Below header
Browsing Tag

ganesh puja

କଟକରେ ବନ୍ଦ ହେବ ଗଣେଶ ପୂଜା, ସାମୂହିକ ପୂଜା ବନ୍ଦ ହେବା ନେଇ ଶାନ୍ତି କମିଟି ଓ କମିଶନରେଟ ପୋଲିସର ପକ୍ଷରୁ ନିଷ୍ପତ୍ତି

କଟକ(କେନ୍ୟୁଜ୍):  କଟକରେ ବନ୍ଦ ହେବ ଗଣେଷ ପୂଜା। କେବଳ ଘରେ ଘରେ ପୂଜା କରିପାରିବେ ଗଣେଷଙ୍କୁ ।  ସାମୂହିକ ପୂଜା ବନ୍ଦ ହେବ ବୋଲି ଶାନ୍ତି କମିଟି ଓ କମିଶନରେଟ ପୋଲିସର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବଢୁଥିବା  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାର କଟକ…

କାହିଁକି ଗଣେଶଙ୍କ ପୂଜାରେ ଲାଗେ ନାହିଁ ତୁଳସୀ, ଜାଣନ୍ତୁ ଏନେଇ କଣ କହିଛନ୍ତି ପ୍ରଭୁ ଗଜାନନ

ହିନ୍ଦୁ ଧର୍ମରେ ହରି ଶୟନ ଏକାଦଶୀର ଅନେକ ମହତ୍ୱ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଏହି ଦିନଟି ପଡ଼ିଥାଏ । ହରି ଶୟନ ଏକାଦଶୀ ପରେ ସମସ୍ତ ଧର୍ମ କାର୍ଯ୍ୟ ଆରମ୍ଭ ହୋଇଥାଏ । ଯେପରି କି ବିବାହ, ନାମକରଣ ଏବଂ ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ କରାଯାଇଥାଏ। ଏଥିସହ ଭଗବାନ ବିଷ୍ଣୁଙ୍କ ରୂପ…

ଧରାବରଣ କରିବେ ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ଆବାହନ ପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ

ଭୁବନେଶ୍ବର (କେନ୍ୟୁଜ୍) : ଧରାବରଣ କରିବେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକଙ୍କ ଆବାହନ ପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ । ବିଭିନ୍ନ ଶିକ୍ଷାନୁଷ୍ଠାନ, ପୂଜା ମଣ୍ଡପ ଓ ବ୍ଲକରେ ଶ୍ରୀଗଜାନନଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆକର୍ଷଣୀୟ ମୂର୍ତ୍ତି ସହ ସୁଉଚ୍ଚ ତୋରଣ ଓ…

ଯବାନମାନଙ୍କ ମନୋବଳ ବଢାଇବା ପାଇଁ ଭିନ୍ନ ପ୍ରୟାସ, ଭାରତ-ପାକ୍‌ ସୀମାରେ ଗଣେଶ ପୂଜା କରିବେ ଏହି ବ୍ୟକ୍ତି,

ଆଗକୁ ଗଣେଶ ପୂଜା। ଏନେଇ ପୂରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବଜାରରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିକ୍ରି ହେବା ଆରମ୍ଭ ହେଲାଣି। ଜାମ୍ମୁ କାଶ୍ମୀର ପୁଛଂ ଜିଲ୍ଲାରେ ମଧ୍ୟ ଗଣେଶଙ୍କ ମୂର୍ତ୍ତି ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ପୁଛଂ ନିବାସୀ କିରଣ ଇସର ଏବେ ମୁମ୍ବାଇରେ…

ଗଣେଶ ଚତୁର୍ଥୀରେ ଏମିତି ସଜାନ୍ତୁ ପୂଜାଥାଳି, ନିଶ୍ଚୟ ପ୍ରସନ୍ନ ହେବେ ଗଜାନନ

ଆଗକୁ ଆସୁଛି ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପ୍ରିୟ ଭକ୍ତମାନେ ଏହି ଦିନ ପାଇଁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ଗଣେଶ ଉତ୍ସବ ୨ ରୁ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଇପାରିବ। ବିଶେଷ ରୂପେ ଘରେ ଗଣେଶଙ୍କ ପୂଜା କରୁଥବା ଲୋକମାନେ ଅନେକ କଥାରେ ଧ୍ୟାନରେ ରଖିବା…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ ସହର, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

ଆଉ ଦିନ କେଇଟା ପରେ ଗଣେଶ ପୂଜା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରରେ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ଓ ଶିଳ୍ପୀ । ମୂର୍ତ୍ତିରେ ରଙ୍ଗ ଦେବାରେ କାରିଗର ବ୍ୟସ୍ତ । ଏପଟେ ସହରର ପ୍ରତ୍ୟେକ ପୂଜା କମିଟି ପ୍ରସ୍ତୁତି…

କର୍ଣ୍ଣାଟକରେ ଉତ୍କଟ ଜଳ ସମସ୍ୟା, ବର୍ଷା ପାଇଁ ଲୋକେ କଲେ ଗଣେଶଙ୍କ ଆରାଧନା

ବେଙ୍ଗାଲୁରୁ (କେ ନ୍ୟୁଜ୍‌) : ଚଳିତ ବର୍ଷ ଗ୍ରୀଷ୍ଣର ପ୍ରକୋପରେ କର୍ଣ୍ଣାଟକ ଓ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହ୍ରଦ ଗୁଡିକ ଶୁଖି ଯିବା ସହିତ ଜଳସ୍ତର ହ୍ରାସ ପାଇଛି । ଯାହା ଫଳରେ ସେଠାକାର ଲୋକମାନେ ନାହିଁ ନଥିବା ଅସୁବିଧାର…

ଆଜି ଗଣେଶ ଚତୁର୍ଥୀ, ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ

ଭୁବନେଶ୍ବର(କେନ୍ଯୁଜ୍) : ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ଜନ୍ମତିଥି । ଧରାବତରଣ କରିଛନ୍ତି ପ୍ରଭୁ ବିଘ୍ନ ବିନାଶକ । ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ପୁରପଲ୍ଲୀ । ଶିକ୍ଷାନୁଷ୍ଠାନ ଗୁଡିକରେ ଆଧ୍ୟାତ୍ମିକ ପରିବେଶ । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି…

ଚଳିତ ବର୍ଷ କ’ଣ ରହିଛି ଗଣେଶ ପୂଜନର ଶୁଭ ମୂହୂର୍ତ୍ତ

ଦେଶ ସାରା ଗଣେଶ ପୂଜାକୁ ଖୁବ୍ ଧୂମଧାମରେ ପାଳନ କରାଯାଇଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷର ଚତୁର୍ଥି ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ଚଳିତ ବର୍ଷ ଚତୁର୍ଥି ସେପ୍ଟେମ୍ବର ୧୩ ତାରିଖରେ ପଡ଼ୁଛି। ଯଦି ଏହି ଦିନ ସଠିକ୍ ସମୟରେ ପୂଜା କରିନ୍ତି ଏହା ଦ୍ବାରା ଆପଣଙ୍କର ସମସ୍ତ ମନକାମନା…

ଗଣେଶ ପୂଜା ପାଇଁ ଜୋରଦାର ପ୍ରସ୍ତୁତି : କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ୍) : ଆସନ୍ତାକାଲି ଗଣେଶ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଗଜାନନଙ୍କ ପୂଜା ପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ । ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଗଜାନନ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ବିଭିନ୍ନ ପୂଜା…

ଦିନକ ପରେ ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ

ଭୁବନେଶ୍ବର(କେନ୍ଯୁଜ୍) : ଆଉ ଦିନେ । ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନ ବିନାଶକ । ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୁରପଲ୍ଲୀ ସବୁଠାରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି ସମସ୍ତ ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ ଚାଲିଛି । ଗଜାନନଙ୍କ…

ଗଣେଶ ଚତୁର୍ଥୀ ଦିନ ଚାନ୍ଦ ଦର୍ଶନ କରନ୍ତୁ ନାହିଁ, ଦେଖିଲେ…

ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ବା ଗଣେଶ ଚତୁର୍ଥୀ ଦିନ ବିଘ୍ନ ବିନାଶକଙ୍କ ପୂଜା କରାଯାଏ । ତାଙ୍କର ଆଶୀର୍ବାଦ ନେବା ପାଇଁ ଲୋକେ ବ୍ରତ ଉପବାସ ରଖନ୍ତି । ଆସନ୍ତା ୧୩ ତାରିଖରେ ଗଜାନନଙ୍କ ପୂଜା ପଡ଼ିବ । ଏଥିପାଇଁ ଚାରିଆଡ଼େ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ଏହି ଦିନ ଆଉ ଗୋଟିଏ…