Air India ଯାତ୍ରୀଙ୍କ ପାଇଁ ଜାରି କଲା ଜରୁରୀ ସୂଚନା, ଅଗଷ୍ଟ ୮ ଯାଏ ଏହି ସହରକୁ ସମସ୍ତ ବିମାନ ସସ୍ପେଣ୍ଡ
ଟାଟା ଗ୍ରୁପ୍ର ଏୟାରଲାଇନ୍ କମ୍ପାନୀ ‘ଏୟାର ଇଣ୍ଡିଆ’ ନିଜ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏୟାର ଇଣ୍ଡିଆ ନିଜ ଅଫିସିଆଲ୍ ‘X’ ଆକାଉଣ୍ଟରେ ଶୁକ୍ରବାର ଏହି ସୂଚନା ଦେଇଛି । ଇସ୍ରାଏଲ୍-ଇରାନ୍ ସଙ୍କଟ ମଧ୍ୟରେ ଇସ୍ରାଏଲର ତେଲ ଅଭିଭ୍କୁ ଚଳାଚଳ କରୁଥିବା…