Browsing Tag

flood alert in baitarani river

ବିପଦ ସଙ୍କେତ ଉପରେ ବୈତରଣୀ : ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିସନର

(କେନ୍ୟୁଜ): ଲଗାଣ ବର୍ଷାରେ ବୈତରଣୀ ନଦୀରେ ଆସିଛି ଚଳିତ ବର୍ଷର ପ୍ରଥମ ବନ୍ୟା। ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିସନର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ସ୍ଥିତି ଉପରେ ନଜର ରଖିବାକୁ…

ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର

ଲଘୁଚାପ ଜନିତ ବର୍ଷାରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ଥିବା ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏହା ୧୭.୯୬ ମିଟର ଉପରେ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା ନଦୀର…

କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର, ଯାଜପୁରରେ ସ୍ଥିତି ସୁଧାର ହେବାକୁ ଲାଗିବ ଆଉ ୪୮ ଘଣ୍ଟା

ଯାଜପୁର: ଧିରେ ଧିରେ କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର। ବର୍ତ୍ତମାନ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଏହି ଦୁଇ ନଦୀ । ତେବେ ଯାଜପୁରରେ ସ୍ଥିତି ସୁଧାର ହେବାକୁ ଆଉ ୪୮ ଘଣ୍ଟା ଲାଗିବ ବୋଲି କୁହାଯାଇଛି । ଅନ୍ଯପଟେ ମିଳିଥିବା ସୂଚନା ମୁତାବକ, କେବଳ ଯାଜପୁର ଜିଲ୍ଲାରେ ବୈତରଣୀ…

ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଆନନ୍ଦପୁର: ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ। କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀ ନଦୀର ଜଳପତନ ବଢ଼ିବାକୁ ଲାଗିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ବସିଛି। ଆନନ୍ଦପୁର କେନ୍ଦ୍ରୀୟ ଜଳ ଆୟୋଗର ସୂଚନା ଅନୁଯାୟୀ ସକାଳ ୮ଟା ସୁଦ୍ଧା ବିପଦ…