Below header
Browsing Tag

fire

କଂସା,ପିତଳ ବୋଝେଇ ମିନି ଟ୍ରକକୁ ପୋଡିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରେଢାଖୋଲ(କେନ୍ୟୁଜ୍): କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନିଟ୍ରକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଅଭିଯୋଗ। ରେଢ଼ାଖୋଲ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା  କଇଥସାହିର ମସଜିଦ ପାଖରେ ଘଟିଛି ଏହି ଘଟଣା । ସୂଚନା ମୁତାବକ,  ଜଣେ ବ୍ୟବସାୟୀଙ୍କ ଏକ…

ଝାରସୁଗୁଡା : ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଦମକଳ ବାହିନୀ

ଝାରସୁଗୁଡା (କେନ୍ୟୁଜ): ପାସେଞ୍ଜର ଟ୍ରେନ୍‌ରେ ଅଗ୍ନିକାଣ୍ଡ । ବ୍ରଜରାଜନଗର-ଗୁନ୍ଦିଆ ପାସେଞ୍ଜର ୍‌ଟ୍ରେନ୍‌ରେ ଲାଗିଲା ନିଆଁ । ବ୍ରଜରାଜନଗର ଷ୍ଟେସନ୍‌ରେ ଟ୍ରେନ୍‌ ଠିଆ ହୋଇଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ…

ବାପଘରକୁ ନେଲାନି ବୋଲି ଶରୀରରେ ନିଆଁ ଲଗାଇ ଦେଲେ ମହିଳା , ଏବେ ଅବସ୍ଥା ଗୁରୁତର

ଉଦଳା (କେନ୍ୟୁଜ): ନିଜ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଲେ। ହେଲେ ପାଖରେ ଟଙ୍କା ନ ଥିବାରୁ ପରବର୍ତ୍ତୀ ସମୟରେ ଯିବା ବୋଲି କହିଥିଲେ ସ୍ୱାମୀ । ଏଥିରେ ବିରକ୍ତ ହୋଇ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ହେଲେ ମହିଳା। ଆଉ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଛନ୍ତି…

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ, ବର୍ତ୍ତିଗଲେ ୧୪୫ ଜଣ ଯାତ୍ରୀ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ। ମସ୍କଟ ବିମାନ ବନ୍ଦରରେ ଅଘଟଣ। ଓମାନରୁ କୋଚି ଆସୁଥିବା ବେଳେ ମସ୍କଟ ବିମାନବନ୍ଦରରେ ବିମାନର ଇଞ୍ଜିନରୁ ଧୁଆଁ ବାହାରୁ ଥିବା ଦେଖାଯାଇଥିଲା। ଏହାପରେ ବିମାନରେ ୪ଜଣ ଶିଶୁଙ୍କ ସମେତ ଥିବା ୧୪୫ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ…

ଆଲ୍‌ମିରା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବାସୁଦେବପୁର(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ । ଆଲ୍‌ମିରା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଦେଉଳି ଛକରେ ଥିବା ଆରତୀ ଆଲ୍‌ମିରା ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି। ହଠାତ୍‌ ନିଆଁ ଲାଗିଯିବାରୁ କର୍ମଚାରୀ…

ଯାଜପୁର କାଇମାଟିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ଯାଜପୁର(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୪ ବଖରା। ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ କାଇମାଟିଆ ଗାଁରେ ଅଗ୍ନିକାଣ୍ଡ। ଗାଁର ବାବନ ସାହୁଙ୍କ ଘରେ ଗତକାଲି ରାତିରେ ହଠାତ ନିଆଁ ଲାଗିଯାଇଥିଲା। ଚଣ୍ଡୀଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଘଟଗାଁ: ପେଟ୍ରୋଲ୍ ଢାଳି ନିଆଁ ଲଗାଇ ସ୍ବାମୀ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ ଅଘଟଣ। ସ୍ବାମୀ ସ୍ତ୍ରୀ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ଅଜଣା ଲୋକ। ନିଆଁରେ ପୋଡି ହୋଇ ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ…

ଚେନ୍ନାଇ: ତୈଳ କମ୍ପାନୀ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲା ୧୪ଟି ଦମକଳ ଗାଡ଼ି

ଚେନ୍ନାଇ: ଚେନ୍ନାଇର ବନଗରମ୍‌ରେ ଏକ ତୈଳ କମ୍ପାନୀର ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ତେବେ ଏହି ନିଆଁ ଏତେ ଜୋରରେ ଲାଗିଛି ଯେ ଏହାକୁ ଲିଭାଇବାକୁ ଦମକଳ ବାହିନୀର…

ଗୁଜରାଟ: ଜାମନଗର ହୋଟେଲରେ ଭୟାନକ ଅଗ୍ନିକାଣ୍ଡ , ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୨୭ ଲୋକ

ନୂଆଦିଲ୍ଲୀ : ଗୁଜରାଟରେ ଜାମନଗର ନିକଟ ଅଲେଣ୍ଟୋ ହୋଟେଲରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ସମୟରେ ହୋଟେଲରେ ଅଧିକ ଅତିଥି ମାନେ ଥିଲେ ଯାହାକୁ ଠିକ୍ ସମୟରେ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି କ୍ଷତିହୋଇଛି । ତେବେ…

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର ଓ ହେଲପର

ଯାଜପୁର (କେନ୍ୟୁଜ): କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥର ମହିଶରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏକ କୋଇଲା ବୋଝେଇ ଟ୍ରକ ଏହି ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ହଠାତ ନିଆଁ…

କଟକ ସିଡିଏ ସେକ୍ଟର ୬ରେ ଅଗ୍ନିକାଣ୍ଡ: ୩ ମହଲା ବିଶିଷ୍ଟ ଘରର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ଲାଗିଛି ନିଆଁ

କଟକ (କେନ୍ୟୁଜ)): କଟକ ସିଡିଏ ସେକ୍ଟର ୬ରେ ଅଗ୍ନିକାଣ୍ଡ । ୩ ମହଲା ବିଶିଷ୍ଟ ଘରର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ଲାଗିଛି ନିଆଁ । ଘଟଣାସ୍ଥଳରେ ବିଡାନାସୀ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଛି । ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଧୂଆଁ ଅଧିକ ଥିବାରୁ…

ପ୍ରେମିକ ବାଇକ୍‌ରେ ନିଆଁ ଲଗାଇଦେଲା ପ୍ରେମିକା, ହୁତୁହୁତୁ ହୋଇ ଜଳିଗଲା ବାଇକ୍

ବେଗୁନିଆ(କେନ୍ୟୁଜ): ପ୍ରେମିକ ବାଇକ୍‌ରେ ନିଆଁ ଲଗାଇଦେଲା ପ୍ରେମିକା । ହୁତୁହୁତୁ ହୋଇ ଜଳିଗଲା ବାଇକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଗୁନିଆ ଗଁପୁର ଗାଁର ବଜାର ମଝିରେ । କଣ୍ଟାମଳିମ ଗ୍ରାମର ଦୁଇ ଯୁବକ ଯୁବତୀ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା ବେଳେ ଗତ କିଛି ବର୍ଷ ହେବ…