୨ ହଜାର କୋଟି ଟଙ୍କାର…

ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଲା କେନ୍ଦ୍ରୀୟ ଟିମ୍, ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ଫନି ମୁକାବିଲାକୁ କେନ୍ଦ୍ରୀୟ ଟିମ୍ର ପ୍ରଶଂସା। ରାଜ୍ୟ ସରକାର ଠିକ୍ ସମୟରେ ଫନି ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କ ପାଖରେ ଠିକ୍ ସମୟରେ ରିଲିଫ ପହଞ୍ଚିପାରିଛି । ବାତ୍ୟା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସଚିବାଳୟରେ ମୁଖ୍ୟ…

ଆଜିଠାରୁ ପୁରୀ ଓ କୋଣାର୍କ ସହରକୁ ଆରମ୍ଭ ହେବ ବିଦ୍ୟୁତ ଯୋଗାଣ

ପୁରୀ(କେନ୍ୟୁଜ୍): ଆଜିଠାରୁ ପୁରୀ ଓ କୋଣାର୍କ ସହରରେ ବିଦ୍ୟୁତ ସେବା ଯୋଗାଇବା କାମ ଆରମ୍ଭ ହେବ । ପୁରୀକୁ ଯାଇଥିବା ୨୨୦ କେଭି ଲାଇନରେ ୭୫ଟି ଟାୱାର କ୍ଷତି ଗ୍ରସ୍ତ ହୋଇଛି । ଏହାସହ ୧୩୨ କେଭି ଚନ୍ଦକା ପୁରୀ ଲାଇନରେ ୨୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି । ଏହି ଲାଇନରେ ଏମ୍‌ଜେନ୍‌ସି ରିଷ୍ଟୋର…

ବିଜେଡି ସରକାର ଶାସନକୁ ଫେରିଲେ ପ୍ରଥମ ଦିନରେ ଚାଷୀଙ୍କୁ ମିଳିବ କି କାଳିଆ କିସ୍ତି ? ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି…

ବିଜୁ ଜନତା ଦଳର ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତି ପାଇଁ ଦଶ ହଜାର ଟଙ୍କା ମିଳିବ । ନିର୍ବାଚନ ସମୟରେ ରାଜ୍ୟର ଚାଷୀଭାଇଙ୍କୁ ଏ ପ୍ରତିଶ୍ରୁତି ଦେଇ ଆସୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏବେ ପରିସ୍ଥିତି ଭିନ୍ନ ରହିଛି। ବାତ୍ୟା ଫନି ରାଜ୍ୟର…

ମନ କିଣିଲେ ଛାତ୍ରୀ, ରିଲିଫ୍ ପାଣ୍ଠିକୁ ଦାନ କଲେ ସ୍କଲାରସିପ୍ ଅର୍ଥରାଶି

ଭୁବନେଶ୍ୱର(କେନ୍ୟୁଜ୍) : କୁହାଯାଏ ସାନ ସିନା ଦାନ ତା ମହାନ । ବାତ୍ୟା ଫନୀ ମାଡରେ ଉପକୂଳ ଓଡିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଏହାକୁ ପୁଣିଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହିକ୍ରମରେ ବ୍ରହ୍ମପୁର ବାସୁଦେବ…

ବିଜୁଳି ଦାବିରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ପଡିଲା ମୁଖ୍ୟ ଫାଟକରେ ତାଲା

ଆଜିକୁ ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଛି। ଏହାପରେ ମଧ୍ୟ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବାହ ସାଧାରଣ ହୋଇସାରିଛି।…

କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶାରେ ୧୧ ଜଣିଆ କେନ୍ଦ୍ରୀୟ ଟିମ୍‌, ବାତ୍ୟା ସ୍ଥିତିର କରୁଛନ୍ତି ସମୀକ୍ଷା

କେନ୍ୟୁଜ୍ : ପାୱାର-ଟେଲିକମ-ବ୍ୟାଙ୍କିଂ... ଏ ତିନି କ୍ଷେତ୍ରକୁ ଘାଇଲା କରିଛି ଫନି। ଧିରେ ଧିରେ ଫନିର ଝଡ଼ରୁ ବାହାରିବାକୁ ଚେଷ୍ଟା ଚାଲିଛି। ଭୁବନେଶ୍ୱର କଟକୁ ବିଦ୍ୟୁତ ସେବା ମିଳିଲାଣି। ୧୩୨ କେଭି ଲାଇନ ଭାଙ୍ଗିଥିବାରୁ ପୁରୀ ପାଇଁ ବିଳମ୍ବ ହେଉଛି। ତାହା ବି ଖୁବ ଶୀଘ୍ର ଆରମ୍ଭ ହେବ।…

୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ , ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର

ପ୍ରଳୟଙ୍କାରୀ ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘର ଭାଙ୍ଗିଥିବା ବେଳେ ୧୫ରୁ ଆରମ୍ଭ ହେବ ଘରଭଙ୍ଗା ସର୍ଭେ । ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମିଳିବ ନୂଆ ଘର । ପ୍ରଭାବିତ ହୋଇନଥିବା ଜିଲ୍ଲାରୁ ୨୫ଟି ଟିମ୍‌ ଆସି ଘର ଭଙ୍ଗା କ୍ଷୟକ୍ଷତିର ସର୍ଭେ କରିବେ । ସେହିଭଳି…

ବାତ୍ୟା ପରେ ବଦଳୁଛି ରାଜନୈତିକ ପାଣିପାଗ, ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ…

କେନ୍ୟୁଜ୍ : ରାଜ୍ୟରେ ନିର୍ବାଚନ ପ୍ରଚାର ବେଳେ ଜୋର ଧରିଥିଲା ଆରୋପ-ପ୍ରତ୍ୟାରୋପ । ଲାଗୁଛି ଫନି ପରେ ଏବେ ବଦଳିଛି ରାଜନୈତିକ ପାଣିପାଗ । ପ୍ରଳୟଙ୍କରୀ ବାତ୍ୟା ଫନି ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ବିପନ୍ନଙ୍କୁ ସହୟତା ପାଇଁ…