Below header
Browsing Tag

fresh national news

ନୌସେନାରେ ହେବେ ୨୦ ପ୍ରତିଶତ ମହିଳା ଅଗ୍ନିବୀର, ଜାଣନ୍ତୁ ବର୍ତ୍ତମାନ ତିନି ସେନାରେ କେତେ ଅଛନ୍ତି ମହିଳା

ନୌସେନା କହିଛି ଯେ ଚଳିତ ବର୍ଷ ୨୦ ପ୍ରତିଶତ ମହିଳାଙ୍କୁ ଅଗ୍ନିବୀରରେ ଭର୍ତ୍ତି କରାଯିବ। ତିନିଟି ସେନା ମଧ୍ୟରୁ ନୌସେନାରେ ହିଁ ଅଧିକ ମହିଳା ଅଛନ୍ତି। ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ପାଇଁ ଅଣାଯାଇଥିବା 'ଅଗ୍ନିପଥ ସ୍କିମ୍'ରେ ମହିଳାମାନେ ମଧ୍ୟ ନିଯୁକ୍ତି ପାଇବେ। ଏହି ବର୍ଷ ନୌସେନାରେ…

ଅମରନାଥ ଯାତ୍ରୀଙ୍କ ପାଇଁ ରାତାରାତି ଭାଙ୍ଗି ଥିବା ସେତୁ ପୁନଃ ନିର୍ମାଣ କଲେ ଭାରତୀୟ ସେନା, ଭିଡିଓ ହେଉଛି ଭାଇରାଲ୍

ହିମାଚଳ ପ୍ରଦେଶରେ ଅବସ୍ଥିତ ଭଗବାନ ଶିବ ଅମରନାଥ ଗୁମ୍ଫା ମନ୍ଦିରର ରାସ୍ତାର ସେତୁକୁ ପୁନଃ ନିର୍ମାଣ କରିଛନ୍ତି ହିମାଳୟରେ ଥିବା ଭାରତୀୟ ସେନା। ଅମରନାଥ ବାର୍ଷିକ ତୀର୍ଥଯାତ୍ରା ହୋଇଥାଏ। ୩ ହଜାର ୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିରକୁ ଯିବା ପାଇଁ ପ୍ରତିବର୍ଷ ଅନେକ ଲୋକ ଭିଡ ଲାଗନ୍ତି। କିଏ…

ଫ୍ଲାଟରେ ନିଜ ଝିଅ ସହ ଡିଜିଟାଲ ରେପ୍ କରୁଥିଲା ବାପା: ଜାଣନ୍ତୁ କ’ଣ ଏହି ଅପରାଧ, ଭାରତରେ କ’ଣ ରହିଛି…

ଦିନକୁ ଦିନ ବଢ଼ିବାକୁ ଲାଗିଛି ଦୁଷ୍କର୍ମ ଆଉ ଦୁର୍ନୀତି। ଏମିତିକି ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାକୁ ଲାଗିଲାଣି ଡକାୟତ। ଯାହାକି ପ୍ରଶାସନର ନିଦ ହଯାଇଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଜାଣିବା ପରେ ଆପଣଙ୍କ ନିଦ ହଜିଯିବ। ଉତ୍ତର ପ୍ରଦେଶ ସ୍ଥିତ ଗ୍ରେଟର ନୋଇଡାରେ ଏକ…

ୟୁକ୍ରେନ୍‌ର ଅସହାୟ ପିଲାଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ବିକିଲେ ରୁଷ୍‌ ସାମ୍ବାଦିକ, ଜାଣନ୍ତୁ କେତେ ଅର୍ଥ ମିଳିଲା

ଦୁନିଆରେ ଜଣେ ଭଲ ମଣିଷ ମିଳିବା ଏତେ ସହଜ ନୁହେଁ। ଯିଏକି ସବୁବେଳେ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତା କରୁଥିବେ। ପରର ମଙ୍ଗଳ କାମନା କରୁଥିବା ବ୍ୟକ୍ତି କ୍ୱଚିତ ଦେଖା ଯାଉଛନ୍ତି । ସେଇମାନେ ନିଜ କାମ ଦ୍ଵାରା ପାଲଟି ଯାଆନ୍ତି ବଡ଼ ଉଦାହରଣ। ବର୍ତ୍ତମାନ ସାରା ବିଶ୍ଵ ପାଇଁ ଏକ ବଡ଼ ଉଦାହରଣ…

ରାସନ ଡିଲର ହଇରାଣ କରୁଥିଲେ ଏପରି କରନ୍ତୁ ଅଭିଯୋଗ

ବେଳେ ବେଳେ ଅନେକ ଲୋକ ଅଭିଯୋଗ କରନ୍ତି ଯେ ତାଙ୍କୁ ସରକାରୀ ସୁବିଧାରେ ରାସନ ମିଳୁନି। କିଛି ଲୋକେ ଏଥିପାଇଁ ଅସୁବିଧାର ସାମ୍ନା ମଧ୍ୟ କରନ୍ତି। କିନ୍ତୁ ଏବେ ଆଉ ସେହିପରି ଅସୁବିଧାର ସାମ୍ନା କରିବାକୁ ପଡ଼ିବନି। ଦେଶର କୋଟି କୋଟି ଲୋକଙ୍କୁ ସରକାର ପ୍ରତିମାସରେ ମାଗଣା ରାସନ ଯୋଗାଉଛନ୍ତି।…

‘ଜିରୋ କୋଭିଡ୍ ପଲିସି’ ଚୀନ୍ ପାଇଁ ହେଲା ମୁଣ୍ଡବିନ୍ଧାର କାରଣ, ଏବେ ଭାରତରେ ବଢିବ ଆପଲ୍ ପ୍ରଡକ୍ଟ…

ବର୍ତ୍ତମାନ ମିଛ ଭାରି ପଡୁଛି ଚୀନ୍ ରାଷ୍ଟ୍ରପତିଙ୍କ ଉପରେ, ଯାହା ପାଇଁ ଅନେକ ଦିଗରୁ ତାଙ୍କୁ ନିନ୍ଦା କରାଯାଉଛି। ପୁଣି ଆଇ ଫୋନ୍ ପରି କମ୍ପାନୀ ମଧ୍ୟ ଚୀନରେ ନିଜର ପ୍ରଡକ୍ଟ ସବୁ ବନ୍ଦ କରିବାକୁ ଯାଉଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଆପଲ୍ ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତରେ…

ପେଗାସସ୍ ମାମଲା: ଏବେ ପର୍ଯ୍ୟନ୍ତ ୨୯ ଟି ଫୋନ୍ ଉପରେ ଯାଞ୍ଚ, SC ଦେଲେ ଆଉ ୧ ମାସ ସମୟ

ଆଜି ସୁପ୍ରିମକୋର୍ଟରେ ପୁଣି ଥରେ ପେଗାସସ୍ ବାବଦରେ ଶୁଣାଣି ହୋଇଛି। ଅଦାଲତର ପୂର୍ବତନ ବିଚାରପତି ଆର.ଭି ରଭିନ୍ଦ୍ରନଙ୍କ ନେତୃତ୍ୱରେ ଗଠିତ ଏହି କମିଟି କୋର୍ଟକୁ ସୂଚନା ଦେଇଛି ଯେ ଅନେକ ସାମ୍ବାଦିକ ଏବଂ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା ହେବା ବ୍ୟତୀତ ୧୯ ଟି ମୋବାଇଲ୍ ଡିଭାଇସ୍ ଯାଞ୍ଚ…

କରୋନା ଠାରୁ ଅଧିକ ମାରାତ୍ମକ ମଙ୍କିପକ୍ସ ଭାଇରସ୍ ! ବ୍ରିଟେନରେ ଦେଖାଗଲା ପ୍ରଥମ ମାମଲା, ଜାଣନ୍ତୁ ଏହାର ଲକ୍ଷଣ

ବର୍ତ୍ତମାନ କରୋନା ଭାଇରସ କିଛି ମାତ୍ରାରେ ନିୟନ୍ତ୍ରଣ ହେଉଥିବା ସମୟରେ ବିଶ୍ବରେ ଦେଖା ଯାଇଛି ଆଉ ଏକ ମାରାତ୍ମକ ଭାଇରସ ମଙ୍କିପକ୍ସ। ଯାହାର ଚିକିତ୍ସା ମଧ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ମଙ୍କିପକ୍ସ ଭାଇରସ୍ ଏବେ ବ୍ରିଟେନରେ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ଯିଏକି ନାଇଜେରିଆରୁ…

ସୁଯୋଗ ହାତଛଡ଼ା କଲେନି ୫୦୦ ଲୋକ, ୧ ଟଙ୍କାରେ କିଣିନେଲେ ଏକ ଲିଟର ପେଟ୍ରୋଲ! ଭିଡ଼ ନିୟନ୍ତ୍ରଣ କଲା ପୋଲିସ

ପେଟ୍ରୋଲ-ଡିଜେଲର ଦର ବୃଦ୍ଧିକୁ ବିରୋଧ କରି ମହାରାଷ୍ଟ୍ରର ସୋଲାପୁରରେ ଗୁରୁବାର ୧ ଟଙ୍କାରେ ପ୍ରତି ଲିଟର ପେଟ୍ରୋଲ ବିକ୍ରି ହୋଇଛି। ବାସ୍ତବରେ, ଡ. ବି.ଆର୍‌ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଏକ ସଙ୍ଗଠନ ୫୦୦ ଲୋକଙ୍କୁ ୧ ଟଙ୍କାରେ ପ୍ରତି ଲିଟର ପେଟ୍ରୋଲ ବିକ୍ରି କରିଥିଲା। ପ୍ରତ୍ୟେକ…

କେତେ ବୁଦ୍ଧିଆ ଏହି ଜୀବ, ମୃତ୍ୟୁ କୂଅରୁ ପୋଷା କୁକୁର ବଞ୍ଚାଇଲା ଜୀବନ

ଆପଣ ଜାଣିଛନ୍ତି ଭଗବାନ ଏହି ଦୁନିଆରେ ରହିବାକୁ କେବଳ ମଣିଷକୁ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଗଢ଼ିଛନ୍ତି। ତାଙ୍କ ସୃଷ୍ଟି ଖୁବ୍ ସୁନ୍ଦର। ହୁଏତ ମଣିଷକୁ ହିଁ ଏହି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ । କିନ୍ତୁ ଆପଣ ମଧ୍ୟ ନିଜ ଆଖିରେ ଅନେକ ଘଟଣା ଦେଖିଥିବେ ଯେଉଁଠି ମଣିଷର କାମ…

ଖୁସି ଖବର…ଏକାବେଳେ ଦୁଇଟି ବିଶ୍ୱବିଦ୍ୟାଳୟରୁ କରି ପାରିବେ ଅଲଗା ଅଲଗା ପାଠ୍ୟକ୍ରମ; UGC ଚେୟାରମ୍ୟାନ କଲେ ବଡ଼ ଘୋଷଣା

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଅନୁସାରେ, ଏବେ ଯେ କୌଣସି ଛାତ୍ରଛାତ୍ରୀ ଏକସାଥୀରେ ଦୁଇଟି କୋର୍ସ (ପାଠ୍ୟକ୍ରମ) କରି ପାରିବେ। ଏହି ଦୁଇଟି କୋର୍ସ ଅଲଗା ଅଲଗା ବିଶ୍ୱବିଦ୍ୟାଳୟରୁ କରାଯାଇ ପାରିବ। ଖୁବ୍‌ଶୀଘ୍ର ଏ ନେଇ UGC ଗାଇଡ୍‌ଲାଇନ…

ବେଙ୍ଗାଲୁରୁ ମାରାଥନରେ ୫ କିଲୋମିଟର ଦୌଡ଼ିଲେ ୯୨ ବର୍ଷିୟ ବୃଦ୍ଧ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେୟାର କଲେ ଭିଡ଼ିଓ

ବେଙ୍ଗାଲୁରୁରେ ରବିବାର ଦିନ ଆୟୋଜନ ହୋଇଥିଲା ବେଙ୍ଗାଲୁରୁ ମାରାଥନର ଅଷ୍ଟମ ଏଡିସନ୍। ଏହି ମାରାଥନ୍ ଶ୍ରୀ କଣ୍ଟେରାଭା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଅନେକ ଯୁବଗୋଷ୍ଠୀ ଏହି ଗଣ ଦୌଡ଼ରେ ଭାଗ ନେଇଥିଲେ। ଏହି ମାରଥନରେ ଏକ ଉତ୍ସହଜନିତ ଓ ପ୍ରେରଣାତ୍ମକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।…