Browsing Tag

fastag system

ଆସନ୍ତା ମାସରୁ ଜିପିଏସରେ ଟୋଲ୍‌ କଲେକ୍ସନ, ହଟିବ FasTag

ପୁରୁଣା ହୋଇଯିବ FasTag । ଆଉ ଟୋଲ ପ୍ଲାଜାରେ କଟିବନି FasTag । ଆସନ୍ତା ମାସରୁ ଦେଶରେ ଟୋଲ କଲେକ୍ସନ ଜିପିଏସ ଆଧାରରେ ହେବ । ଫେବୃଆରୀରୁ ଦେଶର ୫ ରୁ ୧୦ ହାଇୱେରେ ଜିପିଏସ ଆଧାରରେ ଟୋଲ ଟ୍ୟାକ୍ସ କଟିବ । ଏଥିପାଇଁ ଟେଷ୍ଟିଂ ଆରମ୍ଭ ହୋଇଛି । ଫାଷ୍ଟ୍ୟାଗ ପାଇଁ ଆପଣଙ୍କ ଗାଡ଼ିରୁ ଜିପିଏସ…

FASTagରେ ମିନିମମ୍‌ ବାଲାନ୍ସ ରଖିବା ଚିନ୍ତା ହେଲା ଶେଷ, ବାଲାନ୍ସ ନଥିଲେ ବି ଟୋଲ୍‌ ପ୍ଲାଜାରେ ଅଟକିବନି ଗାଡି

ଆପଣ କାର୍‌ ଡ୍ରାଇଭ୍‌ କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ଭଲ ଖବର। ଯଦି ଆପଣ ନ୍ୟାସନାଲ୍‌ ହାଇେଓ୍ଵ ଦେଇ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କୁ ଫାସଟାଗରେ ମିନିମମ୍‌ ବାଲାନ୍ସ ରଖିବାର ଆଉ ଚିନ୍ତା କରିବା ଆବଶ୍ୟକତା ନାହିଁ। NHAI ଫାସଟାଗର ଉତ୍ତମ ବ୍ୟବହାର ପାଇଁ ଏଥିରେ ଲାଗୁଥିବା ମିନିମମ୍‌…

ଏହି କାଗଜ ଦେଖାଇ ସରକାରଙ୍କ ଠାରୁ ମାଗଣାରେ ନିଅନ୍ତୁ ଫାସଟାଗ୍‌, ସୁଯୋଗ କରନ୍ତୁନି ହାତଛଡା

ଇଲେକଟ୍ରୋନିକ ଟୋଲ ସଂଗ୍ରହକୁ ବ୍ରୁଦ୍ଧି କରିବା ପାଇଁ କେନ୍ଦ୍ର ସରକାର ୧୫ ଫେବ୍ରୁୟାରୀ ଠାରୁ FASTag ମାଗଣାରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କହିଛନ୍ତି ଯେ National Highways Authority of India (NHAI)  ଅର୍ଥାତ ଭାରତୀୟ ରାଷ୍ଟ୍ରୀୟ…

ଟୋଲ ପ୍ଲାଜାରେ ଅଧିକ ସମୟ ରହିବାକୁ ହୋଇଯାନ୍ତୁ ପ୍ରସ୍ତୁତ, ଫାସଟାଗ୍ କାରଣରୁ ବଢ଼ିଛି ୱେଟିଙ୍ଗ୍ ଟାଇମ୍‌

ରାଷ୍ଟ୍ରୀୟ ରାଜମାର୍ଗରେ ଟୋଲ ପ୍ଳାଜରେ ଫାସଟାଗ୍ ସୁବିଧା ଲାଗୁ ହେବା ପରେ ଏବେ ସାମ୍ନାକୁ ଆସିଛି ଟୋଲ ପ୍ଲାଜାରେ ୱେଟିଙ୍ଗ୍ ସମୟ। ଏହା ପୂର୍ବ ଅପେକ୍ଷା ବଢ଼ିଯାଇଛି। ଟୋଲ ପ୍ଲାଜାରେ ଯେଉଁ କାରଣରୁ ଫାସଟାଗ୍ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିଲା ସେଥିରେ ପେମେଣ୍ଟ ପାଇଁ ଗାଡିକୁ ଅପେକ୍ଷା…

ଆସନ୍ତା ଡିସେମ୍ବର ୧୫ରୁ କଡାକଡି ଭାବେ ଲାଗୁ ହେବ ଫାସଟ୍ୟାଗ ବ୍ୟବସ୍ଥା, ହେଲ୍ପ ଲାଇନ ନମ୍ବରରେ ଶୁଣାଯିବ ଅଭିଯୋଗ

ଆସନ୍ତା ୧୫ ତାରିଖରୁ ଦେଶର ଛୋଟ ବଡ ସମସ୍ତ ଗାଡ଼ିରେ ଫାସଟ୍ୟାଗ ବ୍ୟବସ୍ଥାକୁ କଡାକଡି ଭାବେ ଜାରି କରାଯିବ । ଏହା ପରଠୁ ଯଦି ଆପଣଙ୍କ ଗାଡ଼ିରେ ଫାସଟ୍ୟାଗ ଲଗାଯାଇ ନାହିଁ ଓ ଆଉ ଆପଣ ଜାତୀୟ ରାଜପଥର ଟୋଲ ପ୍ଲାଜା ଦେଇ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ…

FASTAGକୁ ନେଇ ଲୋକଙ୍କ ମଧ୍ୟରେ ତେଜିଲା ଅସନ୍ତୋଷ, ଘରେ ଛିଡା ହୋଇଥିବା କାରରୁ ବି କଟୁଛି ଟ୍ୟାକ୍ସ

ଆସନ୍ତା ଡିସେମ୍ବର ୧୫ ତାରିଖ ଠାରୁ ଦେଶର ସମସ୍ତ ଟୋଲ ପ୍ଲାଜା ଗୁଡିକରେ ଫାସଟାଗ ଵ୍ୟଵସ୍ଥା ଲାଗୁ ହେବାକୁ ଯାଉଛି । କିନ୍ତୁ ଯେଉଁ ମାନେ ପୂବରୁ ଫାସଟାଗ ବ୍ୟବସ୍ଥାକୁ ଆପଣେଇଛନ୍ତି ଦେଖାଯାଉଛି ସେମାନଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ଏହା ପୂର୍ବରୁ ଫାସଟାଗ ବ୍ୟବସ୍ତା ଲାଗୁ…