କାହିଁକି ଫୁଲ୍ କରିବା ଉଚିତ୍ ନୁହେଁ ଗାଡ଼ିର ଫୁଏଲ୍ ଟ୍ୟାଙ୍କ? ଜାଣନ୍ତୁ ଏହା ପଛର କାରଣ
ମୋଟରସାଇକେଲ କିମ୍ବା କୌଣସି ଗାଡିରେ ପେଟ୍ରୋଲ ଏବଂ ଡିଜେଲ ଭରିବାବେଳେ ଏହା ସର୍ବଦା ମନେ ରଖିବା ଉଚିତ ଯେ ଗାଡିର ଫୁଏଲ୍ ଟ୍ୟାଙ୍କ କେବେବି ଏହାର କ୍ଷମତାଠାରୁ ଅଧିକ ଭରିବା ଉଚିତ ନୁହେଁ । ଯଦି ଗାଡିର ଫୁଏଲ୍ ଟ୍ୟାଙ୍କରେ କ୍ଷମତାଠାରୁ ଅଧିକ ଇନ୍ଧନ ଭରାଯାଏ ତେବେ ବଡ଼ ଦୁର୍ଘଟଣାର ସମ୍ଭାବନା…