Browsing Tag

flight ticket

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଜିଠାରୁ ଲାଗୁ ହେଲା ନୂଆ ବିମାନ ଟିକେଟ୍ ବୁକିଂ ଫେରସ୍ତ ଓ ବାତିଲ ନିୟମ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ।  ଆଜିଠାରୁ ଲାଗୁ ହେଲା ନୂଆ ବିମାନ ଟିକେଟ୍ ବୁକିଂ ଫେରସ୍ତ ଓ ବାତିଲ ନିୟମ ।  ବିମାନ ଟିକେଟ୍ ବୁକିଂ ପରେ ବାତିଲ କରୁଥିବା ଯାତ୍ରୀଙ୍କୁ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଦେୟ ।  ଏଣିକି ଯାତ୍ରୀଙ୍କୁ ମିଳିବ ବୁକିଂ ଟିକେଟର ପୂରା ମୂଲ୍ୟ ।  ଅର୍ଥାତ…

ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ

ନୂଆଦିଲ୍ଲୀ  : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ବିମାନରେ ବ୍ୟବହୃତ ATF ଅର୍ଥାତ୍ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ ଏପ୍ରିଲ ୧ରୁ ବୃଦ୍ଧି ପାଇପାରେ । ଯଦି ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ମହଙ୍ଗା ହୋଇପାରେ । ଏହି ସୂଚନା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ…

ହୋଲିରେ ମହଙ୍ଗା ହେବ ବିମାନ ଭଡ଼ା, ଦେବାକୁ ପଡ଼ିବ ଏତିକି ଟଙ୍କା

ଚଳିତ ବର୍ଷ ଭାରତରେ ମାର୍ଚ୍ଚ ୪ରେ ହୋଲି ପାଳନ କରାଯିବ । ଦୀପାବଳି ଭଳି ହୋଲିରେ ଅନ୍ୟ ସହରରୁ ଲୋକମାନେ ସେମାନଙ୍କ ଗାଁକୁ ଫେରିବାକୁ ଯାଉଛନ୍ତି । ଟ୍ରେନ୍ ପାଇଁ ଲମ୍ବା ଅପେକ୍ଷା ତାଲିକା ଏବଂ ବସ୍ ସିଟ୍ ପାଇଁ ହଇରାଣ ପୁଣିଥରେ ହେବାର ସମ୍ଭାବନା ରହିଛି । ହୋଲି ପାଳନ କରିବା ପାଇଁ ଘରକୁ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଫ୍ଲାଇଟ ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଥର ଫ୍ଲାଇଟ ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା । କୌଣସି ଯାତ୍ରୀ ୪୮ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସେଲ କଲେ କିମ୍ବା ଯାତ୍ରା ତାରିଖ ବଦଳାଇଲେ ଲାଗିବନି କୌଣସି ଅତିରିକ୍ତ ଶୁଳ୍କ । ଏନେଇ ନୂଆ ପ୍ରସ୍ତାବ ଦେଇଛି DGCA । ନୂଆ ଗାଇଡଲାଇନ ଆଧାରରେ…

ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ନ୍ୟୁ ଇୟର ସେଲ୍’, ମାତ୍ର ୧୪୪୮ ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ୍

ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । କାରଣ ପରିବହନର ସବୁଠାରୁ ଦ୍ରୁତ ମାଧ୍ୟମ ହେଉଛି ବିମାନ । ଏହା ସହିତ, ଦୂର ଦୂରାନ୍ତର ଯାତ୍ରା ଖୁବ କମ୍ ସମୟରେ ଶେଷ ହୋଇଥାଏ । ହେଲେ ଆଜି ବି ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା କରିବା ସ୍ୱପ୍ନ ସହ…

ବିଶ୍ୱକପ୍‌ ଫାଇନାଲ୍‌ ଫିଭର୍‌: ବେଙ୍ଗାଲୁରୁରୁ ଅହମଦାବାଦ ୱାନ୍ ୱେ ଉଡ଼ାଣ ପାଇଁ ଟିକେଟ୍‌ ଦାମ୍‌ ୩୩,୦୦୦ ଟଙ୍କା

ଆରମ୍ଭ ହୋଇଗଲାଣି ବିଶ୍ୱକପ୍‌ ଫାଇନାଲ ଫିଭର୍। ଯଦି ଆପଣ ନଭେମ୍ବର ୧୯ରେ ଅହମଦାବାଦରେ କ୍ରିକେଟ୍‌ ଫାଇନାଲ୍‌ ଦେଖିବା ପାଇଁ ଟିକେଟ୍‌ ବୁକ୍‌ କରିନାହାନ୍ତି, ତା’ ହେଲେ ଆପଣଙ୍କୁ ଆକାଶଛୁଆଁ ଦାମ୍‌ରେ ଟିକେଟ୍‌ କିଣିବାକୁ ପଡ଼ିପାରେ। ଫାଇନାଲ ମ୍ୟାଚ୍ ପାଇଁ ବିମାନ ଟିକେଟ୍‌ର ମୂଲ୍ୟ ବଢ଼ିଛି। ଯେଉଁ…

ଅକ୍ଟୋବରରେ ମହଙ୍ଗା ହୋଇପାରେ ବିମାନ ଯାତ୍ରା, ଜାଣନ୍ତୁ କାହିଁକି

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ। ବଢ଼ିବାକୁ ଯାଉଛି ବିମାନ ଟିକେଟ। ସମସ୍ତ ଏୟାରଲାଇନ୍‌ ଅକ୍ଟୋବର ରୁ ବିମାନ ଟିକେଟ ବୃଦ୍ଧି କରିପାରନ୍ତି। ଯାହାଦ୍ୱାରା ଆପଣଙ୍କ ବିମାନ ଯାତ୍ରା ମହଙ୍ଗା ହୋଇଯାଇପାରେ। ଯଦି ଆପଣ ଆସନ୍ତା ପାର୍ବଣ ଋତୁରେ ବା ଫେଷ୍ଟିଭ୍‌ ସିଜନରେ କିମ୍ବା ଅକ୍ଟୋବରରେ ବିମାନ…

ଲକ୍‌ଡାଉନ୍‌ର ପ୍ରଥମ ଦୁଇ ପର‌୍ୟ୍ୟାୟରେ ଟିକେଟ୍ ବୁକ୍ କରିଥିବା ବିମାନ ଯାତ୍ରୀଙ୍କୁ ପୂରା ପଇସା ଫେରାଇ ଦିଆଯିବ

ବଡ଼ ଖବର । ଲକ୍‌ଡାଉନ୍‌ର ପ୍ରଥମ ଦୁଇଟି ପର‌୍ୟ୍ୟାୟରେ ଯେଉଁ ଯାତ୍ରୀମାନେ ବିମାନ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ପୂରା ପଇସା ଫେରାଇ ଦିଆଯିବ । ଏହି ଘୋଷଣା କରିଛି ଡିଜିସିଏ । ମାର୍ଚ୍ଚ ୨୫ରୁ ମେ ୩ ଭିତରେ ଉଭୟ ଦେଶ ଭିତରେ ଓ ବିଦେଶ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିବା…

୨୦୨୦ରେ ମହଙ୍ଗା ହେବ ବିମାନଯାତ୍ରା, ୨.୬ ପ୍ରତିଶତ ବଢ଼ିଲା ଜେଟ୍‌ ଇନ୍ଧନ ଦର

ନୂଆବର୍ଷରୁ ମହଙ୍ଗା ହେବ ବିମାନ ଯାତ୍ରା। ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ବୃଦ୍ଧି ଘଟିଥିବାରୁ ତୈଳ କମ୍ପାନୀ ବିମାନ ଇନ୍ଧନ ଏଟିଏଫ୍‌(Aviation Turbine Fuel) ଦାମ୍‌କୁ ୨.୬ ପ୍ରତିଶତ ବୃଦ୍ଧି କରିଛି। ଖୁବ୍‌ଶୀଘ୍ର ଏଟିଏଫ୍‌ ଦାମ କିଲୋଲିଟର ପିଛା ୧୬୩୭.୨୫ ଟଙ୍କା ବଢ଼ିବ। ଏକ କିଲୋଲିଟର ବା…