Browsing Tag

fire

ନିଆଁ ଲାଗି କୋଟି କୋଟି ଟଙ୍କାର ପାଣି ପାଇପ ଭସ୍ମୀଭୂତ

ସୁବର୍ଣ୍ଣପୁର(କେନ୍ୟୁଜ): ପ୍ଲାଷ୍ଟିକ ପାଇପରେ ଲାଗିଲା ନିଆଁ । କୋଟିକୋଟି ଟଙ୍କାର ପାଣି ପାଇପ ଭସ୍ମୀଭୂତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଟା ରାସ୍ତା କଡର ଏକ ପଡ଼ିଆରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଭୟାବହ ନିଆଁ ଲାଗିଛି ।…

କେନ୍ଦୁଝର କାଞ୍ଜିପାଣି ଘାଟିରେ ଜଳିଗଲା ପାଢ଼ୀ ବସ୍, ସଟସର୍କିଟ ଯୋଗୁଁ ଲାଗିଗଲା ନିଆଁ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଜଳିଗଲା ପାଢ଼ୀ ବସ। ରାଉରକେଲା ରୁ କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ସଟସର୍କିଟ ଯୋଗୁଁ ନିଆଁ ଲାଗିବା ପରେ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁ ବସକୁ ଠିକ୍ ସମୟରେ  ଅଟକାଇବାରେ ସଫଳ ହୋଇଥିଲେ। ଯାହା ଫଳରେ ସମସ୍ତ ଯାତ୍ରୀ ମାନେ…

ଆନନ୍ଦପୁର କୁମୁଣିଆ ଗାଁରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ଦୁଇଟି ପରିବାରର ୨ ବଖରା ଘର ପୋଡି ନଷ୍ଟ

ଆନନ୍ଦପୁର(କେନ୍ୟୁଜ୍‌) : ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ କୁମୁଣିଆ ଗାଁରେ ବିଳମ୍ବିତ ରାତିରେ ନିଆଁ ଲାଗି ଦୁଇ ପରିବାରର ୨ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଏଥି ସହିତ ଅନେକ ଆସବାବପତ୍ର ମଧ୍ୟ ପୋଡିଜଳି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଗାଁର ହାବୁଲୁ…

ତିନିଦିନ ଧରି ଅଚାନକ ଘରେ ଲାଗିଯାଉଛି ନିଆଁ, ଭୟରେ ଘର ଛାଡି ବାହାରେ ଆଶ୍ରୟ ନେଇଛନ୍ତି ଏହି ପରିବାର

ସୋର(କେନ୍ୟୁଜ୍‌): ତିନିଦିନ ଧରି ଅଚାନକ ଘରେ ଲାଗିଯାଉଛି ନିଆଁ । ଦିନକୁ ସାତରୁ ଆଠ ଥର ଲାଗୁଛି ନିଆଁ। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କଲ୍ୟାଣୀ ପଂଚାୟତ ଭିଲା ଗ୍ରାମ ଜହ୍ନିପୁର ଶାସନର ମୁରଲୀଧର ଦାସଙ୍କ ଘରେ ଦେଖିବାକୁ ମିଳିଛି । ଘରେ ଥିବା ଆସବାବ ପତ୍ରରେ ହଠାତ୍ ନିଆଁ…

ବିଦ୍ୟୁତ୍ ସଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୮ ବଖରା ଘର ସମ୍ପୂର୍ଣ ଜଳି ପାଉଁଶ

ସୋର(କେନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ କାଶୀପୁର ଗ୍ରାମରେ ଗତକାଲି ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୮ ବଖରା ଘର ସମ୍ପୂର୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏହି ଗ୍ରାମର ସ୍ବର୍ଗତ ଚୁନା ଖାଁଙ୍କ ପୁଅ…

ରାଜଧାନୀର ସଫଦରଜଙ୍ଗ ହସପିଟାଲରେ ଲାଗିଲା ନିଆଁ, ଘଟଣାସ୍ଥଳରେ ଦମକଳ ଗାଡି ନିୟୋଜିତ

ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଲାଗିଲା ନିଆଁ। ନିଆଁ ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ନିକଟରେ ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ବୃଦ୍ଧି ପାଉଛି । ଦିଲ୍ଲୀର ସଫଦରଜଙ୍ଗ…

ସେନେଗଲର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲେ ୧୧ ନବଜାତ ଶିଶୁ

ପଶ୍ଚିମ ଆଫ୍ରିକାର ସେନେଗଲ (Senegal)ର ତିଭାଓନେ (Tivaouane) ସହରସ୍ଥିତ ଏକ ହସ୍ପିଟାଲରେ ନିଆଁ ଲାଗି ୧୧ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମ୍ୟାକି ସାଲ (President Macky Sall)ଏ ନେଇ ସୂଚନା ଦେଇଛନ୍ତି। ତିଭାଓନେ ସହରର ରାଜଧାନୀ ଡକାର (Dakar) ଠାରୁ ପାଖାପାଖି ୧୨୦…

ଇନ୍ଦୋର ଅଗ୍ନିକାଣ୍ଡର ବଡ଼ ଖୁଲାସା: ସର୍ଟସର୍କିଟ ଯୋଗୁ ନୁହେଁ, ବରଂ ଏକତରଫା ପ୍ରେମର ‘ନିଆଁ’ ନେଲା ୭ ଜୀବନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଇନ୍ଦୋରର ସ୍ବର୍ଣ୍ଣବାଗ ଅଞ୍ଚଳରେ ଶନିବାର ଦିନ ଏକ ୩ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ବିଳମ୍ବିତ ରାତିରେ ପୋଲିସ…

ଜଗତପୁରର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର କଞ୍ଚାମାଲ୍‌ ସହ ପ୍ରାୟ ୧ କୋଟି ଟଙ୍କାର ସମ୍ପତ୍ତି…

କଟକ(କେନ୍ୟୁଜ): ଜଗତପୁରର ଏକ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୨୫ ଲକ୍ଷ ଟଙ୍କାର କଞ୍ଚାମାଲ୍‌ ସହ ପ୍ରାୟ ୧ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଖବର ପାଇ ଚାଉଳିଆଗଞ୍ଜର ୨ଟି ଓ ବକ୍ସି ବଜାରର ଗୋଟେି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି।…

ଟ୍ରକ୍ ଭିତରେ ଗ୍ୟାସରେ ରୋଷେଇ କରୁଥିବାବେଳେ ଜଳିଗଲା ଗାଡ଼ି

ଆଠଗଡ଼(କେନ୍ୟୁଜ୍): ମହଙ୍ଗା ପଡିଲା ସାମାନ୍ଯ ଅସାବଧନତା। ରୋଷେଇ ବେଳେ ଜଳିଗଲା ଟ୍ରକ୍।  ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳରେ। ସୂଚନା ମୁତାବକ, ଖୁଣ୍ଟୁଣୀ ଥାନା ଗ୍ୟାରେଜ ପାଖରେ ଟ୍ରକ୍ ଭିତରେ ଗ୍ୟାସରେ ରୋଷେଇ କରୁଥିବାବେଳେ ହଠାତ୍ ଜଳିଗଲା ଟ୍ରକ୍ । ହୁତୁ ହୁତୁ…

ହୁତୁ ହୁତୁ ହୋଇ ଜଳୁଛି ଅସ୍ତରଙ୍ଗ ନିକଟ ମାଳଦା ଗ୍ରାମର ପାଖୁଡି ବଣ, ପ୍ରଚଣ୍ଡ ଖରା ସାଙ୍ଗକୁ ଦକ୍ଷିଣା ପବନ ଯୋଗୁଁ ନିଆଁ…

କାକଟପୁର(କେନ୍ୟୁଜ): ଅସ୍ତରଙ୍ଗ ନିକଟ ମାଳଦା ଗ୍ରାମର ପାଖୁଡି ବଣରେ ଭୟାଭହ ଅଗ୍ନିକାଣ୍ଡ । ଦିନରେ ହୁତୁ ହୁତୁ ହୋଇ ଜଳୁଛି ପାଖୁଡିବଣ । ଭୟରେ ପାଞ୍ଚଟି ଗ୍ରାମର ଶହଶହ ପାନଚାଷୀ । ଅସ୍ତରଙ୍ଗ ଅଞ୍ଚଳର ପାନଚାଷ ହେଉଥିବା ବରଜରେ ପାଖୁଡି ବ୍ୟବହାର ହୋଇଥାଏ । ଚାଷୀ ମାନଙ୍କ ଏକ ପ୍ରମୁଖ…

ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ଯରତ ସ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ସ୍କୁଟି ଜାଳିଦେଲେ ସ୍ବାମୀ

ଆନନ୍ଦପୁର(କେନ୍ୟୁଜ୍): ସ୍ବାମୀ ସ୍ତ୍ରୀଙ୍କ କଳି ଯାଇ ପହଁଚିଲା ଅଙ୍ଗନବାଡି କେନ୍ଦ୍ରରେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଗଡବାନ୍ଧଗୋଡା ଜରକ ସାହୀ ଅଙ୍ଗନବାଡି କେନ୍ଦ୍ରରେ। ସେଠାରେ କାର୍ଯ୍ଯରତ କର୍ମୀଙ୍କ ସ୍ବାମୀ ନବଘନ ସେଠୀ ଅଙ୍ଗନବାଡି…