ମାର୍ଗଶିର ମାସର ମାଣବସା ଗୁରୁବାର, ଓଡିଆଣୀ ମହିଳା ମାନଙ୍କର ଏକ ବିଶେଷ ପର୍ବ
କାକଟପୁର: ସକାଳୁ ସକାଳୁ ହୁଳହୁଳି ଶଙ୍ଖନାଦରେ ପୂରି ଉଠୁଛି ପୁରା ପରିବେଶ । ପ୍ରତି ଘରେ ଘରେ ମା ଲକ୍ଷ୍ମୀଙ୍କ ପାଦ ପଦ୍ମ ଝୋଟି ଚିତାରେ ଝଲସୁଛି ଦାଣ୍ଡ ଦୁଆର । ଆଜି ହେଉଛି ଓଡ଼ିଆ ଘରର ମାଣବସା ଓଷା । ଓଡିଆ ପରମ୍ପରା ଅନୁସାରେ ବାରମାସରେ ତେରପର୍ବ । ସେଥିମଧ୍ୟରୁ ମାର୍ଗଶିର ମାସର ମାଣବସା…