Browsing Tag

flood in jajpur

ଯାଜପୁର : ବନ୍ୟା ସ୍ରୋତରୁ ଘରକୁ ବଞ୍ଚାଇବାକୁ ପ୍ରୟାସ, ବାଲିବସ୍ତା ପକାଇ ଜଗି ବସିଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ବରୀ ବ୍ଲକ ବହୁମାତ୍ରାରେ ପ୍ରଭାବିତ ହୋଇଛି। ମହାନଦୀରେ ବନ୍ୟା ଜଳ ବଢୁଥିବାରୁ ଏହାର ଶାଖା ବିରୁପା ଓ କେଲୁଅରେ ଜଳସ୍ତର ବଢୁଛି। ବରୀ ବ୍ଲକ ରତ୍ନଗିରି ପଂଚାୟତର ମଲ୍ଲାସାହି ଠାରେ କେଲୁଅ ନଦୀର ବନ୍ୟାଜଳ…

ଯାଜପୁର: ବନ୍ୟାରେ ୧୨ ଘଣ୍ଟା ଧରି ଗଛରେ ଆଶ୍ରୟ ନେଇଥିବା ଯୁବକ ଉଦ୍ଧାର

ଯାଜପୁର(କେନ୍ୟୁଜ୍): ବନ୍ୟାରେ ଭାସିଯାଇ ଗଛରେ ୧୨ ଘଣ୍ଟା ଧରି ଆଶ୍ରୟ ନେଇଥିବା ଯୁବକକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଣ୍ଡାସ ଅଞ୍ଚଳରେ । ଖଣ୍ଡାସ ନିକଟରେ ଗତକାଲି ସକାଳେ ବ୍ରାହ୍ମଣୀ ନଦୀରେ ଘାଇ ହେବା ଫଳରେ ସ୍ଥାନୀୟ…

ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ: ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା, ୭ଟି ସ୍ଥାନରେ ସୃଷ୍ଟି…

ଯାଜପୁର: ଯାଜପୁର ଜିଲ୍ଲାର ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବଢୁଥିବାରୁ ଧର୍ମଶାଳା, ରସୁଲପୁର, ବରୀ, ବଡଚଣା ଓ ବିଝାଂରପୁର ଅଞ୍ଚଳ ଜଳମଗ୍ନ ହୋଇଛି । ଜିଲ୍ଲାରେ ୭ଟି ଘାଇ ସୃଷ୍ଟି ହୋଇଛି। ୬୦ଟି ଗାଁର ୪୮ ହଜାର ଲୋକ ପ୍ରଭାବିତ…