Browsing Tag

flood mahanadi

ମହାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା, ୨ ନିଖୋଜ

ମହାକାଳପଡ଼ା(କେନ୍ୟୁଜ୍): ମହାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବାହାକୁଦ ଘାଟରେ ଡଙ୍ଗା ଭାସିଛି । ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ପାରାଦୀପ ପଟୁ କେନ୍ଦ୍ରାପଡ଼ା ଆସୁଥିଲେ । ନିଖୋଜ ଯାତ୍ରୀ ମାନେ କାମ ସାରି ଘରକୁ ଫେରୁଥିବା ବେଳେ ଡଙ୍ଗାଟି ଭାସିଯାଇଥିଲା…

ମହାନଦୀରେ ବନ୍ୟା ଆଶଙ୍କା, ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ପାଣି;…

ଭୁବନେଶ୍ୱର: ମହାନଦୀରେ ବନ୍ୟା ଆଶଙ୍କା। ଆସନ୍ତାକାଲି ଅପରାହ୍ନରେ ମୁଣ୍ଡଳୀରେ ପ୍ରବାହିତ ହେବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ପାଣି। କାଲି ସନ୍ଧ୍ୟାରେ ମୁଣ୍ଡଳୀଠାରେ ପିକ୍‌ ଫ୍ଲଡ୍‌ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଖଇରମାଳ ଠାରେ ବର୍ତ୍ତମାନ ୯.୫୬ ଲକ୍ଷ…

ଶନିବାର ସଂଧ୍ୟାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ହେଉଛି: SRC

କେନ୍ୟୁଜ୍(ବ୍ୟୁରୋ):  ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଛି । ପର୍ଯ୍ୟାୟକ୍ରମେ ହୀରାକୁଦ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସିତ ହେଉଛି । ଏହାଦ୍ୱାର ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା…

ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି…